Browsing Tag

#ODISHA

ମାଲକାନଗିରିରେ ପୁଣି ବଢିଲା ତୈଳ ଦର ପେଟ୍ରୋଲ ଲିଟର ପିଛା ୪୩ ପଇସା ବୃଦ୍ଧି ପାଇ ଆଜି ଏହା ୧୧୬.୩୩ ଟଙ୍କା

ଡୁମାଣୀ ଟିଭି ୪/୪ : ଆଜି ପୁଣି ବଢିଲା ତୈଳ ଦର । ରାଜ୍ୟର ମାଲକାନଗିରି ଜିଲ୍ଲାରେ ସର୍ବାଧିକ ରହିଛି ପେଟ୍ରୋଲ ଓ ଡିଜେଲ ଦର । ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୪୩ ପଇସା ବୃଦ୍ଧି ପାଇ ଆଜି ଏହା ୧୧୬.୩୩ ଟଙ୍କାରେ ପହଞ୍ଚିଛି । ସେହିଭଳି ଡିଜେଲ ଦର ଲିଟର ପିଛା ୪୨ ପଇସା ବୃଦ୍ଧି…

କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ ? ନିରଞ୍ଜନଙ୍କୁ ହଟାଇବା ପାଇଁ ଚାଲିଛି ଅଭିଯାନ

ଡୁମାଣୀ ଟିଭି,୪/୪ : ନିକଟରେ ସମାପ୍ତ ହୋଇଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ଦେଶର ସର୍ବପୂରାତନ ଦଳ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନିମ୍ନମାନର ରହିଥିଲା । ତେଣୁ ହାଇକମାଣ୍ଡ ଉକ୍ତ ପାଞ୍ଚଟି ରାଜ୍ୟର ମୁଖିଆଙ୍କୁ ଇସ୍ତଫା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାମଧ୍ୟରେ ଓଡ଼ିଶା…

ଜଗାର ଚୁଲି କିଏ ଭାଙ୍ଗିଛି ତାକୁ ନେଇ ଚାଲିଛି ତଦନ୍ତ

ଡୁମାଣୀ ଟିଭି ୪/୪ : ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣା । ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ସୁରକ୍ଷା ପ୍ରଶାସକଙ୍କ ଦ୍ୱାରା ଆରମ୍ଭ ହୋଇଛି ତଦନ୍ତ । ପ୍ରାଥମିକ ପର୍ଯ୍ୟାୟରେ ରୋଷଘର ସହ ସଂପୃକ୍ତ ଥିବା ୪ଜଣ ପ୍ରମୁଖ ସେବକଙ୍କୁ ପଚରାଉଚରା କରାଯାଇଛି ।…

କିଏ ହେବ ଆଗାମୀ ରାଷ୍ଟ୍ରପତି ଓଡିଆ ପୁଅ ବିଶ୍ୱଭୂଷଣ ହରଚନ୍ଦନଙ୍କୁ ନେଇ ଚର୍ଚ୍ଚା

ଡୁମାଣୀ ଟିଭି ୩/୪: ଆସନ୍ତା ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି । ତେଣୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପଦରେ କିଏ ବସିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏହି…

କରୌଲି ସାମ୍ପ୍ରଦାୟିକ ହିଂସା ଘଟଣାରେ ମୋଟ ୩୩ ଜଣ ଅଭିଯୁକ୍ତ ଗିରଫ

ଡୁମାଣୀ ଟିଭି ୩/୪: କରୌଲି ସାମ୍ପ୍ରଦାୟିକ ହିଂସା ଘଟଣାରେ ମୋଟ ୩୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଜାରି ରକିଛି ପୋଲିସ । ସେପଟେ କରୌଲିରେ କର୍ଫ୍ୟୁ ଲଗାଯିବା ସହିତ ସୋମବାର ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ଉଭୟ ପକ୍ଷ ସହ ମିଶି ପ୍ରଶାସନ ଶାନ୍ତି ସ୍ଥାପନା ପାଇଁ…

