ନବରଙ୍ଗପୁର: ରାତ୍ରୀକାଳୀନ ପାଟ୍ରୋଲିଂ ବେଳେ ମଇଦଲପୁର ନିକଟରେ ଦାମନଯୋଡ଼ିରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହି ବସ୍ ମଧ୍ୟରୁ ଦୁଇଟି ବ୍ୟାଗ୍ ରେ ଚାଲାଣ ହେଉଥିବା ୨୦ କେଜି ଗଞ୍ଜେଇ ଜବତ ହୋଇଛି । ଘଟଣାରେ ଜଣେ ଯୁବକ ଓ ଅନ୍ୟ ଜଣେ ଯୁବତୀଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା ଚଳାଇଛି ।
Sign in
Sign in
Recover your password.
A password will be e-mailed to you.