Browsing Tag

#covid 19

କରୋନାଭାଇରସ୍ ର XE ଭାରିଆଣ୍ଟର ଲକ୍ଷଣ ..!

ବର୍ତ୍ତମାନ ବିଶ୍ବରେ କରୋନାର ପ୍ରକୋପ କମୁଥିବା ବେଳେ କେବଳ ଚୀନରେ ହିଁ ଏହା ଏବେ ଅଧିକ ବ୍ୟାପିବାରେ ଲାଗିଛି। ଚୀନକୁ ଛାଡ଼ି ଅନ୍ୟ ଦେଶ ଗୁଡିକରେ କିଛି ମାତ୍ରାରେ ଏହି ମହାମାରୀର ସଂକ୍ରମଣ କମିଛି। କିନ୍ତୁ ମୁମ୍ବାଇରେ ଦେଖା ଯାଇଥିବା ଆଉ ଏକ କରୋନା ଭାରିଆଣ୍ଟ ହେଉଛି XE ଭାରିଆଣ୍ଟ। ଅନେକ…

ଚୀନରେ ଠାବ ହେଲା କରୋନାର ନୂଆ ଭାରିଆଣ୍ଟ

ଡୁମାଣୀ ଟିଭି ,୫/୪ : କରୋନା ମହାମାରୀର ଉତ୍ପତ୍ତି ସ୍ଥଳ ଚାଇନାରେ ଏବେ ହୋଇଛି ଆଉ ଏକ ନୂଆ ଭାରିଆଣ୍ଟ । କରୋନାର ଓମିକ୍ରନ ଭାରିଏଣ୍ଟର ଗୋଟିଏ ନୂଆ ସବ ଭାରିଏଣ୍ଟ ଦ୍ୱାରା ଲୋକେ ସଂକ୍ରମିତ ହେଉଥିବା ଜଣାପଡ଼ିବା ପରେ ଚାଇନାର ଚିନ୍ତା ବଢ଼ି ଯାଇଛି । ନୂଆ ସବ ଭାରିଏଣ୍ଟ ସଙ୍ଘାଇ ଠାରୁ ୭୦ କିମି…

ଭାରତ ବାୟୋଟେକ କୋଭାକ୍ସିନର ଯୋଗାଣକୁ ସସପେଣ୍ଡ କଲା WHO

ଡୁମାଣୀ ଟିଭି ୩/୪: ଭାରତ ବାୟୋଟେକର କରୋନା ଭ୍ୟାକ୍ସିନ କୋଭାକ୍ସିନକୁ ଲାଗିଛି ଝଟକା । ମିଳିତ ଜାତିସଂଘର ବିଭିନ୍ନ ଏଜେନ୍ସି ମାଧ୍ୟମରେ କୋଭାକ୍ସିନର ଯୋଗାଣକୁ ସ୍ଥଗିତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଯାଞ୍ଚରେ ସାମ୍ନାକୁ ଆସିଥିବା ତ୍ରୁଟି ଦୂର କରିବା ଏବଂ ସୁବିଧାଗୁଡିକର ନବୀକରଣ କରିବା…

ଆସିଲା କରୋନାର ନୂଆ XE ଭାରିଆଣ୍ଟ

ଡୁମାଣୀ ଟିଭି,୨/୪ : କରୋନା ଭାଇରସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ପକ୍ଷରୁ ନିକଟରେ ଏକ ନୂଆ ରିପୋର୍ଟ ଜାରି କରାଯାଇଛି । କରୋନାର ନୂଆ ମ୍ୟୁଟେଣ୍ଟ ଭାରିଆଣ୍ଟ ଏକ୍ସଇ ଓମିକ୍ରନର ସବ୍ ଭାରିଆଣ୍ଟ ବିଏ.୨ ଠାରୁ ୧୦ ଗୁଣା ଅଧିକ ସଂକ୍ରାମକ ହୋଇପାରେ । ଏହାକୁ ନେଇ ହୁର ଚିନ୍ତା ବଢ଼ିଯାଇଛି…

ବନ୍ଦ ହେବ କରୋନା କଲର ଟ୍ୟୁନ୍‌

ଡୁମାଣୀ ଟିଭି ,୨୮/୩ : କଲ୍ କରିବା ପୂର୍ବରୁ ବାଜୁଥିବା କୋଭିଡ ସଚେତନତା ବାର୍ତ୍ତା ସଂପର୍କିତ କଲର ଟ୍ୟୁନ୍ ଖୁବଶୀଘ୍ର ବନ୍ଦ ହେବ। ଏହି କଲର ଟ୍ୟୁନ୍ ଜରୁରୀକାଳୀନ କଲ୍କୁ ଅଯଥାରେ ବିଳମ୍ବ କରୁଛି। ଏହାକୁ ନେଇ ବିଭିନ୍ନ ମହଲ ବିରକ୍ତି ପ୍ରକାଶ କରିଛନ୍ତି। ସେମାନଙ୍କ ଠାରୁ ଆପତ୍ତି ଅଭିଯୋଗ…