3 ମାସ ପୁରିଲା, ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ମିଳିଲାନି

172

ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ଗାନ୍ଧୀ ନଗର ୱାର୍ଡ ନମ୍ବର ୧୩ ର ବୃହସ୍ପତି କୁମାରଙ୍କ ଘର ଗତ ମଇ ମାସରେ ସଟସର୍କିତ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଥିଲା । ଅଗ୍ନିକାଣ୍ଡ ସମୟରେ ପରିବାର ଲୋକେ ଅଳ୍ପକେ ବର୍ତୀ ଯାଇଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ଏହି ପରିବାରଙ୍କୁ ସରକାରୀ କୌଣସି ସରକାରୀ ସହାୟତା ମିଳିପାରି ନାହିଁ । ବର୍ତ୍ତମାନ ପରିବାର ଲୋକେ ଅସହାୟ ଭାବରେ ଜୀବନ ଅତିବାହିତକରୁଛନ୍ତି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି ।

Leave A Reply

Your email address will not be published.