ଦକ୍ଷିଣ ଓଡ଼ିଶାରେ ପୋଙ୍ଗାଲ୍ ପର୍ବ ପାଳନ

706

ଜୟପୁର: ଦକ୍ଷିଣ ଓଡ଼ିଶାରେ ତେଲୁଗୁ ସମ୍ପ୍ରଦାୟର ଲୋକେ ପାଳନ କରୁଛନ୍ତି ପୋଙ୍ଗାଲ ପର୍ବ । ବ୍ରହ୍ମପୁର, ଜୟପୁର, ରାୟଗଡ଼ା ଭଳି ଅଧିକ ସଂଖ୍ୟାରେ ତେଲୁଗୁ ଭାଷାଭାଷୀ ଲୋକେ ରହୁଥିବା ଅଂଚଳରେ ଏହି ପର୍ବକୁ ପାଳନ କରାଯାଇଛି । ଏଥି ସହିତ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରେ ଏହି ପର୍ବକୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି ।

Leave A Reply

Your email address will not be published.