ଏସଟିଏଫର ଚଢ଼ଉ : ଦୁଇ କ୍ୱିଂଟାଲରୁ ଉର୍ଦ୍ଧ୍ୱ ନକଲି ଜର୍ଦ୍ଦା ଜବତ

161

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ନକଲି ଜର୍ଦ୍ଦା କାରବାର ଧରାପଡିଛି । ଚଢ଼ଉ ବେଳେ ସେଠାରୁ ଦୁଇ କ୍ୱିଂଟାଲରୁ ଅଧିକ ନକଲି ଜର୍ଦ୍ଦା ଜବତ କରିଛି ଏସଟିଏଫ । ବସଷ୍ଟାଣ୍ଡ ଏବଂ ଗ୍ୟାରେଜ୍ ବଜାରରେ ନକଲି ଜର୍ଦ୍ଦା କାରବାର ଚାଲିଥିବା ଖବର ପାଇ ଏସଟିଏଫ ପକ୍ଷରୁ ସେଠାରେ ଚଢ଼ଉ କରାଯାଇଥିଲା ।

Leave A Reply

Your email address will not be published.