ଭୁବନେଶ୍ୱର : ଓଡିଶା ହାଇକୋର୍ଟରେ ନୂଆ ବିଚାରପତି ନିଯୁକ୍ତି ପାଇଛନ୍ତି । ଆଡ୍ଭୋକେଟ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ସମେତ ଦେଶର କେତେକ ହାଇକୋର୍ଟ ପାଇଁ ୬ଜଣ ବିଚାରପତି ଓ ନ୍ୟାୟିକ ଅଧିକାରୀ ନିଯୁକ୍ତ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.