ଲ୍ୟାଣ୍ଡମାଇନ ବିସ୍ଫୋରଣ ଜଣେ ଯବାନ ସହିଦ

147

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ଦାନ୍ତେୱାଡା ଜିଲ୍ଲା ପାହୁର ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନ ଶହୀଦ ହୋଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଶେଖ ପଲ୍ଳଭ ସୂଚନା ଦେଇଛନ୍ତି । ଇନ୍ଦ୍ରାବତୀ ନଦୀରେ ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ ଯବାନ । ଭୋଜନ ସାରି ଆମ୍ବ ଗଛ ମୂଳରେ ବିଶ୍ରାମ ନେଉଥିବା ସମୟରେ ମାଓବାଦୀ ଖଞ୍ଜି ଥିବା ଲ୍ୟାଣ୍ଡ ମାଇନ ବିସ୍ପୋରଣ ହୋଇଥିଲା ।

Leave A Reply

Your email address will not be published.