ପ୍ରଥମଥର ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବେ ଜୋ ରୁଟ୍‌

ମୁମ୍ବାଇ : ୩୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୩ । ଚଳିତ ଥର ସିଜିନରେ ନଜର ଆସିବେ ଜଣେ ଏପରି ଖେଳାଳି, ଯିଏକି ବିଗତ ୧୫ ବର୍ଷ ହେଲାଣି ଖେଳି ନାହାନ୍ତି ଆଇପିଏଲ୍‌ । ଯଦି ଏପରି ହୁଏ ତେବେ ଏହି ଖେଳାଳି ଆଇପିଏଲ ୨୦୨୩ର ଏହି ଟୁର୍ଣ୍ଣାମେଣ୍ଟରେ ଏକ ବଡ଼ ରେକର୍ଡ ସୃଷ୍ଟି କରିବେ ।…

ଭତ୍ତା ନ ପାଇ ଦୁର୍ଦ୍ଦଶାରେ ବୃଦ୍ଧା

ନିଶ୍ଚିନ୍ତକୋଇଲି : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଉମର ଗ୍ରାମପଞ୍ଚାୟତ ଓସ୍ତପୁର ଗ୍ରାମର ଜଣେ ଅସହାୟ ବୃଦ୍ଧା ତାଙ୍କର ବକେୟା ଭତ୍ତା ପାଇନପାରି ଚରମ ହଟହଟାର ସମ୍ମୁଖିନ ହେଉଥିବାର ଅଭିଯୋଗ ହୋଇଛି । ଓସ୍ତପୁର ଗ୍ରାମର ସ୍ୱର୍ଗତ ଭରତ ସାହୁଙ୍କ ବିଧବା ପତ୍ନୀ ହେମ ବେୱା(୮୮) ବୟସରେ ଉପନୀତ…

ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଷ୍ଟ୍ରବେରୀ ଚାଷ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲଞ୍ଜିଗଡ ବ୍ଲକ୍‌ ଅନ୍ତର୍ଗତ ନିୟମଗିରି ପାହାଡ଼ର ପାଦଦେଶର ଘଞ୍ଚ ବନାନୀ ମଧ୍ୟରେ ଅବସ୍ଥିତ ବାରବୁଲୀ ଗ୍ରାମର ଆଦିମ ଜନଜାତି କୁଟିଆକନ୍ଧ ସାମ୍ପ୍ରଦାୟର ଚାଷୀ ଓ ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଷ୍ଟ୍ରବେରୀ ଚାଷ କରି ସ୍ୱାବଲମ୍ବୀ ହେବା ସଙ୍ଗେ…

୭ ଦିନ ଇଡି ରିମାଣ୍ଡରେ ସିସୋଦିଆ

ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମସ୍ୟା ଥମିବାର ନା ନେଉନି । ସିବିଆଇ ଗିରଫକୁ ନେଇ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ରାଉଜ ଏଭେନ୍ୟୁ କୋର୍ଟରେ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଟଳିଛି । ସେପଟେ ପ୍ରବର୍ତ୍ତନ…

ଖେଲୋ ଇଣ୍ଡିଆ ‘ଦଶ୍‌ କା ଦମ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ : କେନ୍ଦ୍ର ଯୁବ ବ୍ୟାପାର ତଥା କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଆଜି ନୂଆଦିଲ୍ଲୀର ଜେଏଲ୍‌ଏନ୍‌ ଷ୍ଟାଡିୟମରେ ଏକ ମେଗା ଉଦଘାଟନୀ ସମାରୋହରେ ଖେଲୋ ଇଣ୍ଡିଆ ଦଶ୍‌ କା ଦମ୍‌ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ଉତ୍ସବର ଏକ ଅଂଶ…

