Browsing Tag

#localnews

ଘୁମୁସର ଜିଲ୍ଲା ଦାବି ନେଇ ଗଣ ଧାରଣା ଜୋର ଧରିଲା

ଗତ କିଛି ବର୍ଷ ହେଲା ଘୁମୁସର ଜିଲ୍ଲା ଗଠନ ନେଇ ଭଞ୍ଜନଗର ଅଞ୍ଚଳ ର ବିଭିନ୍ନ ଅନୁଷ୍ଠାନ ମାନେ ବିଭିନ୍ନ ଉପାୟରେ ନିଜର ଦାବି ଉପସ୍ଥାପନ କରି ଆସୁଛନ୍ତି।ଏହି ସ୍ଥଳେ ସରକାର ଲୋକଙ୍କ ଦାବିକୁ ନଜର ଅନ୍ଦାଜ କରୁଛନ୍ତି।ଭଞ୍ଜନଗର ଘୁମୁସର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆଜି ଉପଜିଲ୍ଲାପାଳ ଙ୍କ…

ସମ୍ବଲପୁରୀ ଲୁକରେ ଓଡ଼ିଶା ଫୁଟବଲ କ୍ଲବ୍‌ ମହିଳା ଦଳ

ଭୁବନେଶ୍ୱର,୧୭ା୧୨ : ଫୁଟବଲ ଜର୍ସି ସହ ହସ୍ତତନ୍ତର ନିଆରା ସଂଯୋଗ। ଶୁଣିବାକୁ ଟ୍ରେଣ୍ଡି, ଆଉ ଟିକେ ନୂଆ ବି ଲାଗୁଥିବ। ଫୁଟବଲ ଓ ହସ୍ତତନ୍ତ କିଭଳି ସଂଯୋଗ ହୋଇପାରିଛନ୍ତି ତାହାକୁ ନେଇ ମନରେ ପ୍ରଶ୍ନ ବି ଆସୁଥିବ। ଏପରି ଏକ ପରିକଳ୍ପନା କରାଯାଇ ଓଡ଼ିଶା ଫୁଟବଲ୍‌ କ୍ଲବ ମହିଳା ଦଳ (ଓଏଫସି)କୁ…

୧୦ ଡିଗ୍ରୀ ତଳେ ୬ ସହର

ଭୁବନେଶ୍ୱର,୧୭ା୧୨ : ବିଳମ୍ବରେ ହେଉ ପଛେ, ସାରା ରାଜ୍ୟରେ ଶୀତର ପ୍ରକୋପ ଅନୁଭୂତ ହୋଇଛି। ସକାଳ ବେଳା ରାଜ୍ୟର ଅଧିକାଂଶ ଅଞ୍ଚଳରେ କୁହୁଡ଼ି ଅନୁଭୂତ ହେଉଥିବା ବେଳେ ସନ୍ଧ୍ୟା ବେଳେ ଭୀଷଣ ଜାଡ଼ ମାଡ଼ିଆସୁଛି। କୋହଲା ପବନ ସାଙ୍ଗକୁ ତାପମାତ୍ରାରେ ଅ•ନକ ହ୍ରାସ କାରଣରୁ ଶନିବାର ରାଜ୍ୟବାସୀ…

ଆସିକାରେ ୫-ଟି ଅଧ୍ୟକ୍ଷ : ବିଭିନ୍ନ ପ୍ରକଳ୍ପର ଘୋଷଣା

ଆସିକା,୧୭ା୧୨ : ଆସିକାର ମାଆ ଖମ୍ବେଶ୍ୱରୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ରୂପାନ୍ତରଣ ନେଇ ଶ୍ରଦ୍ଧାଳୁ ଓ ପୂଜକଙ୍କ ସହ ଆଲୋଚନା କରିଛନ୍ତି। ଖମ୍ବେଶ୍ୱରୀ ମନ୍ଦିରର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଏକ କୋଟି…

