Browsing Tag

#INDIA

୮୫ହଜାର କୋଟିର ନିବେଶକୁ ଅନୁମୋଦନ

ଭୁବନେଶ୍ୱର,୨୪ା୧୧ : ରାଜ୍ୟରେ ୧୨ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ହାଇ ଲେବୁଲ୍‌ କ୍ଲିୟରାନ୍ସ ଅଥରିଟି ଅନୁମୋଦନ ପ୍ରଦାନ କରିଛି । ଏହି ୧୨୧ଟି ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା ହେବା ପାଇଁ ୮୪,୯୧୮.୭୫ କୋଟିର ପୁଞ୍ଜି ବିନିଯୋଗ ହେବ । ଏଥିସହିତ ବିଭିନ୍ନ କ୍ଷେତ୍ରରେ ୪୨,୨୮୧ ଲୋକଙ୍କ ପାଇଁ…

ଜାମ୍ମୁ-କାଶ୍ମୀରରେ ଆଉ ଜଣେ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲାରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ଏନ୍‌କାଉଣ୍ଟରରେ ଗୁରୁବାର ପୁଣି ଜଣେ ଯବାନ ଶହୀଦ ହୋଇଛନ୍ତି । ଗତକାଲି ୪ ଜଣ ଶହୀଦ ହୋଇଥିଲେ । ଆଜି ଆଉ ଜଣେ ସହିଦ ହେବା ପରେ ଏପର୍ଯ୍ୟନ୍ତ ୫ ସୁରକ୍ଷାକର୍ମୀ ସହିଦ ହେଲେଣି । ଗତକାଲି କ୍ୟାପ୍ଟେନ ସ୍ତରର ଦୁଇ…

ଡେଙ୍ଗୁର ୬୦ପ୍ରତିଶତ ରୋଗୀଙ୍କ ଠାରେ ଡେନ-୨ର ଲକ୍ଷଣ: ପିଜିଆଇର ସଭେ

ନୂଆଦିଲ୍ଲୀ: ପୂର୍ବ ବର୍ଷ ଅପେକ୍ଷା ଡେଙ୍ଗୁ ବେଶୀ ଡରେଇବାରେ ଲାଗିଛି । ଡେଙ୍ଗୁର ପ୍ରାୟ ୬୦ପ୍ରତିଶତ ରୋଗୀଙ୍କ ମଧ୍ୟରେ ଡେନ-୨ର ଷ୍ଟ୍ରେନ ଦେଖିବାକୁ ମିଳିଛି । ବାକି ୪୦ପ୍ରତିଶତରେ ଡେନ ୧ ଓ ଡେନ-୩ ଷ୍ଟ୍ରେନ ମିଳିଛି । ଡେନ-୧ ଓ ୩ ଅପେକ୍ଷା ଡେନ ୨ ଅଧିକ ବିପଜ୍ଜନକ ବୋଲି କୁହାଯାଉଛି ।…

ଡିପ୍‌ଫେକ୍‌ ରୋକିବାକୁ ଅଣ୍ଟା ଭିଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ,୨୩ା୧୧: ଅଭିନେତା ହୁଅନ୍ତୁ କି ନେତା, ସେଲିବ୍ରିଟି ହୁଅନ୍ତୁ ଅବା ସାଧାରଣ ଜନତା ଏବେ ସମସ୍ତଙ୍କୁ ଘାରିଛି ଡିପ୍‌ଫେକ୍‌ର ଡର । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ପ୍ରଯୁକ୍ତି ବ୍ୟବହାର କରି ନକଲି ଭିଡ଼ିଓ ପ୍ରସ୍ତୁତ କରାଯିବାକୁ ନେଇ ବଢ଼ିଛି ସମସ୍ତଙ୍କ ଚିନ୍ତା ଏଭଳି ଅନୈତିକ…

ନିଶାରେ ଅପରାଧ ଘଟାଇଥିବା ଦର୍ଶାଇଲେ ମଧ୍ୟ ଦଣ୍ଡାଦେଶରୁ ମିଳିବନି ମୁକ୍ତ

ନୂଆଦିଲ୍ଲୀ,୨୩ା୧୧: ସୁପ୍ରିମକୋର୍ଟ କହିଛନ୍ତି ମଦ୍ୟପାନ କରି ନିଶାରେ ଥିବା ସମୟରେ ଏହି ଅପରାଧ ହୋଇଛି ବୋଲି ଯୁକ୍ତି କରି ଦଣ୍ଡକୁ ଏଡାଯାଇପାରିବ ନାହିଁ । ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଶୀର୍ଷକୋର୍ଟ ଖାରଜ କରି ଏଭଳି କହିଛନ୍ତି । ଜଣେ ବ୍ୟକ୍ତିଙ୍କୁ…

