ଆସୁଛି ବାତ୍ୟା ଅସାନୀ
ଆଣ୍ଡାମାନ ଓ ନିକୋବାର ଦୀପପୁଞ୍ଜରେ ମାଡ଼ ହେବ
ଡୁମାଣୀ ଟିଭି,୨୦/୩ : ଆସୁଛି ବାତ୍ୟା ଅସାନୀ। ଆଣ୍ଡାମାନ ଓ ନିକୋବାର ଦୀପପୁଞ୍ଜରେ ମାଡ଼ ହେବ। ଏଥିପାଇଁ ଆଣ୍ଡାମାନ ଓ ନିକୋବାର ପ୍ରଶାସନ ଆବଶ୍ୟକୀୟ ପ୍ରସ୍ତୁତି ଆରମ୍ଭ କରିଦେଲାଣି। ଭାରତୀୟ ପାଣିପାଗ ବିଭାଗ(ଓଗଊ)ର ସୂଚନା ଅନୁସାରେ,!-->!-->…