Browsing Tag

#ODISHA

ଗାନ୍ଧୀମୂର୍ତ୍ତି ତଳେ କଂଗ୍ରେସ ମନ୍ତ୍ରୀଙ୍କ ଧାରଣା

ଡୁମାଣୀ ଟିଭି ,୩୦/୩ :ଗାନ୍ଧୀମୂର୍ତ୍ତି ତଳେ ଧାରଣା । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିବୃତ୍ତିକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ଗୃହ ରାଷ୍ଟ୍ର ମନ୍ତ୍ରୀ ବିଧାନସଭାରେ ଉତ୍ତର ନଦିଅନ୍ତୁ ବୋଲି ଦାବି କରିଥିଲା କଂଗ୍ରେସ। ଏହି ଦାବିକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ…

ସଂଖ୍ୟାଗରିଷ୍ଠତାର ପ୍ରମାଣ ନଥିଲେ ଭାଙ୍ଗିଯିବ ଇମ୍ରାନ ସରକାର

ଡୁମାଣୀ ଟିଭି ,୩୦/୩ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଉପରେ ଭୋଟ ଲାଗି ଆଉ ମାତ୍ର ଦିନ କେଇଟା ବାକି। ତେବେ ମିଳିତ ବିରୋଧୀ ଦଳ ସଂଖ୍ୟାଗରିଷ୍ଠତା ପ୍ରମାଣ ଲାଗି ସେମାନଙ୍କ ନିକଟରେ ୧୭୨ ସାଂସଦଙ୍କ ସମର୍ଥନ ଥିବାର ମଙ୍ଗଳବାର ଦାବି କରିଛନ୍ତି।…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁ

ଡୁମାଣୀ ଟିଭି ,୩୦/୩ : ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଚାଲିଛି । ଏକାସାଙ୍ଗେ ୬ଟି ସ୍ଥାନରେ ଚଢାଉ ଜାରି ରହିଛି । ସୂଚନା ଅନୁଯାୟୀ, ଆୟ ବହିର୍ଭୂତ…

ମାନସ ହତ୍ୟାକାରୀ ଶର୍ମିଷ୍ଠାଙ୍କୁ ୨ୟ ଦିନରେ କ୍ରାଇମବ୍ରାଞ୍ଚର ଘନ ଘନ ଜେରା

ଡୁମାଣୀ ଟିଭି ,୩୦/୩ : ମାନସ ସ୍ୱାଇଁ ହତ୍ୟା ମାମଲା । ଦ୍ୱିତୀୟ ଦିନ ରିମାଣ୍ଡରେ ଶର୍ମିଷ୍ଠାଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା । ଦ୍ୱିତୀୟ ଦିନରେ ଜେରାରେ ମୋମେରି ଚିପ୍ ଏବଂ ଘଟଣାରେ ଅନ୍ୟ କେଉଁ ବଡ ବଡିଆ ସାମିଲ ହୋଇଛନ୍ତି ସେନେଇ ପଚରାଉଚରା କରାଯିବ । ତେବେ ସିନ୍ ରିକ୍ରିଏସନ ନେଇ…

ବିଧାନସଭା ସମ୍ମୁଖରେ ଗାଳିକରିବା ମହଙ୍ଗା ପଡିଛି ପ୍ରେମୀଯୁଗଳଙ୍କୁ ,ଅଶ୍ରାବ୍ୟ ଭାଷା କହିବାରୁ ଯୁବତୀଙ୍କୁ ଚାପୁଡା…

ଡୁମାଣୀ ଟିଭି ,୩୦/୩ : ରାଜରାସ୍ତା କଡରେ ଝଗଡା ଲାଗିବା ତଥା ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ପ୍ରେମୀ ଯୁଗଳଙ୍କୁ ମହଙ୍ଗା ପଡିଛି । ରାଜଧାନୀ ଭୁବନେଶ୍ୱର ସ୍ଥିତ ଆଇଜି ପାର୍କ ନିକଟରେ ଏହି ପ୍ରେମୀ ଯୁଗଳ ରାସ୍ତା ମଝିରେ ପରସ୍ପର ସହିତ ଝଗଡା କରୁଥିଲେ । ଲୋକ ଜମା ହୋଇଥିଲେ ମଧ୍ୟ ସମସ୍ତେ…

