ଶ୍ରୀମନ୍ଦିରରେ ରକ୍ତଛିଟା

ମହାପ୍ରଭୁ ହେଲେ ମହାସ୍ନାନ

176

ପୁରୀ,୧୩ା୧୦(ଡିକେ ନୁ୍ୟଜ): ପତ୍ରୀବଡୁ ସେବାୟତଙ୍କ ମୁଥ ମାଡ଼ରେ ଅନ୍ୟଜଣେ ଅଣସେବାୟତଙ୍କ ନାକ ଫାଟିବାରୁଶ୍ରୀମନ୍ଦିରରେ ଆଜି ରକ୍ତଛିଟା ଦେଖିବାକୁମିଳିଥିଲା । ଆଜି ଅପରାହ୍ନରେ ଗର୍ଭଗୃହଭିତରେ ଦ୍ୱିପ୍ରହର ଧୂପ ବସିଥିବାବେଳେଏଭଳି ଅଭାବନୀୟ ପରସ୍ଥିତି ଘଟିଥିଲା ।ଶ୍ରୀମନ୍ଦିର ରତ୍ନ ସିଂହାସନ ନିକଟରେରକ୍ତଛିଟା ପଡିବା ପରେ ମହାପ୍ରଭୁଙ୍କବଡ଼ମହାସ୍ନାନ କାରାଯାଇଥିଲା । ଖେଇକୁନେଇ ମାଧବ ପତ୍ରି ନାମକ ଜଣେ ପତ୍ରୀବଡୁସେବାୟତ ଜଣେ ପସରଦିଆଅଣସେବାୟତ ବାବୁଲି ପ୍ରଧାନଙ୍କମଧ୍ୟରେ ବଚଷା ହୋଇଥିଲା । ପାତ୍ରୀ ବଡୁସେବାୟତ ଜଣକ ଉତକ୍ଷିପ୍ତ ହୋଇବାବୁଲିଙ୍କୁ ମୁଥ ମାରିବାରୁ ତାଙ୍କର ନାକଫାଟିଯାଇଥିଲା । ଅଘଟଣ ପରେ ଆହତବାବୁଲିଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଘଟଣା ପରେ ସିଂହଦ୍ୱାର ଥାନା ପୋଲିସ୍
ଉଭୟଙ୍କୁ ପଚରାଉଚରା କରିଛି ।

Leave A Reply

Your email address will not be published.