Browsing Tag

#ODISHA

ଗଛ କଟା ଅଭିଯୋଗରେ ୬ ଗିରଫ

ରାଇଘର, : ନୀଳଗିରି ଜଙ୍ଗଲରୁ ୪୦ ବର୍ଷ ପୁରୁଣା ଗଛ କାଟାକୁ ନେଇ ଅଡୁଆରେ ବନ ସଂରକ୍ଷଣ ସମିତି ଓ ବନ ବିଭାଗ । ବନ ବିଭାଗ ପକ୍ଷରୁ ୬ ସଦସ୍ୟ ଗିରଫ୍‌ । ପୁର୍ବତନ ବିଧାୟକ ଏବଂ ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ସଂଗିନ୍‌ ଅଭିଯୋଗ । ଲକ୍ଷାଧିକ ଟଙ୍କା ନେଇ ସହଯୋଗ କରିଥିବା ଅଭିଯୋଗ କଲା ବନ…

ଖୁବ୍‌ଶୀଘ୍ର ପାଣ୍ଡିଆନଙ୍କୁ ମିଳିବ ବଡ଼ ଦାୟିତ୍ୱ!

ଭୁବନେଶ୍ୱର,୧୦ା୧୧ : ଏବେ କିଛି ଦିନ ହେଲା ନବୀନ ନିବାସରେ ଲାଗୁଛି ଭିଡ଼ । ରାଜନୈତିକ ଦଳର ନେତା ହୁଅନ୍ତୁ କି ଅଣରାଜନୈତିକ ବ୍ୟକ୍ତିବିଶେଷ କିମ୍ବା ସରକାରୀ କର୍ମଚାରୀ ହୁଅନ୍ତୁ କି ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଏବେ ସମସ୍ତେ ପହଞ୍ଚୁଛନ୍ତି ନବୀନ ନିବାସରେ । ୫-ଟି ଓ ନବୀନ ଓଡ଼ିଶା…

ଏଣିକି ଓଡ଼ିଶା ହେବ ସେମିକଣ୍ଡକ୍ଟର ହବ୍‌

ଭୁବନେଶ୍ୱର,୧୦ା୧୧: ବିଶ୍ୱର ସୂଚନା ଓ ପ୍ରଯୁକ୍ତି ବିଦ୍ୟାର କେନ୍ଦ୍ରସ୍ଥଳ କୁହାଯାଉଥିବା ସିଲିକନ୍‌ ଭ୍ୟାଲି ଓଡ଼ିଶାରେ ପ୍ରତିବିମ୍ବିତ ହେବ । ସିଲିକନ୍‌ ଭ୍ୟାଲି ଢ଼ାଞ୍ଚାରେ ଓଡ଼ିଶାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ବିକଶିତ କରାଯିବ । ଏଥିପାଇଁ ରାଜ୍ୟ ସରକାର ଯେଉଁ ନକ୍ସା ପ୍ରସ୍ତୁତ…

ଗାଁ ଗାଁରେ ବିକାଶର ପଦଧ୍ୱନୀ

ଭୁବନେଶ୍ୱର,୧୦ା୧୧: ସବୁ ପଞ୍ଚାୟତରେ ପହଞ୍ଚିଲା ଆମ ଓଡିଶା ନବୀନ ଓଡିଶା । ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ୱକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ, ଏକ ମାସ ସମୟସୀମା ମଧ୍ୟରେ ମାତ୍ର ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଛି ଏହି…

୨୭ରେ ପାରାଦୀପ ଆସିବେ ରାଷ୍ଟ୍ରପତି ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ୱର,୯ା୧୧: ଆସନ୍ତା ୨୭ ତାରିଖରେ ପାରାଦୀପ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ପାରାଦୀପ ବନ୍ଦର ପକ୍ଷରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏଥିରେ ଯୋଗ ଦେବା ପାଇଁ ଓଡ଼ିଶା ଆସୁଥିବା ରାଷ୍ଟ୍ରପତି ଭବନ ପକ୍ଷରୁ…

