ପୁରୀ: ଚଳିତ ବର୍ଷ ଠାରୁ ପୁରୀ ମେଡିକାଲ କଲେଜରେ ପାଠପାଢା ଆରମ୍ଭ ହେବ । ଶହେଟି ସିଟ୍ ପାଇଁ ଆଡମିଶନ ଅନୁମତି ରହିଛି । ମେଡିକାଲ ସ୍ଥିତି ଯାଂଚ୍ ଅବସରରେ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ଆଜି ଶ୍ରୀ ମହାନ୍ତି ମେଡିକାଲ କଲେଜର ଭିତିଭୂମି ଓ ପୁରୀ ଜିଲ୍ଲା ମେଡିକାଲ ପରିଦର୍ଶନ କରିଛନ୍ତି । ଏହି ଗସ୍ତ କାଳରେ ଡିଏମଇଟିଙ୍କ ସହ ମେଡିକାଲ କଲେଜର ଡିନ୍, ଅଧିକ୍ଷକ ସାମିଲ୍ ଥିଲେ ।
Sign in
Sign in
Recover your password.
A password will be e-mailed to you.