Browsing Tag

#ODISHA

ରାଜଧାନୀରେ ପୁଣି ଆତରଙ୍କରାଜ ଦୋକାନ ବନ୍ଦ କରି ଫେରୁଥିବା ବେଳେ ଆକ୍ରମଣ

ଡୁମାଣୀ ଟିଭି,୧୨/୪:ରାଜଧାନୀରେ ପୁଣି ଆତରଙ୍କରାଜ । ବ୍ୟବସାୟୀଙ୍କୁ ମାରଣାନ୍ତକ ଆକ୍ରମଣ କରି ଲୁଟି ନେଲେ ଟଙ୍କା । ଭୁବନେଶ୍ୱରର ସୁନ୍ଦରପଦାରେ ଅଞ୍ଚଳରେ ଘଟିଛି ଏହି ଘଟଣା । ଏଥିରେ ଆହତ ବ୍ୟକ୍ତି ହେଲେ ଉଦ୍ୟାନ ଫ୍ରେସର ମ୍ୟାନେଜର ନିରଞ୍ଜନ ସାହୁ । ଏନେଇ ଏୟାରଫିଲଡ ଥାନାରେ ଅଭିଯୋଗ ପରେ…

ରୋପ୍‌ ୱେ ଦୁର୍ଘଟଣା: ୪୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର ହେଲେ ୪୭

ଡୁମାଣୀ ଟିଭି,୧୨/୪:ଝାରଖଣ୍ଡର ଦେଓଘର ତ୍ରିକୁଟ ପାହାଡ ଉପରେ ହୋଇଥିବା ରୋପ୍‌ ୱେ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଦୀର୍ଘ ୪୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ୪୭ ଜଣ ଲୋକଙ୍କ ଜୀବନ ରକ୍ଷା କରାଯାଇଛି। ଅଧିକ ଉଚ୍ଚ ଏବଂ ଦୁର୍ଗମ ଅଞ୍ଚଳ ଯୋଗୁଁ ଉଦ୍ଧା କାର୍ଯ୍ୟରେ ଅନେକ ଅସୁବିଧା…

ରେକର୍ଡ କଲା ‘ଚିନୁକ୍’ ହେଲିକାପ୍ଟର ଉଡିଲା ୧୯୧୦କିଲୋମିଟର

ଡୁମାଣୀ ଟିଭି,୧୨/୪:ଭାରତୀୟ ବାୟୁସେନାର ଚିନୁକ ହେଲିକପ୍ଟର କଲା ରେକର୍ଡ । ଚଣ୍ଡିଗଡରୁ ଆସାମର ଜୋରହାଟ ପର୍ଯ୍ୟନ୍ତ ସାଢେ ୭ ଘଣ୍ଟା ବିନା ବ୍ରେକ୍ ରେ ଉଡିଲା । ଏପର୍ଯ୍ୟନ୍ତର ଏହା ନରହି ସବୁଠୁ ଦୀର୍ଘ ସମୟ ଉଡାଣ । ଏ ନେଇ ଡିଫେନ୍ସ ଅଫିସର ସୂଚନା ଦେଇଛନ୍ତି । ସେ କହିଛନ୍ତି ଏହି ସମୟରେ…

ଶାହବାଜ ସରିଫଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

ଡୁମାଣୀ ଟିଭି,୧୨/୪:ପାକିସ୍ତାନରେ ବଦଳିଛି ସରକାର । ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଶାହବାଜ ସରିଫ । ତେବେ ପାକ୍‌ର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ଙ୍କୁ ଟୁଇଟ୍ କରି ବଧାଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଆତଙ୍କବାଦ ପ୍ରସଙ୍ଗରେ ଉପଦେଶ ବି…

ଝାଡ଼ଖଣ୍ଡରେ ରୋପ୍‌ୱେ ଟ୍ରାଜେଡି ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଡୁମାଣୀ ଟିଭି,୧୨/୪:ଝାଡ଼ଖଣ୍ଡ ଦେଓଘର ରୋପ୍‌ୱେ ଦୁର୍ଘଟଣାରେ ସରୁନି ଉଦ୍ଧାର କାର୍ଯ୍ୟ । ମଝି ଆକାଶରେ ଫସି ରହିଛନ୍ତି ଲୋକେ। ଏପର୍ଯ୍ୟନ୍ତ ୩୮ ଜଣ ଉଦ୍ଧାର ହୋଇଥିବା ବେଳେ ୧୦ ଜଣ ଫସି ରହିଛନ୍ତି । ଆଜି ୫ଜଣ ବୟସ୍କ ବ୍ୟକ୍ତିଙ୍କ ସହ ଜଣେ ଶିଶୁକୁ ଉଦ୍ଧାର କରାଯାଇଛି। ଉଦ୍ଧାର ସମୟରେ ତଳକୁ…

