କଟକ: ଆର୍ଥିକ ଅନିୟମିତତା ଓ ଠକେଇ ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଅଭିଯୁକ୍ତ ବାପା ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ଜାମିନ୍ ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି । ଆବେଦନର ଶୁଣାଣି କରିବା ସହ ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ଭିଜିଲାନ୍ସ ପକ୍ଷରୁ ଦାୟର୍ ମାମଲାରେ ବାପପୁଅଙ୍କ ପକ୍ଷରୁ କୋର୍ଟରେ ଜାମିନ୍ ଆବେଦନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.