Browsing Tag

#INDIA

ତମାଖୁଜାତୀୟ ସାମଗ୍ରୀ ଉପରେ ଟିକସ ବଢ଼ାଅ

ନୂଆଦିଲ୍ଲୀ: ତମାଖୁଜାତୀୟ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ସିଗାରେଟ, ବିଡି ଏବଂ ଧୂମବିହୀନ ତମାଖୁ ଉପରେ ବଜେଟରେ ଟିକସ ବଢ଼ାଇବା ପାଇଁ ବିଶେଷଜ୍ଞମାନେ ଅର୍ଥ ମନ୍ତ୍ରାଳୟକୁ ପରାମର୍ଶ ଦେଇଛନ୍ତି । ସମସ୍ତ ପ୍ରକାର ତମାଖୁଜାତୀୟ ଉତ୍ପାଦ ଉପରେ ଉତ୍ପାଦ ଶୁଳ୍କ ବଢ଼ାଇବା ପାଇଁ ସେମାନେ ମତ…

ଚୀନ୍‌ରେ ବ୍ୟାପୁଛି ନିମୋନିଆ : ଭାରତରେ ଆଲର୍ଟ

ନୂଆଦିଲ୍ଲୀ ,୨୬ା୧୧: ଚୀନ୍‌ରେ ବଢ଼ୁଥିବା ନିମୋନିଆ ଓ ଶ୍ୱାସ ରୋଗ ଭାରତ ପାଇଁ ଚିନ୍ତା ବଢାଇ ଦେଇଛି । ଚୀନରେ ଆତଙ୍କ ଖେଳାଇଥିବା ଏଚ୍‌୯ଏନ୍‌୨ ଏବଂ ଶିଶୁମାନଙ୍କଠାରେ ଶ୍ୱାସକ୍ରିୟାଜନିତ ରୋଗ ନେଇ ସତର୍କ ହୋଇଛନ୍ତି ଭାରତ ସରକାର । ପୂର୍ବରୁ ରାମ ମନୋହର ଲୋହିଆ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର…

ଡିଜିଟାଲ୍‌ ପେମେଣ୍ଟ ବ୍ୟବସ୍ଥାକୁ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ ,୨୬ା୧୧: ମାସିକ ରେଡ଼ିଓ କାର୍ଯ୍ୟକ୍ରମ "ମନ୍‌ କି ବାତ୍‌'ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ୍‌ ପେମେଣ୍ଟ କରୁଛନ୍ତି । ଏକଥା ମଧ୍ୟ ଅତ୍ୟନ୍ତ ଉତ୍ସାହଜନକ । ସେ ଲୋକମାନଙ୍କୁ ମାସେ ପର୍ଯ୍ୟନ୍ତ କେବଳ ୟୁପିଆଇ କିମ୍ବା ଅନ୍ୟ କୌଣସି ଡିଜିଟାଲ୍‌ ମାଧ୍ୟମରେ ହିଁ ଟଙ୍କା…

ଭାରତକୁ ଇରାନ ଅଶୋଧିତ ତୈଳ ବିକ୍ରି ଲାଗି ଆଗ୍ରହୀ

ନୂଆଦିଲ୍ଲୀ: ଭାରତର ସ୍ୱୀକୃତ ଅଶୋଧିତ ତୈଳ ଯୋଗାଣ କାରୀଙ୍କୁ ଏବେ ଅଧିକ ଧ୍ୟାନ ଦେଉଛି ଇରାନ । ପାଶ୍ଚାତ୍ୟ ଚାପ ସତ୍ତେ୍ୱ ଭାରତ ଗତବର୍ଷ ଋଷିଆରୁ ଅଶୋଧିତ ତୈଳ ଅ ।ମଦାନୀ ଆରମ୍ଭ କରିଥିଲା, ଫଳରେ ଋଷିଆକୁ ଭାରତୀୟ ତୈଳ ବଜାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହାସଲ କରିବାରେ ସଫଳତା ମିଳିଥିଲା । ଏବେ…

