ଭୁବନେଶ୍ୱର : ଲକ୍ ଡାଉନ୍ ସମୟରେ ସପ୍ତାହର ରବିବାରକୁ ଛାଡି ଅନ୍ୟ ସମସ୍ତ ଦିନରେ କରୋନା ଟିକା ଦିଆଯିବ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେଣୁ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ଯୋଗ୍ୟ ବ୍ୟକ୍ତିମାନେ ନିଜ ବ୍ୟବସ୍ଥାରେ ଯାଇ ଟିକା ନେଇପାରିବେ ।
Sign in
Sign in
Recover your password.
A password will be e-mailed to you.