ଋଷ ସେନାର ଆକ୍ରମଣରେ ଧ୍ୱସ୍ତ ବିଧ୍ୱସ୍ତ ବୋରୋଡିଆଙ୍କା
ଡୁମାଣୀ ଟିଭି,୮/୪:ଧ୍ୱସ୍ତ ବିଧ୍ୱସ୍ତ ବୋରୋଡିଆଙ୍କା। ମାଟିରେ ମିଶିଛି ବଡ଼ ବଡ଼ ଆପାର୍ଟମେଣ୍ଟ । ଜନବସତି ଅଞ୍ଚଳ ସମ୍ପୂର୍ଣ୍ଣ ଛାରଖାର । ଯେଉଁଆଡେ ଦେଖିଲେ କେବଳ ଭଗ୍ନାବଶେଷ । ଋଷ ସେନାର ଆକ୍ରମଣର ଭୟଙ୍କର ଚିତ୍ର ସାମନାକୁ ଆସୁଛି । ୨୬ଟି ମୃତଦେହ ଉଦ୍ଧାର କରାଯାଇଛି । କିଭ୍ ଠାରୁ…