ଶ୍ରୀମନ୍ଦିରରେ କୁରାଳ ପଞ୍ଚମୀ ପର୍ବ ଆରମ୍ଭ

ପୁରୀ,୧୭ା୧୨ : ମାର୍ଗଶିର ଶୁକ୍ଳ ପଞ୍ଚମୀ ତିଥିରୁ ଆରମ୍ଭ ହୋଇଛି ୫ଦିନିଆ କୁରାଳ ପଞ୍ଚମୀ ପର୍ବ। ଶ୍ରୀକ୍ଷେତ୍ର ସମେତ ସମଗ୍ର ରାଜ୍ୟରେ କୁମ୍ଭକାରମାନଙ୍କ ଏହି ପବିତ୍ର କୁରାଳ ପଞ୍ଚମୀ ପର୍ବ ଶ୍ରଦ୍ଧା ଓ ଭକ୍ତି ଭାବନାର ସହ ପାଳନ କରାଯାଉଛି। ପାରମ୍ପରିକ ଭାବେ କୁମ୍ଭକାରମାନେ ସେମାନଙ୍କ ହାଣ୍ଡି…

ଉଜ୍ଜ୍ୱଳ ହେଉଛି ବିକାଶର ଆଲୋକ : ନବୀନ

କୋରାପୁଟ,୧୪ା୧୨ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା । ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍‌ ଚଳାଚଳର ସୁବିଧା କରାଯାଇଛି । ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍‌ •ଲିବ ।…

ଏକାମ୍ର ବିକାଶ ପାଇଁ ଖର୍ଚ୍ଚ ହେବ ୨ଶହ କୋଟି

ଭୁବନେଶ୍ୱର,୧୪ା୧୨ : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନମଣ୍ଡଳୀରେ ପ୍ରାୟ ୨ଶହ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିପାଇଁ ଲିଙ୍ଗିପୁର ପଞ୍ଚାୟତର ନାଥପୁର ଜାଡୁମଲ୍ଲୀ ମନ୍ଦିର ନିକଟରେ ଏକ ସାଧାରଣ ସଭାର ଆୟୋଜନ କରାଯାଉଛି ।…

୪ ସ୍ଥାନରେ ୧୦ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର,୧୩ା୧୨ : ଅଦିନିଆ ବର୍ଷା ଛାଡ଼ିବା ପରେ, ରାଜ୍ୟରେ ହଠାତ୍‌ ବଢ଼ିଲା ଶୀତ । କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ ତଳକୁ ଖସିବା ଫଳରେ ଏହା ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ସପ୍ତାହେ ଯାଏ ରାଜ୍ୟର…

ଓଡ଼ିଶାରେ ହିଣ୍ଡାଲକୋ କରିବ ବ୍ୟାଟେରୀ କାରଖାନା; ୮୦୦ କୋଟି ଟଙ୍କା ନିବେଶ ଯୋଜନା

ଭୁବନେଶ୍ୱର, : ବିଶ୍ୱର ସର୍ବବୃହତ ଆଲୁମିନିୟମ ରୋଲିଂ ଏବଂ ରିସାଇକ୍ଲିଂ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଫାଇନ- କ୍ୱାଲିଟି ଆଲୁମିନିୟମ ଫଏଲ ନିର୍ମାଣ କ୍ଷେତ୍ରରେ ଏହାର ସାମର୍ଥ୍ୟକୁ ଉଲ୍ଲେଖନୀୟ ଭାବରେ ପରିବର୍ଦ୍ଧିତ କରିବାକୁ ଯୋଜନା ରଖିଛି, ଯାହା ଇଲେକଟ୍ରିନ ଯାନ (ଇଭି) ଏବଂ ଶକ୍ତି…

ଧାରା ୩୭୦ ରଦ୍ଦ ସଂପୂର୍ଣ୍ଣ ଠିକ୍‌ : ସୁପ୍ରିମକୋଟ

ନୂଆଦିଲ୍ଲୀ ,୧୧ା୧୨: ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସୁପ୍ରିମକୋର୍ଟରେ ଚାଲିଥିବା ଆଇନଗତ ଲଢେ଼ଇରେ ଆସିଛି ଚୂଡ଼ାନ୍ତ ରାୟ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିବା ସହ ସୁପ୍ରିମକୋର୍ଟ ଧାରା ୩୭୦ ଉଚ୍ଛେଦକୁ ବୈଧ ବୋଲି ଘୋଷଣା କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର…