ଆଦିବାସୀଙ୍କ ଟଙ୍କା ହଡପ ଘଟଣା : ଫରେଷ୍ଟର ଓ ରେଞ୍ଜର ନିଲମ୍ବିତ

ଭୁବନେଶ୍ୱର/ମାଲକାନଗିରି  : ମୃତ କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ହଡ଼ପ ଘଟଣାରେ ୨ ବନ କର୍ମଚାରୀ ନିଲମ୍ବିତ । ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମା ଅଧୀନରେ କେନ୍ଦୁପତ୍ର ବିଭାଗରେ ଚଞ୍ଚକତା କରି ଆଦିବାସୀଙ୍କ ଟଙ୍କା ହଡ଼ପ ଘଟଣାରେ ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ରେଞ୍ଜର ଦୁର୍ଗା ପ୍ରସାଦ…

୭ ଦିନିଆ ରିମାଣ୍ଡରେ ମନୀଷ ସିସୋଦିଆ

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବଢୁଛି ଆପ୍‌ ନେତାଙ୍କ ଅଡ଼ୁଆ । ଅଧିକ ପଚରାଉଚରା ପାଇଁ ସିସୋଦିଆଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ । ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ରହିବେ ମନୀଷ୍‌ । ସିସୋଦିଆଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ…

ଆମେରିକାକୁ ଶକ୍ତ ଝଟକା ଦେଲା ଚୀନ, ଇରାନ-ସାଉଦି ମଧ୍ୟରେ ଆରମ୍ଭ ହେବ କୂଟନୈତିକ ସମ୍ପକ

ନୂଆଦିଲ୍ଲୀ: ମଧ୍ୟ ପ୍ରାଚ୍ୟର ଦୁଇ ଶକ୍ତି ଇରାନ ଏବଂ ସାଉଦି ଆରବ ମଧ୍ୟରେ  ପୁଣି ଥରେ ବନ୍ଧୁତା ଆରମ୍ଭ ହୋଇଛି । ଇରାନୀ ମିଡିଆ ଶୁକ୍ରବାର ଏହି ସୂଚନା ଦେଇଛି । ରିପୋର୍ଟ ଅନୁସାରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦେଶ ପୁଣି ଥରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠା କରିବା ଉପରେ ସହମତ ହୋଇଛନ୍ତି । ଦୁଇ…

ସ୍ମାର୍ଟଫୋନ, ଏସି-ଫ୍ରିଜର ମୂଲ୍ୟରେ ହ୍ରାସ

ନୂଆଦିଲ୍ଲୀ: ଖରା ଦିନରେ ସାଧାରଣତଃ ମହଙ୍ଗା ହେଉଥିବା ଫ୍ରିଜ ଏବଂ ଏସି ସହ ସ୍ମାର୍ଟଫୋନ ଏଥର ଶସ୍ତା ହୋଇଛି । ତିନି ବର୍ଷରେ ପ୍ରଥମ ଥର ପାଇଁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଗୁଡିକ ମୂଲ୍ୟ ୪ ହଜାର ଟଙ୍କା ଯାଏ ଶସ୍ତା ହୋଇଛି । ନିର୍ମାଣରେ କମ ଖର୍ଚ୍ଚ ଏବଂ ବଳକା ସାମଗ୍ରୀର ଶୀଘ୍ର ବିକ୍ରି ପାଇଁ…

କେନ୍ଦ୍ରୀୟ ଅବହେଳା: ଲୋକଙ୍କୁ ସଚେତନ କରିବ ବିଜେଡି

ଭୁବନେଶ୍ୱର : ଓଡିଶାକୁ ଅବହେଳା କରୁଛି କେନ୍ଦ୍ର । କେନ୍ଦ୍ରୀୟ ଅବହେଳା ଓ ଦର ନିୟନ୍ତ୍ରଣରେ କେନ୍ଦ୍ରର ବିଫଳତା ନେଇ ଲୋକଙ୍କୁ ବିଜେଡି ସଚେତନ କରିବ । ଓଡ଼ିଶାର ହଜାର ହଜାର ଗରିବ ଲୋକଙ୍କ ଚାଉଳ କାଟିବାଠାରୁ ଆରମ୍ଭ କରି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ କରୁଛି କେନ୍ଦ୍ର…

