Browsing Tag

#mahanadi

ମହାନଦୀରେ ଗାଧୋଇବା ବେଳେ ବୁଡିଗଲେ ତିନି ଯୁବକ

ଡୁମାଣୀ ଟିଭି,୧୦/୪:କଟକ ଯୋବ୍ରା ନିକଟ ମହାନଦୀରେ ବଡ ଧରଣର ଅଘଟଣ ଘଟିଛି। ଗାଧୋଇବା ବେଳେ ନଦୀରେ ବୁଡିଗଲେ ତିନି ଯୁବକ । ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଏବେ ବି ଦୁଇ ଜଣ ନିଖୋଜ ଅଛନ୍ତି। ତିନି ଜଣ ଯୁବକ ଯୋବ୍ରା ଆନିକଟ ନିକଟରେ ଗାଧୋଉଥିଲେ। ତେବେ ହଠାତ ତିନି…