୧୦ ଏପ୍ରିଲରୁ ୧୮+ ବୟସରୁ ଉଦ୍ଧ୍ୱ ନେଇପାରିବେ ବୁଷ୍ଟର ଡୋଜ୍
ଡୁମାଣୀ ଟିଭି,୮/୪:୧୦ ଏପ୍ରିଲରୁ ୧୮+ ବୟସରୁ ଉଦ୍ଧ୍ୱର୍ କରୋନାର ବୁଷ୍ଟର ଡୋଜ୍ ନେଇପାରିବେ । ବୁଷ୍ଟର ଡୋଜ୍ ସବୁ ପ୍ରାଇଭେଟ ସେଣ୍ଟରରେ ଉପଲବ୍ଧ ହେବ । ଏହା ବ୍ୟତୀତ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ପାଇଁ ସରକାରୀ ଟିକାକରଣ କେନ୍ଦ୍ରରେ ମାଧ୍ୟମରେ ଚାଲୁଥିବା ମାଗଣା ଟିକାକରଣ କାର୍ଯ୍ୟକ୍ରମ ସହ…