Browsing Tag

#IMRAN KHAN

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରେ କିଏ ସମ୍ଭାଳିବ ଦେଶର ଦାୟିତ୍ୱ ଭାର

ଡୁମାଣୀ ଟିଭି,୯/୪:ପାକିସ୍ତାନ ରାଜନୀତିରେ ଜାରି ରହିଛି ଛକ୍କା ପଞ୍ଝା । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରେ କିଏ ସମ୍ଭାଳିବ ଦେଶର ଦାୟିତ୍ୱ ଭାର ସେନେଇ ଚର୍ଚ୍ଚା ଜୋର୍ । ତେବେ ସବୁଠୁ ଆଗରେ ରହିଛିନ୍ତି ଶାହାବାଜ ସରିଫ । ସର୍ବାଧିକ ଚର୍ଚ୍ଚିତ ବିରୋଧୀ ଦଳର ନେତା । ଆଶା କରାଯାଉଛି ଯେ ଯଦି…

ଇମ୍ରାନଙ୍କୁ ଡବଲ ଝଟକା : ଅନାସ୍ଥା ପ୍ରସ୍ତାବ ଖାରଜ ନିଷ୍ପତ୍ତିକୁ ଅସାମ୍ବିଧାନିକ କହିଲେ ପାକ୍ ସୁପ୍ରିମକୋର୍ଟ

ଆସନ୍ତାକାଲି ଆସ୍ଥା ଭୋଟର ସମ୍ମୁଖୀନ ହେବେ ଇମ୍ରାନ ଖାନ୍ । ପାକ୍ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭିଙ୍କ ଦ୍ବାରା ନ୍ୟାସନାଲ ଆସେମ୍ବଲି ଭଙ୍ଗ ନିଷ୍ପତ୍ତି ଅସମ୍ବିଧାନିକ ବୋଲି ପାକିସ୍ତାନ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ଏହା ସହିତ ଆସନ୍ତାକାଲି…

ପାକିସ୍ତାନ ରାଜନୀତିରେ ଏବେ ଝଡ। କାମଚଳା ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଯିବେ ନା ରହିବେ

ଡୁମାଣୀ ଟିଭି ,୬/୪: ପାକିସ୍ତାନ ରାଜନୀତିରେ ଏବେ ଝଡ। କାମଚଳା ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଯିବେ ନା ରହିବେ। ତାହାକୁ ନେଇ ପାକିସ୍ତାନରେ ସବୁ ଆଡେ ଚର୍ଚ୍ଚା। ସେପଟେ ପାକିସ୍ତାନ ନ୍ଯାସନାଲ ଆସେମ୍ବିଲ ଭଂଗ ଆଉ ଇମରାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇବା ମାମଲାର ଶୁଣାଣୀ…

ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା

ଡୁମାଣୀ ଟିଭି ୩/୪:ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା ହେବ । ପାକିସ୍ତାନ ସଂସଦରେ ଆଜି ଅବିଶ୍ୱାସ ପ୍ରସ୍ତାବ ଆଗତ ହେବାକୁ ଥିବାବେଳେ ଇମ୍ରାନଙ୍କୁ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ । ଅନ୍ତିମ ବଲ ପର୍ଯ୍ୟନ୍ତ ନିଜର ଖେଳ ଜାରି ରଖିଥିବା ଇମ୍ରାନ…

ସଂଖ୍ୟାଗରିଷ୍ଠତାର ପ୍ରମାଣ ନଥିଲେ ଭାଙ୍ଗିଯିବ ଇମ୍ରାନ ସରକାର

ଡୁମାଣୀ ଟିଭି ,୩୦/୩ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଉପରେ ଭୋଟ ଲାଗି ଆଉ ମାତ୍ର ଦିନ କେଇଟା ବାକି। ତେବେ ମିଳିତ ବିରୋଧୀ ଦଳ ସଂଖ୍ୟାଗରିଷ୍ଠତା ପ୍ରମାଣ ଲାଗି ସେମାନଙ୍କ ନିକଟରେ ୧୭୨ ସାଂସଦଙ୍କ ସମର୍ଥନ ଥିବାର ମଙ୍ଗଳବାର ଦାବି କରିଛନ୍ତି।…

ପାକିସ୍ତାନ ବିରୋଧି ମରିୟମ ନୱାଜଙ୍କ ଦାବି ଇମ୍ରାନଙ୍କୁ ଚେୟାରକୁ ହଟାଯାଉ

ଡୁମାଣୀ ଟିଭି ,୨୯/୩ : ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ଉପ-ରାଷ୍ଟ୍ରପତି ମରିୟମ ନୱାଜ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପରାଜୟ ଆଡକୁ ତାଙ୍କର ଶେଷ ମୁକାବିଲା କରିବାର ସମୟ ଆସିଛି । ସୋମବାର ଇସଲାମାବାଦରେ ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ PDM ର ଏକ…