Browsing Tag

#russian and ukrainian war

ବୁଚା ପରେ ମାକାରିଭରେ ବର୍ବରତା

ଡୁମାଣୀ ଟିଭି,୧୦/୪:ବୁଚା ପରେ ମାକାରିଭରେ ବର୍ବରତା । ମାକାରିଭ ସହରରେ ଏକାସଙ୍ଗେ ୧୩୨ ମୃତଦେହ ଚିହ୍ନଟ । ମାକାରିଭ୍‌ ଛାଡିବା ପୂର୍ବରୁ ରୁଷ ସେନା ଏଠାରେ ମୃତ୍ୟୁର ବିଭୀଷିକା ରଚିଥିବା ଦେଖିବାକୁ ମିଳିଛି । ରାଜଧାନୀ କିଭ ଠାରୁ ପାଖାପାଖି ୩୦ ମାଇଲ ଦୂରରେ ଥିବା ମାକାରିଭ ଉପରେ ରୁଷ ସେନା…

ମିଳିତ ଜାତିସଂଘ ମାନବାଧିକାର ପରିଷଦରୁ ବାହାର ହେବ ରୁଷ ?

ଡୁମାଣୀ ଟିଭି,୭/୪: ୟୁକ୍ରେନର ବୁଚା ସହରରେ ରୁଷ ସେନା ଦ୍ଵାରା ଜନ ସାଧାରଣଙ୍କ ନିର୍ମମ ହତ୍ୟା ହୋଇଛି। ଏହି ଘଟଣା ସମଗ୍ର ବିଶ୍ଵଜାତିକୁ ବ୍ୟଥିତ କରିଛି। ଏହାର ପ୍ରତିବାଦରେ ରୁଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚାରି ଆଡୁ ଦାବି ହୋଇଛି। ମିଳିତ ଜାତିସଂଘ ମହାସଭା(ୟୁଏନଜିଏ)…

ମାସେ କି ଦୁଇମାସ ନୁହଁ ବର୍ଷେ ଯାଏ ଚାଲିବ ଋଷ ଓ ୟୁକ୍ରେନ୍‌ ଯୁଦ୍ଧ

ଡୁମାଣୀ ଟିଭି,୭/୪: ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଯୁଦ୍ଧକୁ ଇତି ମଧ୍ୟରେ ୪୨ ଦିନ ହେଲାଣି। ଉଭୟ ଦେଶ ମଧ୍ୟରେ ବାରମ୍ବାର ଆଲୋଚନା ପରେ ବି କୌଣସି ନିଷ୍କର୍ଷ ବାହାରିପାରୁନାହିଁ। ରୁଷ ଆକ୍ରମଣରେ ୟୁକ୍ରେନ୍‌ର ସବୁ ସହର ଧ୍ୱଂସସ୍ତୁପରେ ପରିଣତ ହୋଇଛି। ଏବେ ଯାଏଁ କୋଟିଏରୁ ଊର୍ଦ୍ଧ୍ୱ…

ଯୁଦ୍ଧ ପରର କରୁଣ କାହାଣୀ ଏଠି ସେଠି ପଡ଼ିଛି ଶବ

ଡୁମାଣୀ ଟିଭି ୪/୪ : ୟୁକ୍ରେନ ଓ ରୁଷ ମଧ୍ୟରେ ୪୦ ଦିନ ହେଲାଣି ଯୁଦ୍ଧ ଲାଗିରହିଛି। ଏହାମଧ୍ୟରେ ରୁଷ ୟୁକ୍ରେନର ଅନେକ ବଡ ବଡ ସହର ନଷ୍ଟ କରିଦେଇଛି। ଲକ୍ଷ ଲକ୍ଷ ଲୋକ ନିଜ ଘର ଛାଡି ପଡୋଶୀ ଦେଶକୁ ପଳାୟନ କରିଛନ୍ତି। ରୁଷ ମଧ୍ୟ ୟୁକ୍ରେନର ବୁଚାରେ ଥିବା ଲକ୍ଷ ଲକ୍ଷ ସାଧାରଣ ନାଗରିକଙ୍କୁ…

ଯୁଦ୍ଧର ଜବାବ ବିଷରେ ଦେଉଛି ୟୁକ୍ରେନର ନାଗରିକ

ଡୁମାଣୀ ଟିଭି,୪/୪ : ଗତ ପାଞ୍ଚ ସପ୍ତାହ ଧରି ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏହାର ବନ୍ଦ ହେବାର ନା ନେଉନି । ଦୁଇ ଦେଶ ମଧ୍ୟରେ ଅନେକ ରାଉଣ୍ଡ ଆଲୋଚନା ସତ୍ତ୍ୱେ କୌଣସି ନିଷ୍କର୍ସ ବାହାରିପାରୁନି । ଋଷୀୟ ଯୋଦ୍ଧାମାନେ ବିମାନ ସହିତ ୟୁକ୍ରେନକୁ ବୋମାମାଡ଼ କରୁଛନ୍ତି । ଏହି ସମୟରେ…

