ଝାରସୁଗୁଡ଼ା,୨୦ା୪ ଝାରସୁଗୁଡାବୀର ସୁରେନ୍ଦ୍ରସାଏ ବିମାନ ବନ୍ଦରରପରିବେଶ ସୌନ୍ଦର୍ଯ୍ୟ ନଷ୍ଟ ହେବା ରେଲାଗିଛି । ରାଜପଥରୁ ବିମାନ ବନ୍ଦରପ୍ରବେଶ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ
ଦିନ ଧରି ଜଙ୍ଗଲ ସଫା ନ ହେବାରୁବିଷଧର ସାପମାନେ ରାସ୍ତାରେଚଳପ୍ରଚଳ ହେଉଛନ୍ତି । ସନ୍ଧ୍ୟାରେରାସ୍ତାରେ ଚଳପ୍ରଚଳ ସୁରକ୍ଷାକୁ ନେପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିମାନ
ବନ୍ଦରର ସୌନ୍ଦର୍ଯ୍ୟକରଣ ପାଇଁ ଲାଗିଥିବା ଦାମି ଗଛ ଗୁଡିକ ନଷ୍ଟ ହୋଇଗଲାଣି । ଏଠାରେ ସୂଚନା ଯୋଗ୍ୟଯେ ବୀର ସୁରେନ୍ଦ୍ରସାଏ ବିମାନବନ୍ଦର ଭିତରକୁ ପ୍ରବେଶ ଗେଟ୍
ପ୍ରସ୍ଥାନ ଗେଟ୍ ସମ୍ମୁଖ ଭାଗରେଘାସର ସୁନ୍ଦର ଲନ୍ କରାଯିବା ସହିତବହୁ ଦାମି ଫୁଲଗଛ ସୋ ଗଛ ସବୁଲଗାଯାଇ ଥିଲା । ତାହା ମଧ୍ୟ ଜଙ୍ଗଲପାଲିଟିଛି । ଯାହା ଫଳରେ ପ୍ରସ୍ଥାନ
ଗେଟ୍ ପାଖରୁ କାର ଷ୍ଟାଣ୍ଡକୁ ଚାଲିକରି ଯିବା ରାସ୍ତା ସନ୍ଧ୍ୟାରେ ଅସମ୍ଭବହୋଇପଡିଛି । ସାପ ମାନଙ୍କର ବୁଲିବାସ୍ଥାନ ହୋଇଛି । ସୌନ୍ଦର୍ଯ୍ୟ କରଣପାଇଁ ଲାଗି ଥିବା ଲାଇଟ ସବୁ ବନ୍ଦ
ରହିବା ସହିତ ଗଛ ସବୁ ରାସ୍ତାଉପରକୁ ଆସିଯାଇଛି । ଆସନ୍ତାମାସରୁ ଇଣ୍ଡିକୋ କମ୍ପାନୀର ବିମାନସେବା କଲିକତା ଏବଂ ଆଇଟି ହବ୍ବାଙ୍ଗାଲୁରୁକୁ ବିମାନ ସେବାଯୋଗାଇବ । ସେଥିପାଇଁ ବୁକିଙ୍ଗ
ଆରମ୍ଭ ହୋଇଛି । ଯାତ୍ରୀ ସଂଖ୍ୟା ବୃଦ୍ଧିପାଇବ । ଏଭଳି ସ୍ଥିତିରେ ସୌନ୍ଦର୍ଯ୍ୟକରଣ ସହିତ ସୁରକ୍ଷା ଜରୁରୀଅଟେ । ଯାତ୍ରୀମାନଙ୍କୁ ପଚାରିବାରୁସେମାନେ ମତାମତ ଦେଲେସନ୍ଧ୍ୟାରେ ବିମାନ ସେବା କଲିକତା,ଭୂବନେଶ୍ୱର ଓ ହାଇଦ୍ରାବାଦ ରହୁଛି ।ଯାତ୍ରୀମାନେ କାରଷ୍ଟାଣ୍ଡରୁ ମଝି ରାସ୍ତାଦେଇ ସନ୍ଧ୍ୟାରେ ଘାସ ଯୋଗୁଁଆସିବାକୁ ଡର ଲାଗୁଛି କାରଣ ସାପରଭୟ ଅଛି । କିନ୍ତୁ ବିମାନ ବନ୍ଦରରକର୍ମଚାରୀମାନେ କହିଲେ ଟେଣ୍ଡରହୋଇ ନଥିବାରୁ ୪ମାସରୁ ଉଦ୍ଧ୍ୱର୍ହେବ ସଫା ହେଉ ନାହିଁ । ବର୍ଷାଯୋଗୁ ଘାସ ହୋଇ ଯାଇଛି ।ଝାରସୁଗୁଡ଼ା ବୀର ସୁରେନ୍ଦ୍ରସାଏବିମାନ ବନ୍ଦର ନିଦେ୍ର୍ଦଶକଙ୍କୁ ଜାଣିବାପାଇଁ ଯୋଗାଯୋଗ କରିବାରୁ ସେଫୋନ ଉଠାଇ ନଥିଲେ । ତୁରନ୍ତଏଥିପ୍ରତି ଦୃଷ୍ଟି ଦେବା ପାଇଁସ୍ତନ କର୍କଟ ରୋଗର ନରି ।କରଣ ଉପରେ ଆଲୋକପାତ ଯାତ୍ରୀମାନେ ଦାବି କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post