ଜଳବାୟୁ ପରିବର୍ତ୍ତନର ପ୍ରଭାବ ବଢ଼ିବ ବଜ୍ରପାତ ଓ ଜଙ୍ଗଲ ନିଆ
ନୂଆଦିଲ୍ଲୀ : ଦିନକୁ ଦିନ ଜଙ୍ଗଲରେ ହଠାତ ନିଆଁ ଲାଗିବା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଜଙ୍ଗଲରେ ନିଆଁ ଲାଗିବା ହେତୁ ଅକାରଣେ ଅନେକ ଜୀବଜନ୍ତୁଙ୍କ ମୃତ୍ୟୁ ସହିତ ମୂଲ୍ୟବାନ ଗଛସବୁ ଜଳି ନଷ୍ଟ ହୋଇଯାଉଛି । ସାରା ବିଶ୍ୱରେ ଜଙ୍ଗଲରେ ନିଆଁ ଲାଗିବାର ମୁଖ୍ୟ କାରଣ ବଜ୍ରପାତ ବୋଲି…