Browsing Tag

#INDIA

ରାଜ୍ୟ ସହିତ ବିଶ୍ୱକୁ ଯୋଡୁଛି ଓଡିଶାର ଗ୍ରାମୀଣ ହସ୍ତ-ବୟନଶିଳ୍ପ

ନୂଆଦିଲ୍ଲୀ/ଭୁବନେଶ୍ୱର, : ଓଡିଶାର ଗ୍ରାମୀଣ ହସ୍ତଶିଳ୍ପୀ ଓ ବୟନଶିଳ୍ପୀମାନଙ୍କୁ ବିଶ୍ୱ ବଜାର ସୁବିଧା ଉପଲବ୍ଧ କରି ସେମାନଙ୍କୁ ସ୍ଥାୟୀ ଜୀବିକା ସୁଯୋଗ ଦେବା, ସେମାନଙ୍କ ଜୀବନଜୀବିକା ଗୁଣ ବତ୍ତାରେ ଉନ୍ନତି ଆଣିବା ଓ ସେମାନଙ୍କ ଅଭିନବ ଦକ୍ଷତାକୁ ବିଶ୍ୱ ପରିଚୟ ପ୍ରଦାନ କରି ବା ଲକ୍ଷ୍ୟରେ…

ସ୍କୁଲରେ ଛାତ୍ରଛାତ୍ରୀ ପଢ଼ିବେ “ରାମାୟଣ ଓ ମହାଭାରତ’

ନୂଆଦିଲ୍ଲୀ: ଆଗାମୀ ଦିନରେ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ରାମାୟଣ ଓ ମହାଭାରତ ଶିକ୍ଷା । ଏନସିଇଆରଟିର ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ଏ ସମ୍ବନ୍ଧିତ ପାଠ୍ୟକ୍ରମକୁ ଅନ୍ତର୍ଭୁକ୍ତ କରାଯାଇପାରେ । ଉଚ୍ଚ ସ୍ତରୀୟ ନ୍ୟାସନାଲ କାଉନସିଲ୍‌ ଅଫ୍‌ ଏଜୁକେସନାଲ୍‌ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ…

ଭାରତରେ ୨ ବିଲିୟନ ଡଲାର ନିବେଶ କରିବେ ଏଲନ ମସ୍କ

ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କଙ୍କ ବିଦ୍ୟୁତ କାର୍‌ ନିର୍ମାଣ କରୁଥିବା କମ୍ପାନୀ ଟେସଲା ସହିତ ବଡ଼ ଚୁକ୍ତି କରିବାର ନିକଟତର ହୋଇଛନ୍ତି । ଏହି ଚୁକ୍ତି ଅନୁଯାୟୀ ଟେସଲା ଭାରତକୁ ଏହାର କାର୍‌ ଆମଦାନୀ କରିବାକୁ ଅନୁମତି ପାଇବ ଏବଂ ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତରେ ଏହାର ର୍କା…

ସାମ୍ନାକୁ ଆସିଲା ଟନେଲରେ ଫସିଥିବା ଶ୍ରମିକଙ୍କ ପ୍ରଥମ ଭିଡ଼ିଓ

ଉତ୍ତରକାଶୀ,୨୧ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀରେ ସିଲ୍କୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ପ୍ରଥମ ଭିଡିଓ ମଙ୍ଗଳବାର ଜାରି କରାଯାଇଛି । ଟନେଲ୍‌ ଦେଇ ଏକ ୬ ଇଞ୍ଚ ଚଉଡା ପାଇପ୍‌ ଖଞ୍ଜା ଯାଇଛି । ଏହି ପାଇପ୍‌ ମାଧ୍ୟମରେ ଶ୍ରମିକମାନଙ୍କୁ ଖେଚୁଡ଼ି ଓ ପାଣି ପଠାଯାଇଥିଲା । ଏଥିରେ ଏକ…

ଖେଳାଳିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଅହମଦାବାଦ, ୨୦ା୧୧: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ୨୦୨୩ର ଫାଇନାଲରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା । କଙ୍ଗାରୁ ଭାରତକୁ ୬ଟି ୱିକେଟରେ ପରାସ୍ତ କରିଛି । ଏହି ପରାଜୟ ପରେ ଭାରତୀୟ ଖେଳାଳିମାନେ ଡ୍ରେସିଂ ରୁମକୁ ଯାଇ ସେମାନଙ୍କ ଭାବପ୍ରବଣ ହେବାର ଫଟୋ ମଧ୍ୟ ପ୍ରକାଶ ପାଇଲା ।…

ବିଶ୍ୱକପ୍‌ ଟ୍ରଫି ଉପରେ ମିଚେଲ୍‌ ଗୋଡ଼ ରଖିବାକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୨୦ା୧୧: ବିଶ୍ୱକପ୍‌ ଟ୍ରଫି ଉପରେ ଦୁଇ ଗୋଡ଼ ରଖି ଅଷ୍ଟ୍ରେଲୀୟ କ୍ରିକେଟ୍‌ ଖେଳାଳି ମିଚେଲ୍‌ ମାର୍ସ ବସିଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ସେ ଟ୍ରୋଲ୍‌ ବା ସମାଲୋଚନାର ସରବ୍ୟ ହୋଇଛନ୍ତି । ଉକ୍ତ ଫଟୋକୁ ପ୍ରଥମେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମର ଅଧିନାୟକ…

ଶ୍ରୀଲଙ୍କାରୁ ୨୨ ଭାରତୀୟ ଧୀବର ସ୍ୱଦେଶ ଫେରିଲେ

ନୂଆଦିଲ୍ଲୀ: ଶ୍ରୀଲଙ୍କା ୨୨ ଜଣ ଭାରତୀୟ ଧୀବରଙ୍କୁ ମୁକ୍ତ କରିଛି, ଯେଉଁମାନେ ରବିବାର ପମ୍ବାନ ଦେଇ ନିଜ ଦେଶକୁ ଫେରିଛନ୍ତି । ସେମାନଙ୍କ ପରିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଇଛନ୍ତି, କାରଣ ତାଙ୍କ ଉଦ୍ୟମ ଦ୍ୱାରା ହିଁ ଭାରତୀୟଙ୍କ ମୁକ୍ତି ସମ୍ଭବ ହୋଇପାରିଛି । ଏଥି…

ଭାରତରେ ପ୍ରସ୍ତୁତ ହେବ ହାଲୁକା ଲଢୁଆ ବିମାନ ଇଞ୍ଜିନ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ବଡ଼ ନିଷ୍ପତ୍ତ ନିଆଯାଇଛି । ଭାରତରେ ହାଲୁକା ଲଢୁଆ ବିମାନର ଇଞ୍ଜିନ ପ୍ରସ୍ତୁତ ହେବାକୁ ଯାଉଛି । ଏଲ୍‌ସିଏ ମାର୍କ ୨ (ତେଜସ ଏମକେ ୨) ଏବଂ ସ୍ୱଦେଶୀ ଆଡଭାନ୍ସଡ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ (ଏଏମ୍‌ସିଏ)ର ପ୍ରଥମ…

‘ଦେଶ ଅର୍ଥନୀତି ଅଭିବୃଦ୍ଧିରେ ଷ୍ଟାର୍ଟଅପ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର, : ଦେଶର ଅର୍ଥନୀତି ଅଭିବୃଦ୍ଧିରେ ଷ୍ଟାର୍ଟଅପ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଏପରିକି ଭାରତକୁ ବିଶ୍ୱର ୩ୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାରେ ଷ୍ଟାର୍ଟଅପ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା…

ଜନ୍ମମାଟିରେ ମହାମହିମ

ଭୁବନେଶ୍ୱର,୨୦ା୧୧ : ଜନ୍ମ ମାଟିରେ ମହାମହିମ । ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ବାରିପଦା ପୋଲିସ ପଡ଼ିଆଠାରେ ପହଞ୍ଚିଥିଲେ । ବାରିପଦା ସହିଦ ଭବନଠାରେ ଅଖିଳ ଭାରତ ସାନ୍ତାଳି ଲେଖକ ସଂଘର ୩୬ତମ ବାର୍ଷିକୋତ୍ସବ…