ପୁଞ୍ଜି ବଜାରରେ ହାହାକାର, ଗୋଟିଏ ଦିନରେ ନିବେଶକଙ୍କୁ ୧.୬ ଲକ୍ଷ କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ଦୁର୍ବଳ ସଂକେତ ଏବଂ ଆଇଟି-ଟେକ୍‌ ସେୟାରର ବିକ୍ରି ମଧ୍ୟରେ ଘରୋଇ ପୁଞ୍ଜି ବଜାରରେ ଶୁକ୍ରବାର ବଡ଼ ହ୍ରାସ ଦେଖାଦେଇଛି । ସପ୍ତାହର ଶେଷ କାରବାର ଦିନରେ ସେନସେକ୍ସ ୬୭୧ ଅଙ୍କ କମ ସହ ବନ୍ଦ ହୋଇଛି । ସେହିପରି ନିଫ୍ଟି ୧୭,୪୧୨ ସ୍ତରରେ ବନ୍ଦ ହୋଇଛି । ଆଜିର କାରବାର…

ବିପର୍ଯ୍ୟୟ ପରିଚାଳନାରେ ସର୍ବୋକ୍ରୃଷ୍ଟ ପାରଦର୍ଶିତା, ଓଡ଼ିଶାକୁ “ଆପଦ ପ୍ରବନ୍ଧନ ପୁରସ୍କାର’

ଭୁବନେଶ୍ୱର : ବିପର୍ଯ୍ୟୟ ପରି·ଳନାରେ ସର୍ବୋକ୍ରୃଷ୍ଟ ପାରଦର୍ଶିତା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରି·ଳନା କର୍ତ୍ତୃପକ୍ଷ (ଓସଡମା)କୁ ଶୁକ୍ରବାର "ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କାର-୨୦୨୩' ମିଳିଛି । ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ…

ଚିନ୍ତା ବଢ଼ାଇଲା ଏଚ୍‌୩ଏନ୍‌୨ ଭାଇରସ୍‌, ପ୍ରଥମଥର ଭାରତରେ ଗଲା ୬ ଜୀବନ

ନୂଆଦିଲ୍ଲୀ : ମହାମାରୀ କରୋନା ପରେ ଆତଙ୍କ ଖେଳାଇଛି ଏଚ୍‌୩ଏନ୍‌୨ ଭାଇରସ । କରୋନା ମହାମାରୀ ପରେ ଲୋକମାନେ ଧିରେ ଧିରେ ସାଧାରଣ ଭାବେ ଜୀବନଯାପନ କରିବା ଆରମ୍ଭ କରିଥିବା ବେଳେ ଏଚ୍‌୩ଏନ୍‌୨ ଭାଇରସ ଜନିତ ଇନ୍‌ଫ୍ଲୁଏଞ୍ଜା ପୁଣିଥରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଇ ଦେଇଛି । ପ୍ରଥମ ଥର…

କ୍ରୀଡ଼ା ବିକାଶରେ ନୂଆ ଅଧ୍ୟାୟ, ସୁନ୍ଦରଗଡ଼ବାସୀଙ୍କୁ ୯୬୪ କୋଟିର ପ୍ରକଳ୍ପ ଭେଟ

ରାଉରକେଲା : ଆଜି ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମ୍‌ ସମେତ…

ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହେଲେ ସି ଜିନପିଙ୍ଗ

ବେଜିଂ: ସି ଜିନପିଙ୍ଗ ତୃତୀୟ ଥର ଚୀନର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ନ୍ୟାଶନାଲ୍‌ ପିପୁଲ୍ସ କଂଗ୍ରେସ (ଏନପିସି) ର ୧୪ ତମ ବୈଠକରେ ସି ଜିନପିଙ୍ଗଙ୍କୁ ସର୍ବସମ୍ମତି କ୍ରମେ ଚୀନର ଅଧ୍ୟକ୍ଷ ତଥା କେନ୍ଦ୍ରୀୟ ସୈନ୍ୟ ଆୟୋଗର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି । ଶୁକ୍ରବାର ଚୀନ ସଂସଦରେ…