ଓଡ଼ିଶା ପାଭିଲିୟନରେ ପ୍ରତିବିମ୍ବିତ ହେଉଛି ମହିଳା ସଶକ୍ତିକରଣର ଚିତ

ନୂଆଦିଲ୍ଲୀ/ଭୁବନେଶ୍ୱର, : ଓଡିଶାର ମହିଳାମାନଙ୍କୁ ସ୍ୱରୋଜଗାରୀ ଓ ସ୍ୱାବଲମ୍ବୀ କରିବା ସହିତ ସମାଜରେ ସେମାନଙ୍କୁ ଏକ ସମ୍ମାନଜନକ ପରିଚୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ୨୦୦୮ ମସିହାରେ ଗଠିତ ମିଶନ ଶକ୍ତି ବୁଧବାର ଏକ ମହାଦ୍ରୁମରେ ପରିଣତ…

ଦେଶର ପ୍ରଥମ ଏଆଇଏଫ୍‌ଏଫ୍‌-ଫିଫା ଏକାଡେମି ଉଦ୍‌ଘାଟିତ

ଭୁବନେଶ୍ୱର, ୨୨ା୧୧ : ସର୍ବଭାରତୀୟ ଫୁଟବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌)ର ବହୁ ପ୍ରତୀକ୍ଷିତ ବିଶ୍ୱସ୍ତରୀୟ ଏକାଡେମି ଭୁବନେଶ୍ୱରରେ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି । ଫିଫା ପ୍ରତିଭା ବିକାଶ ଯୋଜନା (ଟିଡିଏସ୍‌) ଅଧୀନରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ଫୁଟବଲ୍‌ ଏକାଡେମିଠାରେ ଖୋଲାଯାଇଛି…

ସୁରକ୍ଷା କର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ୪ ଯବାନ ଶହୀଦ

ଜାମ୍ମୁ କାଶ୍ମୀର: ଆଜି ଜାମ୍ମୁ କାଶ୍ମୀରର ରାଜୋରୀ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ବରିଷ୍ଠ ସେନା ଅଧିକାରୀଙ୍କ ସମେତ ଦୁଇ ସୈନିକ ସହିଦ ହୋଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସର ସୂଚନା ଅନୁସାରେ, ଆଜି ସକାଳ ୯ ଟାରେ…

ସ୍ୱିଗି ଓ ଜୋମାଟୋକୁ ୫୦୦କୋଟିର ଜିଏସଟି ନୋଟିସ

ନୂଆଦିଲ୍ଲୀ: ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସଟି) ପୈଠ ନକରିବା ଓ ଜିଏସଟି ନିୟମକୁ ପାଳନ ନକରିବା ଘଟଣାକୁ ନେଇ କିଛିଦିନ ହେବ ଅନେକ କମ୍ପାନିକୁ ନୋଟିସ ପଠାଯାଉଛି । ଏହି କ୍ରମରେ ଫୁଡ ଡେଲିଭରି ଆପ ଭାବେ ପରିଚିତ ସ୍ୱିଗିଜୋମାଟୋକୁ ବି ନିକଟରେ ଜିଏସଟି ନୋଟିସ ପଠାଯାଇଛି । ଏହି ନୋଟିସ ପରେ…

ଭାରତରେ ଟି-୨୦ ମ୍ୟାଚ୍‌ ଖେଳିବେନି ୱାର୍ଣ୍ଣର

ନୂଆଦିଲ୍ଲୀ, ୨୧ା୧୧: ଭାରତରେ ନିଜର ୧୦୦ତମ ଟି-୨୦ ମ୍ୟାଚ୍‌ ଖେଳିବେ ନାହିଁ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଡାଭିଡ ୱାର୍ଣ୍ଣର । ରବିବାର ବିଶ୍ୱକପ ଶେଷ ହୋଇଥିବା ବେଳେ ଗୁରୁବାର ଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ ଆରମ୍ଭ ହେବ । ଏଥିପାଇଁ ଘୋଷଣା ହୋଇଥିବା ଅଷ୍ଟ୍ରେଲିଆର…