ପୂଜାରେ କ୍ରାଇମ୍ ରୋକିବାକୁ ପୋଲିସର ମାଷ୍ଟର ପ୍ଳାନ

Police master plan to curb crime in Pooja

152

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଆସୁଛିପୂଜା । ଚଳଚଞ୍ଚଳ ରାଜଧାନୀ । ଏବେଠୁରାଜଧାନୀରେ ଡେରା ପକାଇଲେଣି ରାଜ୍ୟବାହାର ଛିନତାଇ ଗ୍ୟାଙ୍ଗ । ପୂଜା ପେଣ୍ଡାଲନିକଟରେ ଦର୍ଶନ ବାହାନାରେ କରିବେ ହାତସଫେଇ । ଗ୍ୟାଙ୍ଗ ମହିଳାଙ୍କୁ ଢାଲ କରିକରିବ ଅପରେସନ । ପୂଜା ପେଣ୍ଡାଲଭିତରେ ହେଉକି ବାହାରେ ମୋବାଇଲ,ସୁନା ଚେନ ଓ ଭ୍ୟାନିଟ ଛଡାଇବେ । ପୂର୍ବବର୍ଷ ପରି ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ନଜରରଖିବା ପାଇଁ ଗୁଇନ୍ଦା ନେଟୱର୍କକୁ କଡାକଡିକରିବା ସହିତ ସମସ୍ତ ଥାନାକୁ ଆଲର୍ଟକରିଛନ୍ତି ଡିସିପି । ପୂଜାରେ କ୍ରାଇମରୋକିବାକୁ ପୋଲିସର ମାଷ୍ଟର ପ୍ଳାନ ।ପାର୍ବାଣ ହେବ କ୍ରାଇମ ଫି । ରାଜଧାନୀରେଡେରା ପକାଇଲେଣି ଆନ୍ତଃରାଜ୍ୟ ଗ୍ୟାଙ୍ଗ ।ପୂଜାରେ ମଉଜ କରିବେ ସହରିଆ । ଏହିସମୟରେ ମୌକା ଦେଖି ମାତିବେଲୁଟେରା । ଲୁଟେରାଙ୍କୁ କାଉଣ୍ଟର କରିବାକୁଡିସିପିଙ୍କ ଷ୍ଟ୍ରାଟେଜି । ସମସ୍ତ ଥାନାକୁକରାଯାଇଛି ଆଲର୍ଟ । ଗ୍ୟାଙ୍ଗ ସ୍କାନରରେଗହଳି ସ୍ଥାନ ପୂଜା ପେଣ୍ଡାଲରେ ମହିଳାଙ୍କୁଝାଲ କରି ଲୁଟିବେ ପୁରଷୟ ମୋବାଇଲ,ସୁନା ଚେନ ଝାମ୍ପିବା ସହ ହେବ ପକେଟମାର । ଆଉ କେଉଁଠି ବନ୍ଦ ଥିବା ଘରୁ ଲୁଟିବେଅଭିଯୁକ୍ତ । ଗ୍ୟାଙ୍ଗ ବାବଦରେ ପୋଲିସଅବଗତ ଥିବା ବେଳେ ନଜର ରଖିବା ପାଇଁପେଣ୍ଡାଲରେ ଅଣ୍ଡର କଭର ଅଫିସର ସାଧାପୋଷାକରେ ଜଗିବେ । ପୋଲିସର ଆଖି କାନକୁହାଯାଉଥିବା ସ୍ପେଶାଲ ସ୍କାଡ, ଟିମ-୬୦ଓ ପିଓପିଡି ଟିମ ଏବେ ଆକ୍ଟିଭ ମୋଡରେରହିଛନ୍ତି । ଲୋକଙ୍କୁ ଭେଟି ପୋଲିସ ତାରଉପସ୍ଥିତ ଜାହିର କରୁଛି । ଗତ ବର୍ଷବିଭିନ୍ନପୂଜା ପେଣ୍ଡାଲରେ ଏମିତି କିଛି ଘଟଣାଘଟିଥିଲା । ସେହି ଗ୍ୟାଙ୍ଗମାନଙ୍କୁ କମିଟିସହାୟତାରେ ପୋଲିସ ଧରିଥିଲା । ସେହିଫଣ୍ଡାକୁ ନେଇ ପୋଲିସ ରଣନିତୀ କରିଛିବୋଲି ଡିସିପି କହିଛନ୍ତି । ସେପଟେ ଜେଲପରେଡକୁ ଜୋରଦାର କରାଯାଉଛି । କେଉଁସବୁ ଅପରାଧୀ ଜେଲରେ ଅଛନ୍ତି, କିଏଜାମିନରେ ଯାଇଛି । ସେମାନଙ୍କକାର୍ଯ୍ୟକଳାପ ଉପରେ ନଜର ରଖିଛିପୋଲିସ । ଷ୍ଟ୍ରିଟ କ୍ରାଇମକୁ ନେଇ ହେଲ୍ପଲାଇନ ନମ୍ବର ଜାରି ହୋଇଛି ।

Leave A Reply

Your email address will not be published.