ଭାରତ ବାୟୋଟେକ କୋଭାକ୍ସିନର ଯୋଗାଣକୁ ସସପେଣ୍ଡ କଲା WHO

ଡୁମାଣୀ ଟିଭି ୩/୪: ଭାରତ ବାୟୋଟେକର କରୋନା ଭ୍ୟାକ୍ସିନ କୋଭାକ୍ସିନକୁ ଲାଗିଛି ଝଟକା । ମିଳିତ ଜାତିସଂଘର ବିଭିନ୍ନ ଏଜେନ୍ସି ମାଧ୍ୟମରେ କୋଭାକ୍ସିନର ଯୋଗାଣକୁ ସ୍ଥଗିତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଯାଞ୍ଚରେ ସାମ୍ନାକୁ ଆସିଥିବା ତ୍ରୁଟି ଦୂର କରିବା ଏବଂ ସୁବିଧାଗୁଡିକର ନବୀକରଣ କରିବା…

ବିଶ୍ୱକପ ଜିତିଲା ଅଷ୍ଟ୍ରେଲିଆ ମହିଳା ଟିମ୍

ଡୁମାଣୀ ଟିଭି ୩/୪: ବିଶ୍ୱ ଚାମ୍ପିଅନ ଅଷ୍ଟ୍ରେଲିଆ । ମହିଳା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ଦଳ ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରି ମ୍ୟାଚ୍ ଜିତିବା ସହ ଇତିହାସ ରଚିଛି । ରବିବାର ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ଟସ୍ ଜିତିଥିଲା ଇଂଲଣ୍ଡ । ଦଳ କିନ୍ତୁ…

ଚଡ଼କ ପଡ଼ିଲା ଇମ୍ରାନଙ୍କ ମୁଣ୍ଡରେ ଭାଙ୍ଗିଲା ପାକିସ୍ତାନ ସଂସଦ ୯୦ ଦିନ ଭିତରେ ହେବ ସାଧାରଣ ନିର୍ବାଚନ

ଡୁମାଣୀ ଟିଭି ୩/୪: ଭଙ୍ଗ ହେଲା ପାକିସ୍ତାନର ସଂସଦ । ଏନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁପାରିଶକୁ ମଂଜୁର କରିଛନ୍ତି ରାଷ୍ଟ୍ରପତି । ଏହା ପୂର୍ବରୁ ଅନାସ୍ଥା ହୋଇଥିଲା ଖାରଜ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯାଇଛି। ଇମ୍ରାନ ସରକାର…

କିସ୍ ଦେଲା କେସ୍ ଯୁବତୀଙ୍କୁ କିସ୍ କରିବା ପଡିଲା ମହଙ୍ଗା

ଡୁମାଣୀ ଟିଭି ୩/୪: କିସ୍ କରି ହଟହଟା ହେଲେ ଯୁବକ। ଟ୍ରେନ୍ ଭିତରେ ଜଣେ ଯୁବତୀଙ୍କୁ କିସ୍ କରିବା ଏବେ ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ତାଙ୍କୁ ଏଥିପାଇଁ ମିଳିଛି ଶାସ୍ତି। ଏପରିକି ତାଙ୍କୁ ଏଥିପାଇଁ ଯିବାକୁ ପଡିବ ଜେଲ୍। କୋର୍ଟ ତାଙ୍କୁ ଏକ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ…

ଗିନିଜ୍ ବିଶ୍ୱ ରେକର୍ଡରେ ବିଶ୍ୱର ସବୁଠାରୁ ଡେଙ୍ଗା ବାଳକ

ଡୁମାଣୀ ଟିଭି ୩/୪: ଗିନିଜ୍ ବିଶ୍ୱ ରେକର୍ଡ ଶନିବାର ବିଶ୍ୱର ସବୁଠାରୁ ଡେଙ୍ଗା ବାଳକଙ୍କ ଭିଡିଓ ସେୟାର କରିଛି । ଯେଉଁ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି । ଏହାକୁ ଲକ୍ଷ ଲକ୍ଷ ୟୁଜର ଦେଖିବା ସହ ପ୍ରଶଂସା ମଧ୍ୟ କରିଛନ୍ତି । ସବୁଠାରୁ ଡେଙ୍ଗା ଯୁବକ ହେଲେ ଓଲିବିୟର ରିୟୋକ୍ସ । ତାଙ୍କ…