ପିଶାଚୀ ପାଲଟିଲା ଉଚ୍ଚଶିକ୍ଷିତା ମା’ ୪ ବର୍ଷର ପୁଅକୁ ଗୋଆରେ ହତ୍ୟା
ନୂଆଦିଲ୍ଲୀ,ମାତୃତ୍ୱରେ ରକ୍ତଛିଟା। ନିଜ କୋଳକୁ ରକ୍ତରଞ୍ଜିତା କଲା ଉଚ୍ଚ ଶିକ୍ଷିତା ମା’। ୪ ବର୍ଷର ନିଷ୍ପାପ ପୁତ୍ରକୁ ଗୋଆ ହୋଟେଲରେ ହତ୍ୟା କରି ଟ୍ୟାକ୍ସିରେ ବେଙ୍ଗାଲୁରୁ ପଳାଇ ଯାଉଥିଲା। ମମତାମୟୀ
ମା’ ପାଲଟିଗଲା ପିଶାଚୀନୀ। ତାଙ୍କୁ ନା ଅଟକାଇ ପାରିଲା ନିଜର ଖ୍ୟାତି ନା ବାତ୍ସଲ୍ୟମମତା।…