ଆଜି ଭାରତ-ଆମେରିକା ୨ + ୨ ମନ୍ତ୍ରୀସ୍ତରୀୟ ଆଲୋଚନା

ଡୁମାଣୀ ଟିଭି,୧୨/୪:ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଜେ ଅଷ୍ଟିନ ତୃତୀୟ ଦିନ ଭାରତ-ଆମେରିକା ୨ + ୨ ମନ୍ତ୍ରୀସ୍ତରୀୟ ଆଲୋଚନା ପୂର୍ବରୁ ପେଣ୍ଟାଗନରେ ପ୍ରତିନିଧୀସ୍ତରୀୟ ଆଲୋଚନା କରିଛନ୍ତି । ଆମେରିକାର ପାଞ୍ଚ ଦିନିଆ ଗସ୍ତରେ ଥିବା ରାଜନାଥ…

ଆକାଶରେ ଉଡିବ ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ବିମାନ ‘ଡୋର୍ନିୟର’

ଡୁମାଣୀ ଟିଭି,୧୨/୪:ଭାରତରେ ନିର୍ମିତ ପ୍ରଥମ ଡୋର୍ନିୟର-୨୨୮ ବିମାନ ଆଲାୟନ୍ସ ଏୟାରରେ ସାମିଲ ହୋଇଛି । ଏହି ବିମାନ ଏକାଥରକେ ୧୭ ଯାତ୍ରୀଙ୍କୁ ଧରି ଉଡାଣ ଭରିପାରିବ । ଏହାସହ ଏହା ଉଭୟ ଦିନ ଓ ରାତିରେ ଉଡାଣ ଭରିପାରିବ ବୋଲି କୁହାଯାଉଛି । ଡୋର୍ନିୟର-୨୨୮ ପୂର୍ବୋତ୍ତର ରାଜ୍ୟରେ ଯୋଗାଯୋଗକୁ…

ପାରାଦୀପରେ JSW ଉତ୍କଳ ଷ୍ଟିଲ୍‌ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ

ଡୁମାଣୀ ଟିଭି,୧୨/୪:ପାରାଦୀପରେ ଇସ୍ପାତ ପ୍ରକଳ୍ପ ପାଇଁ ବାଟ ଫିଟିଲା । JSW ଉତ୍କଳ ଷ୍ଟିଲ୍‌ ଲିମିଟେଡ୍‌କୁ ପରିବେଶ ମଞ୍ଜୁରୀ ମିଳିଛି । ଓଡ଼ିଶା ହେବ ଦେଶର ଇସ୍ପାତ ଉତ୍ପାଦନ କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଦେଶର ଇସ୍ପାତ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି…

ପୁଣି ଥରେ ନିର୍ବାଚନ ପାଇଁ ସକ୍ରିୟ ଅଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ

ଡୁମାଣୀ ଟିଭି,୧୨/୪:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ହାତରୁ କମାଣ୍ଡ ଖସିବା ପରେ ବି ନିଶ୍ଚିତରେ ବସୁନାହାଁନ୍ତି । ହାତରେ ଶାସନ ଭାର ନଥାଇ ବେ ସେ ରାଜନୀତିରେ ବେଶ ସକ୍ରିୟ ଅଛନ୍ତି । ଏବେ ସେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏବେ ଦାବି କରିଛନ୍ତି ଶୀଘ୍ର…

କୋର୍ଟରେ ହାଜର ହେଲେ ଡିବ୍ରଦର୍ସ

ଡୁମାଣୀ ଟିଭି,୧୨/୪:କୋର୍ଟରେ ହାଜର ହେଲେ ଡିବ୍ରଦର୍ସ । କଟକ ଜିଲ୍ଲା କୋର୍ଟରେ ହାଜର ହେଲେ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ । ଦୀପୁ ମଲ୍ଲିକ ଏବଂ ଓମ୍ ସ୍ବାଇଁ ହତ୍ୟା ଘଟଣାରେ ସାକ୍ଷ୍ୟ ଗ୍ରହଣ ପାଇଁ ଦୁଇ ଭାଇଙ୍କୁ କୋର୍ଟ ହାଜର କରିଛି ପୋଲିସ । ଖବର ଅନୁଯାୟୀ, ୨୦୧୩ମସିହା ନଭେମ୍ବର ମାସରେ…