Browsing Tag

#ODISHA

କାନ କାଟି ନେଉଛନ୍ତି ଋଷର ଏହି ଭୟଙ୍କର ସେନା

ଚାଲିଛି ଆକ୍ରମଣ ଓ ପ୍ରତି ଆକ୍ରମଣ । ଦୁଇ ଦେଶ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ସହ କେହିବି ହାର ମାନିବାକୁ ନାରାଜ । କେହି ବି ଅସ୍ତ୍ର ଛାଡିବାକୁ ନାରାଜ । ଏ ଯୁଦ୍ଧ ଏଭଳି ଚାଲିଛି ଯେ ଦୁଇ ଦେଶର ବର୍ବାଦୀ ଭଲଭାବରେ ନଜର ଆସୁଛି । ଏଯାଏଁ କୌଣସି ନିଷ୍କର୍ସ ସାମନାକୁ ଆସୁନି । ଏହା ଭିତରେ…

୧୯୯୯ ବିମାନ ଅପହରଣ ଘଟଣାରେ ସଂପୃକ୍ତ ମୁସ୍ତାକ ଅହମ୍ମଦ ଜରଗର ଆତଙ୍କବାଦୀ ଘୋଷିତକଲା ଗୃହ ମନ୍ତ୍ରଣାଳୟ

ଡୁମାଣୀ ଟିଭି,୧୪/୪:ମୁସ୍ତାକ ଅହମ୍ମଦ ଜରଗରକୁ ଆତଙ୍କବାଦୀ ଘୋଷଣା କରିଛି ଗୃହ ମନ୍ତ୍ରଣାଳୟ । ମୁସ୍ତାକ ଅଲ୍-ଉମର-ମୁଜାହିଦ୍ଦିନର ପ୍ରତିଷ୍ଠାତା ଏବଂ ଚିଫ୍ କମାଣ୍ଡର ଅଛି । ଗୃହ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେବା ସହ ମୁସ୍ତାକ ଅହମ୍ମଦ ଜରଗରଙ୍କୁ ଆତଙ୍କବାଦୀ ଘୋଷଣା କରିଛି । ଜରଗରକୁ…

୧୦ରୁ ୧୫ ବର୍ଷରେ ଗଠନ ହେବ ଅଖଣ୍ଡ ଭାରତ, ଯିଏ ରାସ୍ତାରେ ଆସିବ ମାଟିରେ ମିଶିଯିବ

ଡୁମାଣୀ ଟିଭି,୧୪/୪:ସନାତନ ଧର୍ମ ହିଁ ହିନ୍ଦୁ ରାଷ୍ଟ୍ର । ୨୦ରୁ ୨୫ ବର୍ଷ ଭିତରେ ଅଖଣ୍ଡ ଭାରତ ପ୍ରତିଷ୍ଠା ହେବ । କିନ୍ତୁ ଅଳ୍ପ ପ୍ରୟାସ କଲେ ସ୍ୱାମୀ ବିବେକାନନ୍ଦ ଓ ମହର୍ଷି ଦୟାନନ୍ଦଙ୍କ ଅଖଣ୍ଡ ଭାରତ ସ୍ୱପ୍ନ ୧୦ରୁ ୧୫ ବର୍ଷ ମଧ୍ୟରେ ହୋଇପାରିବ । ଏହାକୁ କେହି ରୋକିବା ପାଇଁ ନାହାଁନ୍ତି ।…

ଋଷକୁ ବଡ ଝଟ୍‌କା, ବ୍ଲାକ୍ ସିରେ ଧ୍ୱଂସ ହୋଇଗଲା ଯୁଦ୍ଧ ଜାହାଜ

ଡୁମାଣୀ ଟିଭି,୧୪/୪:ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଋଷକୁ ଏକ ବଡ ଝଟକା ଲାଗିଛି । ବ୍ଲାକ ସି ବା କୃଷ୍ଣ ସାଗରରେ ଋଷର ଏକ ମିସାଇଲ କ୍ରୁଜର ଧ୍ୱଂସ ହୋଇଯାଇଛି । ତେବେ ଆଉ ଏକ ମିସାଇଲ କ୍ରୁଜର ମୋସ୍କଭାକୁ ଋଷ ସୈନ୍ୟ ସୁରକ୍ଷିତ ବାହାର କରିଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା…

