Browsing Tag

#INDIA

37 ଅଧିକ ଉତ୍ପାଦ ସରଳୀକୃତ ସାର୍ଟିଫିକେସନ୍ ସ୍କିମ୍ ଅନ୍ତର୍ଗତ |

ଟେଲି ଯୋଗାଯୋଗ ବିଭାଗ (DoT) ର ବଷୟିକ ବାହୁ ଟେଲି ଯୋଗାଯୋଗ ଇଞ୍ଜିନିୟରିଂ ସେଣ୍ଟର (TEC) ସରଳୀକୃତ ସାର୍ଟିଫିକେସନ୍ ସ୍କିମ୍ (SCS) w.e.f ଅଧୀନରେ 37 ଟି ଉତ୍ପାଦ ଆଣିଛି | 01 ଜାନୁଆରୀ 2024. ଏହା ସାର୍ଟିଫିକେଟ୍ ପାଇଁ ନିଆଯାଇଥିବା ସମୟକୁ ଆଠ ସପ୍ତାହରୁ ଦୁଇ ସପ୍ତାହକୁ ହ୍ରାସ କରିବ ଏବଂ…

ତାମିଲନାଡୁର ତିରୁଚିରାପଲ୍ଲୀ ଭାରତୀଦାସାନ ବିଶ୍ୱବିଦ୍ୟାଳୟର 38 ତମ ସମ୍ମିଳନୀ ସମାରୋହ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ତିରୁଚିରାପଲ୍ଲୀରେ ଥିବା ଭାରତୀଦାସନ ବିଶ୍ୱବିଦ୍ୟାଳୟର 38 ତମ ସମ୍ମିଳନୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ସେ ବିଶ୍ୱବିଦ୍ୟାଳୟର ମେଧାବୀ ଛାତ୍ରମାନଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି…

ଦାମ ରାଉତଙ୍କ ଉପରୁ ହଟିଲା ନିଲମ୍ବନ

ପାରାଦୀପ, : ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବର୍ଷିଆନ ରାଜନେତା ଡା.ଦାମୋଦର ରାଉତଙ୍କ ଉପରୁ ସୋମବାର ୨୦୨୪ ନବବର୍ଷର ପ୍ରଥମ ଦିନ ପ୍ରାରମ୍ଭରେ ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ଦଳ ପକ୍ଷରୁ କରାଯାଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର…

ଦିନିକିଆରୁ ଡାଭିଡ୍‌ ୱାର୍ଣ୍ଣରଙ୍କ ଅବସର ଘୋଷଣା

ମେଲବୋର୍ଣ୍ଣ,୧ା୧: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଓପନର୍‌ ଡେଭିଡ ୱାର୍ଣ୍ଣର ନୂଆବର୍ଷ ଅବସରରେ ପ୍ରଶଂସକଙ୍କୁ ଦୁଃଖିତ କରିଛନ୍ତି। ଟେଷ୍ଟ ପରେ ସେ ଏକଦିବସୀୟରୁ ଅବସର ଘୋଷଣା କରିଛନ୍ତି। ତେବେ ୨୦୨୫ମସିହାରେ ଆୟୋଜିତ ହେବାକୁଥିବା ·ମ୍ପିଅନ୍ସ ଟ୍ରଫିରେ ସେ ଖେଳିବେ ବୋଲି ୱାର୍ଣ୍ଣର କହିଛନ୍ତି।…

ନିଯୁକ୍ତି ହ୍ରାସ

ଭାରତ ସମେତ ସମଗ୍ର ବିଶ୍ୱରେ ଘରୋଇ କମ୍ପାନୀ ଉପରେ ପଡ଼ିଛି ଛଟେଇ ଚଡ଼କ। ଜାତୀୟ, ଅନ୍ତର୍ଜାତୀୟଠାରୁ ଆରମ୍ଭ କରି ବହୁ ରାଷ୍ଟ୍ରୀୟ କମ୍ପାନୀ ଗୁଡ଼ିକ ଆରମ୍ଭ କରିଛନ୍ତି ଛଟେଇ ପର୍ବ। ଫଳରେ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ପ୍ରଥମେ ଟ୍ୱିଟର, ଫେସବୁକ୍‌, ଆମାଜନ୍‌ ପରେ ଏବେ ଏହି ଦୌଡ଼ରେ…

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଲୋକସେବା ଭବନରେ ଶୁଭେଚ୍ଛା

ଭୁବନେଶ୍ୱର, : ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସୋମବାର ଲୋକସେବା ଭବନସ୍ଥିତ ତାଙ୍କର କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ନିର୍ଦ୍ଦେଶକ, ଅଧିକାରୀ ଓ କର୍ମ·ରୀମାନେ ସାକ୍ଷାତ କରି ଇଂରାଜୀ ନବ ବର୍ଷ…

୬ରୁ ବିଏସକେୱାଇ ନବୀନ କାର୍ଡ ପଞ୍ଜୀକରଣ

ଭୁବନେଶ୍ୱର, : ଆସନ୍ତା ଜାନୁଆରୀ ୬ ତାରିଖରୁ ବିଏସକେୱାଇ ନବୀନ କାର୍ଡ ଲାଗି ଅନଲାଇନ ପଞ୍ଜୀକରଣ ଆରମ୍ଭ ହେବ। ଜାନୁଆରୀ ୧୬ ତାରିଖ ଯାଏଁ ଖୋଲା ରହିବ ଅନଲାଇନ୍‌ ପୋର୍ଟାଲ। ଯେଉଁ ହିତାଧିକାରୀ ବିଏସକେୱାଇ କାର୍ଡ ପାଇନାହାନ୍ତି ସେମାନେ ନାମ ପଞ୍ଜୀକରଣ କରିପାରିବେ। ସରକାରୀ କର୍ମଚାରୀ, ସରକାରୀ…

ନୂଆ ବର୍ଷରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ପୁରୀ,୧ା୧ : ପୁରୁଣା ବର୍ଷକୁ ବିଦାୟ ଏବଂ ନୂତନ ବର୍ଷକୁ ସ୍ୱାଗତ ଲାଗି ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଥିଲା ଆନନ୍ଦର ମାହୋଲ। ଆଜି ଇଂରାଜୀ ନବବର୍ଷରେ ଲକ୍ଷାଧିକ ଦର୍ଶନାର୍ଥୀ ଶ୍ରୀମନ୍ଦିରରେ ବାହରାକାଠନିକଟରୁ ଶ୍ରୀଜିଉମାନଙ୍କ ଦର୍ଶନ କରିଛନ୍ତି। ଗତକାଲି…

ଟ୍ୱିନ୍‌ସିଟିର ରୂପ ବଦଳାଇବ ମେଟ୍ରୋ : ନବୀନ

ଭୁବନେଶ୍ୱର,୧ା୧ : ପରିବହନ କ୍ଷେତ୍ରରେ ଆରମ୍ଭ ହେବ ନୂଆ ଯୁଗ। ଲକ୍ଷ୍ୟ କମ୍‌ ସମୟ କମ୍‌ ଖର୍ଚ୍ଚରେ ସୁରକ୍ଷିତ ଯାତ୍ରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱର ମେଟ୍ରୋ ରେଳର ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। ଏହି ଅବସରରେ ବାରଙ୍ଗ ରତାଗଡଠାରେ ଆୟୋଜିତ ଏକ…

ନୂତନ ବର୍ଷ ୨୦୨୪ ପାଇଁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ୨୦୨୪ର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: Wishing everyone a splendid 2024! May this year bring forth prosperity, peace and wonderful health for all. — Narendra…