ଚିନ୍ତା ବଢ଼ାଇଲା ଇନ୍‌ଫ୍ଲ୍ୟୁଏଞ୍ଜା ସଂକ୍ରମଣ, ଓଡ଼ିଶାରେ ୫୯ ଏଚ୍‌୩ଏନ୍‌୨ ଆକ୍ରାନ୍ତ

ଭୁବନେଶ୍ୱର, ୧୧ା୩(ଡିକେ ନ୍ୟୁଜ): ବଢ଼ି ଚାଲିଛି ଥଣ୍ଡା, ଜ୍ୱର ଓ କାଶ ଆକ୍ରାନ୍ତଙ୍କ ସଂଖ୍ୟା । ବିଭିନ୍ନ ରାଜ୍ୟରେ ଇନଫ୍ଲ୍ୟୁଏଞ୍ଜାଏର ଉପ-ପ୍ରଜାତି ଏଚ୍‌୩ଏନ୍‌୨ ଭୂତାଣୁ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଗକୁ ଏହା ଆହୁରି ଅଧିକ ସଂକ୍ରାମକ ହେବ ବୋଲି ଆଶଙ୍କା…

୨୬ରେ ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ୱର : ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ୨୬ ତାରିଖ ଦିନିକିଆ ଗସ୍ତରେ ଆସୁଛନ୍ତି ଶ୍ରୀ ଶାହ । ପ୍ରଥମେ ଭଦ୍ରକ ଜିଲ୍ଲା ଆରଡିଠାରେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବେ । ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ସାଆଁଳପୁର ପଡ଼ିଆରେ ବିରାଟ ସାଧାରଣ ସଭାରେ…

ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ଉପରେ ଲଞ୍ଚ ହେଲା ମାଇକ୍ରୋସାଇଟ୍‌, ଅତୁଟ ଭାବନାର ପ୍ରତିଫଳନ ‘ମାତୃତ୍ୱ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଫିସିଆଲ୍‌ ୱେବସାଇଟରେ "ମା' ନାମକ ଏକ ମାଇକ୍ରୋ ସାଇଟର ଶୁଭାରମ୍ଭ କରାଯାଇଛି; ଯେଉଁଥିରେ ତାଙ୍କ ମା'ଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ଏବଂ ମାତୃତ୍ୱର ଅତୁଟ ଭାବନାକୁ ପ୍ରକାଶ କରାଯାଇଛି । ୨୦୨୨ଡିସେମ୍ବର ୩୦ ତାରିଖରେ…

ସୁନ୍ଦରଗଡ଼ରେ 5T ସଚିବ ଭି.କେ ପାଣ୍ଡିଆନ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ 5T ସଚିବ ଭି.କେ ପାଣ୍ଡିଆନ୍ । ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ପ୍ରଥମେ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ କରିଥିଲେ । ସ୍କୁଲରେ ପହଞ୍ଚିବା ପରେ ଛାତ୍ରୀଙ୍କ ସହ ଆଲୋଚନା…

ପୋଖରୀରୁ ମିଳିଲା ମଣିଷ ଖପୁରୀ

ବାଲେଶ୍ବର: ପୋଖରୀରୁ ମିଳିଲା ନର କଙ୍କାଳ। ଅଖା ବସ୍ତାରେ ବନ୍ଧା ଅବସ୍ଥାରେ ମିଳିଛି ମଣିଷ ଖପୁରୀ ଓ ହାଡ଼। ବାଲେଶ୍ବର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଦୁରୁଣ୍ଡି କାଳ ପୋଖରୀରୁ ଉଦ୍ଧାର ହୋଇଛି ଏହି ନର କଙ୍କାଳ । ଏଠାରେ କୌଣସି ବ୍ୟକ୍ତିଙ୍କୁ ହତ୍ୟା କରି ଫୋପଡା ଯାଇଥିବା ଅଭିଯୋଗ…