ପବିତ୍ର ହନୁମାନ ଜୟନ୍ତ୍ରୀ ସହ ଓଡ଼ିଆ ନବବର୍ଷ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଦ୍ବାରା…

ଡୁମାଣୀ ଟିଭି,୧୪/୪:ଆଜି ପବିତ୍ର ହନୁମାନ ଜୟନ୍ତ୍ରୀ ସହ ଓଡ଼ିଆ ନବବର୍ଷ। ଅନ୍ୟପଟ ଗଂଜାମ ଜିଲ୍ଲାରେ ଚାଲିଥିବା ଦଣ୍ଡ ଯାତ୍ରାର ଆଜି ହେଉଛି ଉଦ୍‌ଯାପନି ଦିବସ। ସେହିପରି ଆଜିର ଦିବସକୁ ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଏ। ଏଥିପାଇଁ ହନୁମାନ ମନ୍ଦିର ଗୁଡ଼ିକରେ ସକାଳ…

ମହାବିଷୁବ ସଂକ୍ରାନ୍ତି ଓ ନବବର୍ଷ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଡୁମାଣୀ ଟିଭି,୧୪/୪:ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ। ମହାବିଷୁବ ପଣା ସଂକ୍ରାନ୍ତି, ଓଡ଼ିଆ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।…

ବୁଚାରେ ପୁଣି ରୁଷର ବର୍ବରତା ୭୨୦ରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ମାରିଦେଲା ମସ୍କୋ ସେନା

ଡୁମାଣୀ ଟିଭି,୧୩/୪:ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଲଗାତାର ସାଧାରଣ ନାଗରିକମାନେ ମୃତ୍ୟୁର ଶିକାର ହେଉଛନ୍ତି। ବୁଚା ନରସଂହାର ପରେ ହୋଇଥିବା ଆଲୋଚନା ସତ୍ତ୍ୱେ ରୁଷ ସୈନ୍ୟ ସୁଧୁରୁ ନାହାନ୍ତି। ଏବେ ସେମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି। ୟୁକ୍ରେନର ଇଣ୍ଟେରିୟର…

ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ

ଡୁମାଣୀ ଟିଭି,୧୩/୪:ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ବର । ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହୋଇଥିଲା । ଏଭିତରେ ଅନେକ ବଦଳିଛି ଭୁବନେଶ୍ବର । ବିକାଶ ବହୁତ ଆଗକୁ ଯାଇଛି । ତଥାପି…

ଦିଲ୍ଲୀରେ ୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ତାତି

ଡୁମାଣୀ ଟିଭି,୧୨/୪:ଗତ ୫୦ ଦିନ ହେଲା ବର୍ଷା ଛାଡିଯିବା ରାଜଧାନୀ ଦିଲ୍ଲୀରେ ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି ଗ୍ରୀଷ୍ଣ। ଏହା କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ଡିଜିଏମ ଆର.କେ. ଜେନାମଣି । ଭୀଷଣ ଗ୍ରୀଷ୍ମରେ ଆଉଟୁପାଉଟୁ ହେଉଥିବା ରାଜ୍ୟଙ୍କ ଲାଗି ମଙ୍ଗଳବାର ଦିନଟି…

ଲୋକସେବା ଭବନରୁ ଉଠିଲା କରୋନା କଟକଣା, ଏପ୍ରିଲ ୧୮ରୁ ସାମ୍ୱାଦିକଙ୍କ ପ୍ରବେଶକୁ ଅନୁମତି

ଡୁମାଣୀ ଟିଭି,୧୨/୪:ବହୁ ବିବାଦ ପରେ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। କରୋନା ଯୋଗୁଁ ଲୋକସେବା ଭବନରେ ପ୍ରବେଶ ଉପରେ ଲାଗୁ କଟକଣାକୁ ହଟାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏ ନେଇ ଗୃହ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଏହା ସହିତ ଖାରବେଳ ଭବନ…