ପୁଞ୍ଜି ନିବେଶ କରିବା ପାଇଁ ଉଦ୍ୟୋଗୀଙ୍କୁ ଆହ୍ୱାନ

ଭୁବନେଶ୍ୱର,: ଇସ୍ପାତ କ୍ଷେତ୍ରର ଆନୁଷଙ୍ଗିକ ଶିଳ୍ପରେ ନିବେଶ ଲାଗି ରହିଥିବା ସୁଯୋଗ ବିଷୟରେ ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କୁ ଅବଗତ କରାଇବା ଲାଗି ଇପିକଲ୍‌ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଟାଟା ଷ୍ଟିଲ୍‌ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ…

ପ୍ରଶାସନ ଶୁଣିଲାନି: ରାସ୍ତା ମରାମତି କଲେ ଯୁବଗୋଷ୍ଠୀ

ନୁଆପଡା, : ରାସ୍ତା ମରାମତି ପାଇଁ ପ୍ରଶାସନକୁ ଅନେକ ଥର ଗୁହାରୀ କଲେ, ହେଲେ କେବେ ପ୍ରଶାସନ ଶୁଣିଲାନି । ଶେଷରେ ପ୍ରଶାସନକୁ ଚାଲେଞ୍ଜ କରି ଗାଁର ଯୁବଗୋଷ୍ଠୀ ଶ୍ରମଦାନ କରି ନିଜ ଗାଁର ରାସ୍ତା ମରାମତି କରି ଉଦାହରଣ ସୃଷ୍ଟି କଲେ । ଆମେ କହୁଛୁ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଡୁମେର ବାହାଲ…

ମିଲେଟ ମିଶନରେ ଭଲ ପ୍ରଦର୍ଶନ ପାଇଁ ରାୟଗଡ ପୁରସ୍କୃତ

ରାୟଗଡ,: ରାୟଗଡା ଜିଲ୍ଲାରେ ମିଲେଟ ମିଶନ ଅଧୀନରେ ମାଣ୍ଡିଆ ଚାଷ କ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ଆଜି ରାୟଗଡା ଜିଲ୍ଲା ପୁରସ୍କୃତ ହୋଇଛି । ଜିଲ୍ଲାରେ ମାଣ୍ଡିଆ ଚାଷ ପାଇଁ କୃଷି ବିଭାଗ ତରଫରୁ ଚାଷୀ ମାନଙ୍କୁ ପ୍ରତ୍ସାହିତ କରିବା, ଯନ୍ତ୍ରପାତି ଯୋଗାଇବା ସହିତ ଉତ୍ପଦାନ ବଢ଼ାଇବାରେ ସହାୟକ…

ନନ୍ଦନକାନନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ

ବାରଙ୍ଗ,: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ । ଇସ୍ରାଏଲରୁ ଆସିଥିବା ସିଂହୀ ବିନିର ମୃତ୍ୟୁ ହୋଇଛି । ଗତ ୫ଦିନ ଧରି ଅସୁସ୍ଥ ରହିଥିଲା ବିନି । ଏମିତିକି ୩ଟି ଡାକ୍ତରୀଟିମ୍‌ ମଧ୍ୟ ବିନିର ଚିକିତ୍ସା କରୁଥିଲେ । ତେବେ ଗୁରୁବାର ତା'ର ମୃତ୍ୟୁ ହୋଇଛି । ଏହାପୂର୍ବରୁ…

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବିରେ କଂଗ୍ରେସର ସତ୍ୟାଗ୍ରହ

ପୁରୀ,: ଭକ୍ତଙ୍କ ପ୍ରବେଶ ଲାଗି ଶ୍ରୀମନ୍ଦିର •ରିଦ୍ୱାର ଖୋଲିବା ଦାବିରେ କଂଗ୍ରେସ ପକ୍ଷରୁ କରାଯାଇଛି ସଂକୀର୍ତ୍ତନ ସତ୍ୟାଗ୍ରହ । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଶ୍ରୀମନ୍ଦିର ସମ୍ମୁଖରେ ଦଳର ବହୁ…