ସମୟ ଗଡୁଛି, ଉତ୍କଣ୍ଠା ବଢୁଛି

ଉତ୍ତରକାଶୀ, ୨୫ା୧୧: ଦିନ ପରେ ଦିନ ବିତୁଛି । ଘଣ୍ଟା କଣ୍ଟାର ଟିକ୍‌ ଟିକ୍‌ ଶବ୍ଦ ସହ ତାଳ ଦେଇ ସମୟ ଗଡି·ଲିଛି ଆଉ କ୍ୟାଲେଣ୍ଡରର ତାରିଖ ବି ତା ହିସାବରେ ବଦଳି ·ଲିଛି ।। କିନ୍ତୁ ଯାହା ବଦଳୁନି ତାହା ହେଉଛି ସୁଡଙ୍ଗ ଭିତରର ସ୍ଥିତି । ଅନେକ ଉଦ୍ୟମ ହେଉଛି, ଅପରେସନ "ଟନେଲ' •ଲିଛି, ଜୀବନ…

“ତେଜସ୍‌’ରେ ଉଡିଲେ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ, ୨୫ା୧୧: ଶନିବାର କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରୁସ୍ଥିତ ରାଷ୍ଟ୍ରାୟତ "ହିନ୍ଦୁସ୍ତାନ ଏରୋନଟିକ୍ସ୍‌ ଲିମିଟେଡ୍‌' ପରିଦର୍ଶନରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ "ତେଜସ୍‌' ଲଢୁଆ ବିମାନରେ ଚଢି ବୁଲିଛନ୍ତି । "ହିନ୍ଦୁସ୍ତାନ ଏରୋନଟିକ୍ସ୍‌ ଲିମିଟେଡ୍‌'ର ଉତ୍ପାଦନ…

ଲକ୍ଷ୍ମଣ ହେବେ ଭାରତୀୟ ଟିମ୍‌ର ମୁଖ୍ୟ କୋଚ

ମୁମ୍ବାଇ, ୨୪ା୧୧: ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତର ପରାଜୟ ପରେ ଗୋଟିଏ ଯୁଗର ସମାପ୍ତି ଘଟିବାକୁ ଯାଉଛି । ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ପାଇଁ ଏହା ଶେଷ କାର୍ଯ୍ୟଦିବସ ଥିଲା ବୋଲି ବିବେଚନା କରାଯାଉଛି । ବିସିସିଆଇର ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା…

ମୁଖ୍ୟ ଶାସନ ସଚିବଙ୍କ ଓଡିଶା ପାଭିଲିୟନ ପରିଦର୍ଶନ

ଭୁବନେଶ୍ୱର, : ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ସମ୍ପ୍ରତି •ଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡିଶା ପାଭିଲିୟନକୁ ଶୁକ୍ରବାର ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଅର୍ଥ ଓ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବଙ୍କ ସମେତ ହିମାଚଳ ପ୍ରଦେଶର ଶିଳ୍ପ…

ପ୍ରତିରକ୍ଷା କ୍ଷେତ୍ରରେ ବଢ଼ିବ ଭାରତର ଶକ୍ତ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ବଢ଼ିବ । କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର ୩ଟି ବଡ଼ ସ୍ୱଦେଶୀ ପ୍ରକଳ୍ପକୁ ପ୍ରାରମ୍ଭିକ ମଞ୍ଜୁରୀ ପ୍ରଦାନ କରିବାକୁ ଯାଉଛନ୍ତି । ଏଥିପାଇଁ ମୋଟ୍‌ ୧.୪ ଲକ୍ଷ କୋଟି ଟଙ୍କା ବ୍ୟୟ ହେବ । ଏହି ବଜେଟରେ ଗୋଟିଏ ଏୟାରକ୍ରାଫ୍ଟ କ୍ୟାରିୟର, ୯୭ଟି…

୨୬ରେ ଘୂର୍ଣ୍ଣିବଳୟ, ୨୯ରେ ନେବ ଅବପାତର ରୂପ!

ଭୁବନେଶ୍ୱର,୨୪ା୧୧ : ଆସୁଛି ଏକ ଲଘୁଚାପ । ୨୭ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ବଙ୍ଗୋପସାଗର ଅଞ୍ଚଳରେ ଏହା ଦାନା ବାନ୍ଧିପାରେ । ଏପରି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ୨୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ…