ଆଇସିସି ଟେଷ୍ଟ ରାଙ୍କିଙ୍ଗ ୬ ପଏଣ୍ଟ ହରାଇ ବି ଅଶ୍ୱିନ ନଂ-୧ ଟେଷ୍ଟ ବୋଲର

ନୂଆଦିଲ୍ଲୀ : ଭାରତର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ୬ ରେଟିଂ ପଏଣ୍ଟ ହରାଇଛନ୍ତି । ତଥାପି ସେ ଇଂଲିଶ ଟିମର ଜେମ୍ସ ଆଣ୍ଡରସନଙ୍କ ସହ ଯୁଗ୍ମ ଭାବେ ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛନ୍ତି । ଉଭୟଙ୍କ ପଏଣ୍ଟ ସଂଖ୍ୟା ୮୫୯ ରହିଛି ।…

୧୧୦ କେଜି ଜଙ୍ଗଲୀ ମାଂସ ଜବତ: ଦୁଇ ଗିରଫ

ଓଡ଼ଗାଁ : ଓଡ଼ଗାଁ ବନାଞ୍ଚଳ ଅଧିନସ୍ଥ ଲାଉଖାଲ ନର୍ସରି ନିକଟରୁ ବନବିଭାଗ ୬୦ କେଜି ଜଙ୍ଗଲୀ ମାଂସ ଜବତ କରିବା ସହ ଏକ ଅଟୋ ଜବତ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ସଂପୃକ୍ତ ରଙ୍ଗଣୀପାଟଣା ପଞ୍ଚାୟତ ଗୋଡିପଲ୍ଲୀ ଗ୍ରାମର ପୀତବାସ ନାହାକ (୫୬) ଓ ଜଗନ୍ନାଥପ୍ରସାଦ ଥାନା ପଞ୍ଚୁଭୁତି ଗ୍ରାମର…

ପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କୁ ଗଳା କାଟି ହତ୍ୟା

ଇସ୍‌ଲାମାବାଦ: ପାକିସ୍ତାନରେ ଜଣେ ଖ୍ୟାତନାମା ଚର୍ମରୋଗ ବିଶେଷଜ୍ଞ ଡାକ୍‌ତରକୁ ହତ୍ୟା କଲା ଡ୍ରାଇଭର । ଡାକ୍ତର ହିନ୍ଦୁ ଥିବା ବେଳେ ଡ୍ରାଇଭର ମୁସଲମାନ । ଏହି ଘଟଣାକୁ ନେଇ ପାକିସ୍ତାନରେ ରାଜନୀତି ଜୋର ଧରିଛି । ପାକିସ୍ତାନ ହାଇଦ୍ରାବାଦର ଧରମ ଦେବ ରାଠୀ ଉକ୍ତ ଅଞ୍ଚଳର ଜଣେ ପ୍ରଖ୍ୟାତ…

ବିଶ୍ୱ ଧନୀ ତାଲିକାରେ ୧୨ଟି ସ୍ଥାନ ଉପରକୁ ଉଠିଲେ ଆଦାନୀ

ନୂଆଦିଲ୍ଲୀ : ଶିଳ୍ପପତି ଗୌତମ ଆଦାନୀଙ୍କୁ ହିଣ୍ଡେନବର୍ଗ ରିପୋର୍ଟ ଝଟ୍‌କା ଲାଗିବା ପରେ ଜୋରଦାର କମବ୍ୟାକ୍‌ କରୁଛନ୍ତି । ଆମେରିକୀୟ ରିସର୍ଚ୍ଚ ସଂସ୍ଥା ହିଣ୍ଡେନବର୍ଗର ଗୋଟିଏ ରିପୋର୍ଟ ଆଦାନୀଙ୍କ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟକୁ ଧ୍ୱସ୍ତବିଧ୍ୱସ୍ତି ରିପକାଇଥିଲା । ସ୍ଥିତି ଏମିତି ହୋଇଥିଲା…

ରହସ୍ୟ ବଢ଼ାଉଛି ଗୁପ୍ତଚର ପାରା

ପାରାଦୀପ : ପାରଦୀପ ବନ୍ଦରରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ସାରଥୀ ନାମକ ମାଛଧରା ଟ୍ରଲରରୁ ଏହି ଗୁପ୍ତଚର ପାରାକୁ ପୋଲିସ ଜବତ କରିଛି । ଏହି ଟ୍ରଲର ପୁରୀ ଜିଲ୍ଲା କୋଣାର୍କ ପାଖ ସମୁଦ୍ରରୁ ମାଛ ଧରିବା ବେଳେ ଏକ ପାରା ଉଡ଼ି ଆସି ଟ୍ରଲର ଉପରେ ବସିଥିଲା । ଏହି ପାରା ଗୋଡ଼ରେ ସ୍ପାଏ…

୧୨ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର, ଯୋଗାଣ ବିଭାଗରେ ଘରୋଇ ଡିଲରଙ୍କୁ ପୁନଃନିଯୁକ୍ତି

ଭୁବନେଶ୍ୱର : ସରିଲା ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ରାଜସ୍ୱ, ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ସମବାୟ ଆଦି ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଥିବା ସୂଚନା ମିଳିଛି ।…

ବିଶ୍ୱର ସର୍ବବୃହତ୍‌ ଷ୍ଟାଡିୟମ୍‌ର ମାନ୍ୟତା ପାଇଛି ବିର୍ସା ମୁଣ୍ଡା ମୁଖ୍ୟମନ୍ତ୍ରୀ ଗ୍ରହଣ କରିବେ ଗିନିଜ୍‌ ରେକର୍ଡ…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଯିବେ । ଅପରାହ୍ନ ୫ଟା ୨୦ରେ ମୁଖ୍ୟମନ୍ତ୍ରୀ ରାଉରକେଲା ବିମାନବନ୍ଦରରେ ପହଞ୍ଚିବା ପରେ ୫ଟା ୩୦ ମିନିଟରେ ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମକୁ ଉଦଘାଟନ କରିବେ । ଏହାସହ ଷ୍ଟାଡିୟମ ପରିସରରେ ନିର୍ମିତ ମଲଟି ଲେବୁଲ କାର୍‌…

ଏପ୍ରିଲରୁ ୩୧୭ ତହସିଲରେ ଭର୍ଚୁଆଲ କୋର୍ଟ

କଟକ : ଏପ୍ରିଲରୁ ୩୧୭ ତହସିଲରେ କାର୍ଯ୍ୟକାରୀ ହେବ ଭର୍ଚୁଆଲ କୋର୍ଟ । ଆଭାସି ମାଧ୍ୟମରେ ହେବ ଜମିଜମା ସମ୍ପର୍କିତ କେସ ଫଇସଲା । ପରୀକ୍ଷାମୂଳକ ଭାବେ ୮୦ଟି ତହସିଲ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ବେଳେ ୩୦୦୦ ମାମଲାର ସମାଧାନ ହୋଇଛି । ଚଳିତ ବର୍ଷ ପୂରଣ ହେବ ୫୪୫ ଓଏସ୍‌/ଓଆରଏସ୍‌ ପଦବୀ ।…

ମହିଳା ସଶକ୍ତିକରଣ: ନୂଆ ରାସ୍ତା ଦେଖାଇଥିଲେ ବିଜୁବାବୁ, ମା’ଙ୍କ ଦକ୍ଷତା ନବୀନ ଓଡ଼ିଶାର ପରିଚୟ ହେଉ

ଭୁବନେଶ୍ୱର : ବିଜୁ ମହିଳା ଜନତା ଦଳ ପକ୍ଷରୁ ଭୁବନେଶ୍ୱରରେ ଆଜି ପାଳିତ ହୋଇଛି ରାଜ୍ୟସ୍ତରୀୟ ମହିଳା ଦିବସ । ଏଥିରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ ମା'ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟସ୍ତରୀୟ…

ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ । ଟ୍ବିଟ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଲେ ଅଭିନେତା ଅନୁପମ ଖେର । ସତୀଶ କୌଶିକ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ଘନିଷ୍ଠ ବନ୍ଧୁ ଅନୁପମ ଖେର…