ବୁଗୁଡା: ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ମାଣିତରା ସେକ୍ସନର ମାଣିତରା ବିଟର କୁଣ୍ଡାଖାଇ ପାହାଡରେ ଶିକାରୀ ବରାହ ପାଇଁ ପକାଇଥିବା ଫାସରେ ପଡିଲା କଲରାପତିରି ବାଘ। ବନାଞ୍ଚଳ ଏହିକାରୀ ଫକୀର ଚରଣ ବେହେରା, ମାଣିତରା ବନପାଳ ସରସ୍ୱତୀ ନାୟକଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ଜାଲ ଦ୍ୱାରା କଲାରପତିରି ବାଘକୁ ଧରିବା ସମୟରେ ବାଘଟି ଜଣଙ୍କ ଗୋଡକୁ କାମୁଡି ଦେଇଥିବା ବେଳେ ଆହତ ଲୋକଙ୍କୁ ମେଡ଼ିକାଲ ନିଆଯାଇଛି। ଜାଲରେ କଳାରପତିରି ବାଘକୁ ଧରି ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇ ଚିକିତ୍ସା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।
Sign in
Sign in
Recover your password.
A password will be e-mailed to you.