Browsing Tag

#DELHI

ସଂସଦୀୟ କମିଟିର ପରାମର୍ଶ: ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକ୍ରେତାଙ୍କୁ ମିଳୁ କଠୋର ଦଣ୍ଡ

ନୂଆଦିଲ୍ଲୀ : ସଂସଦୀୟ କମିଟି ପରାମର୍ଶ ଦେଇଛି ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକ୍ରୟ କରିବାରେ ଦୋଷୀମାନଙ୍କୁ ସର୍ବନିମ୍ନ ୬ମାସ ଦଣ୍ଡ ଦିଆଯାଉ । ଏହା ସହିତ ୨୫,୦୦୦ ଟଙ୍କା ଜରିମାନା ଲାଗୁ କରିବାକୁ ମଧ୍ୟ କମିଟି ପରାମର୍ଶ ଦେଇଛି । ଭାଜପା ଏମପି ବ୍ରିଜଲାଲଙ୍କ ନେତୃତ୍ୱରେ ସଂସଦୀୟ କମିଟି କହିଛି…

ଦିଲ୍ଲୀରେ ୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ତାତି

ଡୁମାଣୀ ଟିଭି,୧୨/୪:ଗତ ୫୦ ଦିନ ହେଲା ବର୍ଷା ଛାଡିଯିବା ରାଜଧାନୀ ଦିଲ୍ଲୀରେ ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି ଗ୍ରୀଷ୍ଣ। ଏହା କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ଡିଜିଏମ ଆର.କେ. ଜେନାମଣି । ଭୀଷଣ ଗ୍ରୀଷ୍ମରେ ଆଉଟୁପାଉଟୁ ହେଉଥିବା ରାଜ୍ୟଙ୍କ ଲାଗି ମଙ୍ଗଳବାର ଦିନଟି…

ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମିଳିପାରେ ବଡ଼…

ଡୁମାଣୀ ଟିଭି,୯/୪:ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି । କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ । ସୂତ୍ରରୁ ଜଣାପଡିଛି ସଚିନ…

ଦିଲ୍ଲୀ ଦଙ୍ଗା ୨୦୨୦ ଦଙ୍ଗାକାରୀଙ୍କୁ ବନ୍ଧୁକ ଯୋଗାଉଥିବା ବାବୁ ୱାସୀମ ଗିରଫ

ଡୁମାଣୀ ଟିଭି,୮/୪:ବର୍ଷ ୨୦୨୦ରେ ହୋଇଥିବା ଦିଲ୍ଲୀ ଦଙ୍ଗାରେ ଦଙ୍ଗାକାରୀଙ୍କୁ ବନ୍ଧୁକ ଯୋଗାଉଥିବା ଅପରାଧି ବାବୁ ୱାସୀମ(୩୪) ପୁଲିସ ହାତରେ ଧରାପଡ଼ିଛି। ଉତ୍ତରପୂର୍ବ ଦିଲ୍ଲୀର ଜାଫ୍ରାବାଦ ଦଙ୍ଗା ଘଟଣାରେ ପୁଲିସ ସାମ୍ନାରେ ବନ୍ଧୁକ ଦେଖାଇଥିବା ଶାହରୁଖ ଖାନ ଓ ଆକା ପଠାନକୁ ବାବୁ ବନ୍ଧୁକ…

ନବରାତ୍ର ଯୋଗୁ ଦିଲ୍ଲୀରେ ମାଂସ ଦୋକାନ ବନ୍ଦକୁ ବିରୋଧ କଲେ ଓବେସୀ

ଆରମ୍ଭ ହୋଇଛି ମାତା ରାଣୀଙ୍କ ନବ ରାତ୍ରି ପୂଜା। ଏବେ ପୂରା ଦେଶର ହିନ୍ଦୁମାନେ ଉତ୍ସାହ ଉଦ୍ଦୀପନାର ସହ ଭକ୍ତି ଭାବରେ ମା’ଙ୍କୁ ପୂଜା କରୁଛନ୍ତି। ତେବେ ନବରାତ୍ରକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ରାଜନୈତିକ କନ୍ଦଳ ଆରମ୍ଭ ହୋଇଛି। ରିପୋର୍ଟ ମୁତାବକ, ଦକ୍ଷିଣ ଦିଲ୍ଲୀର ମେୟର ମୁକେଶ…

୩ ଦିନିଆ ଦିଲ୍ଲୀ ଗ୍ରସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଡୁମାଣୀ ଟିଭି ,୨୬/୩ : ଆସନ୍ତା ୨୯ରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବାର ସମ୍ଭାବନା । ମୁଖ୍ୟମନ୍ତ୍ରୀ ୩ ଦିନିଆ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି ।ଏହି ଗସ୍ତ ସମୟରେ ସେ ଓଡ଼ିଶା ଭବନରେ କେନ୍ଦ୍ର ସରକାରରେ ପଡ଼ି ରହିଥିବା ରାଜ୍ୟ ସରକାରଙ୍କ…