ମୋଦୀଙ୍କ ଋଷ-ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପ୍ରୟାସକୁ ଆମେରିକାର ପ୍ରଶଂସା

ଡୁମାଣୀ ଟିଭି ୩/୪: ଋଷ ସହିତ ଭାରତର ବ୍ୟବସାୟ ଡିଲ୍‌କୁ ଦେଖି ସହିପାରୁ ନାହାଁନ୍ତି ପଶ୍ଚିମ ଦେଶ। ଆମେରିକା ଏନେଇ ଭାରତକୁ ସିଧାସଳଖ କିଛି ନ କହିପାରିଲେ ବି ପରୋକ୍ଷେ ଚେତାବନୀ ଦେଉଛି। ହେଲେ ପୁଣି ସେହି ଆମେରିକା ଭାରତକୁ ତାର ବିଦେଶ ନୀତି ଯୋଗୁ ପ୍ରଶଂସା କରୁଛି। ଋଷ-ୟୁକ୍ରେନ୍ ମଧ୍ୟରେ…

ଋଷ ତେଲ ଡିପୋ ସହ ୟୁକ୍ରେନର ହେଲିକପ୍ଟର ଧକ୍କାରେ ହେଲା ଭୟଙ୍କର ବିସ୍ଫୋରଣ

ଋଷ-ୟୁକ୍ରେନ ଯୁଦ୍ଧରେ ଦେଖିବାକୁ ମିଳିଛି ଆଉ ଏକ ନୂଆ ଘଟଣା । ଋଷର ଏକ ତେଲ ଡିପୋ ସହ ୟୁକ୍ରେନର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ବାରମ୍ବାର ଆଲୋଚନା ଏବଂ ଶାନ୍ତିବାର୍ତ୍ତା ପରେ ବି ପରିସ୍ଥିତିରେ ସୁଧାର ଆସୁନି । ଉଭୟ ରାଷ୍ଟ୍ର ମଧ୍ୟରେ ଏବେ ବି ଘମାଘୋଟ ଯୁଦ୍ଧ ଲାଗି ରହିଛି । କୌଣସି…

ଋଷ-ୟୁକ୍ରେନ ଯୁଦ୍ଧରେ ଧଂସ ହୋଇଗଲାଣି ମାରିୟୁପୁଲ ସହର

ଡୁମାଣୀ ଟିଭି ,୨୮/୩ : ଧ୍ୱସ୍ତ ବିଧ୍ୱସ୍ତ ବନ୍ଦର ସହର ମାରିୟୁପୁଲ । ମାସକରେ ଋଷ ଆକ୍ରମଣରେ ଛାରଖାର ମାରିୟୁପୁଲ। ଋଷର ଘନ ଘନ ଆକ୍ରମଣ ମାରିୟୁପୁଲ୍ରେ ସ୍ଥିତି ଗମ୍ଭୀର ହୋଇପଡିଛି। ଲୋକମାନେ ବିଜୁଳି, ପାଣି, ବିଦ୍ୟୁତ ସଂଯୋଗରୁ ବଞ୍ଚିତ । ରାତି ଆକାଶରେ କେବଳ ବୋମା ବିସ୍ଫୋରଣର ଆଲୁଅ । ଦିନେ…

ନାଟୋକୁ ଭିରୁ ଓ କାପୁରୁଷ କହି ବର୍ଷିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି

ନାଟୋକୁ ଭିରୁ ଓ କାପୁରୁଷ କହି ବର୍ଷିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଡୁମାଣୀଟିଭି.୨୨/୩ : ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି ଯେ ଏହି ଯୁଦ୍ଧକୁ ଶେଷ କରିବା ପାଇଁ ଯେକୌଣସି ସର୍ତ୍ତରେ ଏବଂ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥାବାର୍ତ୍ତା ଆବଶ୍ୟକ । ଜେଲେନସ୍କି କହିଛନ୍ତି, ‘ମୁଁ

ଆଲୋଚନା ପାଇ ରାଜି ଅଛି ୟୁକ୍ରେନ୍ ନହେଲେ ୩ୟ ବିଶ୍ୱଯୁଦ୍ଧ ନିହାତି ହେବ

ଆଲୋଚନା ପାଇ ରାଜି ଅଛି ୟୁକ୍ରେନ୍ ନହେଲେ ୩ୟ ବିଶ୍ୱଯୁଦ୍ଧ ନିହାତି ହେବ ଡୁମାଣୀଟିଭି.୨୧/୩ : ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ବଡ଼ ବୟାନ । ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଲେ ଜେଲେନସ୍କି । ଯଦି ରାଜି ନହୁଅନ୍ତି ତା ଅର୍ଥ ତୃତୀୟ ବିଶ୍ୱଯୁଦ୍ଧ