Browsing Tag

#ODISHA

ଜାତୀୟ କ୍ରୀଡ଼ା: ସ୍ୱସ୍ତିଙ୍କ ସ୍ୱର୍ଣ୍ଣ ସହ ଓଡ଼ିଶାର ଅର୍ଦ୍ଧଶତକ

ପାଣାଜୀ, ୯ା୧୧: ଗୋଆରେ •ଲିଥିବା ଜାତୀୟ କ୍ରୀଡ଼ାର ଦ୍ୱିତୀୟ ଶେଷ ଦିବସରେ ଓଡ଼ିଶାକୁ ମୋଟ ୮ ପଦକ ମିଳିଛି । ସାଇକ୍ଲିଂରୁ ଅନ୍ତର୍ଜାତୀୟ-ଅଭିଜ୍ଞ ସ୍ୱସ୍ତି ସିଂହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଖୋ ଖୋ ଦଳ ରୌପ୍ୟ ପଦକ ପାଇଛନ୍ତି । ସେହିଭଳି ସ୍କ୍ୱାଏ…

ରାସ୍ତା ପାଶ୍ୱର୍ରୁ ମାଟି ଖୋଳା ଯାଇ ସଡକ ନିର୍ମାଣ ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ!

ନାଉଗାଁ, : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଶିଖର-ତିରୁଣା ରାସ୍ତା ସଂପ୍ରସାରଣ ଓ ପୁନଃ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜାନରେ ୩ କିମି ୭ ଶହ ମିଟର ରାସ୍ତା କାର୍ଯ୍ୟ…

ସମ୍ବଲପୁରରେ ୫-ଟି ଅଧ୍ୟକ୍ଷ ସମଲେଇ ମନ୍ଦିର ପ୍ରକଳ୍ପର ସମୀକ୍ଷା

ଭୁବନେଶ୍ୱର,୯ା୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଆଜି ସକାଳେ ସମ୍ବଲପୁରରେ ସମଲେଇ ପ୍ରକଳ୍ପର ସମୀକ୍ଷା କରି ଅଧିକ ମେସିନ ଓ ଲୋକ ବ୍ୟବହାର କରି କାମ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମେ ସେ ମା' ସମଲେଇଙ୍କ…

ବିଶ୍ୱସ୍ତରରେ ପହଞ୍ଚିବ ମିଲେଟ ମିଶନ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୧୧: ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍‌ ସମ୍ମିଳନୀ । ଜନତା ମଇଦାନରେ ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁଗଯୁଗରୁ ପୁଷ୍ଟିଶସ୍ୟ ବା ମିଲେଟ୍‌ ଆମ ଖାଦ୍ୟପେୟର ଏକ ବିଶେଷ ଅଂଶ ହୋଇ ରହିଆସିଛି । ଓଡ଼ିଶାରେ…

ବଂଶଧାରାରେ ଲୀନ ହେବ କାଶୀନଗର ସହର

ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଓ ଏନଏସିକୁ ନେଇ କାଶୀନଗର ସହର ଗଠିତ ହୋଇଛି । କାଶୀନଗର ସହର ପାଶ୍ୱର୍ରେ ବଂଶଧାରା ନଦୀ ପ୍ରବାହିତ ହେଉଛି । ହେଲେ ଆସ୍ତେ ଆସ୍ତେ ଏହି ନଦୀ କାଶୀନଗର ପାଇଁ ଦୁଃଖ ପାଲଟି ଯାଇଛି । ଲଗାତାର ବର୍ଷା ଯୋଗୁ ବିଭିନ୍ନ ସମୟରେ ବଂଶଧାରା ନଦୀର ଗତିପଥ…

ମାହାଙ୍ଗା ବିଜେଡି ପକ୍ଷରୁ ଜୋନସ୍ତରୀୟ ପ୍ରଶିକ୍ଷଣ ଶିବିର

ମାହାଙ୍ଗା,: ରାଜ୍ୟ ନବୀନ ସରକାରଙ୍କ ପ୍ରତିଟି ଜନକଲ୍ୟାଣ ଯୋଜନାକୁ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଘରେ ଘରେ ପହଞ୍ଚାଇବା ଦିଗରେ ସଦା ସର୍ବଦା ଅହରହ କାର୍ଯ୍ୟକରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳର ବହୁ ବିକାଶମୂଳକ ଯୋଜନାକୁ ସୁଚାରୁ ରୁପେ ଦୀର୍ଘ…

ରାଜ୍ୟ ଶ୍ରମ ସଂସ୍ଥାନରେ ପ୍ରାଥମିକ ଆଶୁ ଚିକିତ୍ସା

ଭୁବନେଶ୍ୱର, : ରାଜ୍ୟ ଶ୍ରମ ସଂସ୍ଥାନ ଆନୁକୂଲ୍ୟରେ ସଂସ୍ଥାନର ସମ୍ମିଳନୀ କକ୍ଷରେ ଗତ ନଭେମ୍ବର ୭ ତାରିଖରେ ଉଦ୍‌ଘାଟିତ ହୋଇଥିବା ପ୍ରାଥମିକ ଆଶୁ ଚିକିତ୍ସା, "ମୋ ସରକାର’ ଏବଂ ‘୫-ଟି’ ଶୀର୍ଷକ ବିଷୟ ଉପରେ ଦୁଇଦିନିଆ କର୍ମଶାଳାର ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଆଜିର ଉଦ୍‌ଯାପନୀ ଉତ୍ସବରେ…

ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ମଞ୍ଜୁର

ଭୁବନେଶ୍ୱର, : ମହିଳା ସାମ୍ୱାଦିକ ଦେବସ୍ମିତା ରାଉତଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଥିବା ପ୍ରଯୋଜକ ଟୁଟୁ ନାୟକଙ୍କୁ ଜାମିନ ମିଳିଲା । ଗତ ଶୁକ୍ରବାରଠୁ ଗିରଫ ହୋଇ ଜେଲରେ ଥିବା ଟୁଟୁ ନାୟକଙ୍କୁ ଜାମିନ ପ୍ରଦାନ କରିଛନ୍ତି ଏସ୍‌ଡିଜେଏମ୍‌ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ଟୁଟୁ…

ବୃଦ୍ଧି ପାଇଲା ବିଜେଡିର ଶକ୍ତି : ରାଇସେନ୍ ମୁର୍ମୁ ଧରିଲେ ଶଙ୍ଖ

ଭୁବନେଶ୍ୱର,: ବିଜେଡିରେ ଯୋଗ ଦେଲେ ରାଇସେନ ମୁର୍ମୁ । ୧୪ ବର୍ଷ •କିରି ଥିଲେ ମଧ୍ୟ ପୋଲିସ ଡିଏସପି ପାହ୍ୟାରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି । ରାଜ୍ୟସଭା ସାଂସଦ ତଥା ବିଜେଡି…

ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ

ଭୁବନେଶ୍ୱର,: ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂହ । ବାରସ୍ପତି ପ୍ରମିଳା ମଲ୍ଲିକଙ୍କୁ ପଠାଇଲେ ନିଜର ଇସ୍ତଫା ପତ୍ର । ଲଗାତାର ୪ ଥର ବିଧାୟକ ଥିଲେ ରଜନୀକାନ୍ତ । ଅନୁଗୁଳ ବିଧାନସଭା ଆସନରୁ ୪ ଥର ବିଧାୟକ ହୋଇଥିବା ଶ୍ରୀ ସିଂହ ୨୦୧୯ ଜୁନ୍‌ ମାସରୁ…