ସଂଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ଜଳ

153

ଧୀରେ ଧୀରେ ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର କମିବାରେ ଲାଗିଛି । ଆଜି ସଂଧ୍ୟାରେ ହୀରାକୁଦରୁ ଛଡ଼ାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟ ପାଣି ମୁଣ୍ଡଳିରେ ପହଞ୍ଚିବା ନେଇ ସୂଚନା ରହିଛି । ବର୍ତ୍ତମାନ ମୁଣ୍ଡଳିରେ ପ୍ରାୟ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେଉଛି । ତେବେ ଏହା ପରେ ମୁଣ୍ଡଳିରେ ୮ ରୁ ୯ ଲକ୍ଷ କ୍ୟୁସେକ ଜଳ ପ୍ରବାବିତ ହେବ ବୋଲି କହିଛନ୍ତି ଜଳ ସମ୍ପଦର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।

ଅନ୍ୟପକ୍ଷରେ ଚଳିତ ବନ୍ୟା ଯୋଗୁ ରାଜ୍ୟରେ ୭ଟି ଘାଇ ସୃଷ୍ଟି ହୋଇଛି । ତେବେ ଧିରେଧିରେ ବିଭିନ୍ନ ନଦୀର ଜଳସ୍ତର କମୁଥିବାରୁ ବନ୍ୟା ସ୍ଥିତି ନିୟନ୍ତ୍ରଣ କୁ ଆସୁଛି ।

Leave A Reply

Your email address will not be published.