ପ୍ରଦୂଷଣ ହ୍ରାସ କରିବା ଉଦ୍ଦେଶ୍ୟରେ ସହରାଞ୍ଚଳରେ ‘ଇ-ବସ’ ଏବଂ ‘ଇ-ରିକ୍ସା’ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

150

ଭୁବନେଶ୍ୱର, ୨୯ ଜୁଲାଇ – ପ୍ରଦୂଷଣ ହ୍ରାସ କରିବା ଉଦ୍ଦେଶ୍ୟରେ ସହରାଞ୍ଚଳରେ ‘ଇ-ବସ’ ଏବଂ ‘ଇ-ରିକ୍ସା’ ସେବାର ଆଜି ସଂଧ୍ୟା ୫ଟାରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ଗମନାଗମନକୁ ଆହୁରି ସୁଗମ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱରରେ ସେବା ଯୋଗାଇବ ।

Leave A Reply

Your email address will not be published.