କଟକର ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ ଓ ୫ଲକ୍ଷର କ୍ଷତିପୂରଣ

ଡୁମାଣୀ ଟିଭି ,୨୯/୩ : କଟକ ସହରରେ ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ ଜେଲଦଣ୍ଡ ରେ ଦଣ୍ଡିତ କରିଛନ୍ତି କଟକ ପୋକ୍ସ ଅଦାଲତ। ଏଥିସହ ପିଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୫ ଫେବୃଆରୀ ୪ ତାରିଖରେ…

ପୁଟିନଙ୍କୁ ଅଙ୍କଲ ଡାକି ଦେବୁ କହି ଜଣେ ରେଡିଓ ଆଙ୍କର ଚର୍ଚ୍ଚାରେ

ଡୁମାଣୀ ଟିଭି ,୨୯/୩ : ୟୁକ୍ରେନ୍ ଉପରେ ରୁଷ୍ର ଆକ୍ରମଣ ମଧ୍ୟରେ କଜାକିସ୍ତାନରେ ଜଣେ ରେଡିଓ ହୋଷ୍ଟଙ୍କୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଉପରେ ଟିପ୍ପଣୀ ଦେବା ମହଙ୍ଗା ପଡ଼ିଛି। ରେଡିଓ ହୋଷ୍ଟ ଫେସ୍ବୁକ୍ରେ ଯୁକ୍ତ ତର୍କ ବେଳେ କହିଥିଲେ ଯେ ଯଦି ଆପଣ ଅଧିକ କଥାବାର୍ତ୍ତା କରିବେ…

ଆଇପିଏଲ୍‌ 2022 ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ

ଡୁମାଣୀ ଟିଭି ,୨୯/୩ : ଚଳିତ ଆଇପିଏଲ୍‌ର ପଞ୍ଚମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ଇତି ମଧ୍ୟରେ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ମେଗା ନିଲାମ ପରେ ଉଭୟ ଦଳରେ ଅନେକ ଖେଳାଳି ପରିବର୍ତ୍ତନ ହୋଇଛି । ଫଳରେ ମଙ୍ଗଳବାର ମ୍ୟାଚ୍‌କୁ…

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ 2ଯବାନ ଆହତ

ଡୁମାଣୀ ଟିଭି ,୨୯/୩ : ପୁଣି ଲାଲ ଆତଙ୍କ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଛି । ଏଥିରେ ଦୁଇ ଜଣ ଡିଆର୍‌ଜି ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଆହତଙ୍କ ଅବସ୍ଥାରେ ହେଲକାପ୍ଟର ଯୋଗେ ରାୟପୁର ସ୍ଥାନାନ୍ତରିତ କରାଯାଇଛି । ଖବର…

ସାଧାରଣ ଲୋକଙ୍କୁ ପଡିଛି ଡବଲ ମହଙ୍ଗା ମାଡ

ଡୁମାଣୀ ଟିଭି ,୨୯/୩ : ସାଧାରଣ ଲୋକଙ୍କୁ ପଡିଛି ଡବଲ ମହଙ୍ଗା ମାଡ଼ । ପେଟ୍ରୋଲ-ଡିଜେଲ ପରେ ଏବେ ଡାଲି ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ସମସ୍ୟାକୁ ଆହୁରି ବଢ଼ାଇଦେଇଛି । ବର୍ତ୍ତମାନ ଡାଲି ଦର କିଲୋ ପିଛା ୧୦୫ରୁ ୧୧୦ ଟଙ୍କାରେ ପହଞ୍ଚିଛି । ଏହା ଗୋଟିଏ ମାସ ପୂର୍ବରୁ ୯୫ରୁ ୧୦୦ ଟଙ୍କା ଭିତରେ…