Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
କାଲିଠୁ ବିଧାନସଭା – ମମିତା ମେହେର ହତ୍ୟାକାଣ୍ଡ ବିଜେପିର ମୁଖ୍ୟ ପ୍ରସଙ୍ଗ
-ବାଚସ୍ପତି ନିରପେକ୍ଷ ହେଲେ, ଗୃହ ଚଲାଇବା ପାଇଁ ସହଯୋଗ କରିବ ବିଜେପି: ମୋହନ ମାଝୀ
ଭୁବନେଶ୍ୱର : ରାଜ୍ୟର ସାଂପ୍ରତିକ ପରିସ୍ଥିତି ସମେତ କିଛି ମୁଖ୍ୟ ପ୍ରସଙ୍ଗକୁ ନେଇ ବିଜେପି ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଥିବା ବିଧାନସଭା ଶୀତକାଳିନ ଅଧିବେସନରେ ଆଲୋଚନା କରିବ । ଚଳିତ ବିଧାନସଭା…
ବିଧାନସଭାର ଶୀତ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୁଲିସ ଡିଜି
-30 ପ୍ଲାଟୁନ ଫୋର୍ସ ମୁତୟନ, ବିଧାନସଭା ଆଡକୁ ଯାଇଥିବା ସମସ୍ତ ରାସ୍ତାରେ କଟକଣା
ଭୁବନେଶ୍ବର : ବିଧାନସଭାର ଶୀତକାଳୀନ ଅଧିବେଶନ ବୁଧବାର ଠାରୁ ଆରମ୍ଭ ହେଉଥିବା ବେଳେ ଏହାର ଦିନକ ପୂର୍ବରୁ ରାଜ୍ୟ ପୋଲିସ ମହାନିର୍ଦେଶକ ବରିଷ୍ଠ ଅଧିକାରୀ ମାନଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି…
ସୁରୁଖୁରୁରେ ବିଧାନସଭା ଚଳାଇବାକୁ ସର୍ବଦଳୀୟ ବୈଠକ
ଭୁବନେଶ୍ୱର : ଆସନ୍ତା ୧ ତାରିଖରୁ ବିଧାନସଭାରେ ଶୀତକାଳାୀନ ଅଧିବେଶନ ଆରମ୍ଭ ହେବ । ଏଥର ମଧ୍ୟ ୨ ଟି ପର୍ଯ୍ୟାୟରେ ଦିନକୁ ୫ ଘଂଟା ଗୃହର ବୈଠକ ବସିବ । ଅପରପକ୍ଷରେ ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ପ୍ରଶ୍ନକାଳ ସମୟରେ ହଟ୍ଟଗୋଳ ନ କରିବା ପାଇଁ ଥିବା ପ୍ରସ୍ତାବ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରଗଲା…
ସର୍ବଦଳୀୟ ବୈଠକକୁ ବର୍ଜନ କଲା ବିଜେପି
ଭୁବନେଶ୍ୱର : ଆଗାମୀ ନଭେମ୍ବର ୧ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ଦ୍ୱାରା ଆହୁତ ସର୍ବଦଳୀୟ ବୈଠକକୁ ଭାରତୀୟ ଜନତା ପାର୍ଟୀ ବର୍ଜନ କରିଛି । ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପିକୁ ତାର ହକ୍ ଦିଆଯାଉ ନଥିବା ଅଭିଯୋଗ କରି ପାର୍ଟୀର ବିଧାୟକ ଦଳର ଉପନେତା…
ମୁଁ ସୁରକ୍ଷିତ ନୁହେଁ, ମୋତେ ସୁରକ୍ଷା ଦିଅନ୍ତୁ ରାଜ୍ୟ ସରକାର – ଅପରାଜିତା ଷଡଙ୍ଗୀ
ଭୁବନେଶ୍ୱର : ଗୁରୁବାର ଦିନ ରାତ୍ରୀରେ ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ଅଂଚଳରେ ରାଜନୈତିକ ହିଂସା ଘଟଣା ପରେ ରାଜ୍ୟ ସରକାରଙ୍କୁ ସୁରକ୍ଷା ମାଗିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ।
ଗତ କାଲିର ଘଟଣା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ…
ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ସ୍ଥଗିତ ରଖିବା ପ୍ରସଙ୍ଗ
-ଆସନ୍ତା ସପ୍ତାହରେ ହାଇକୋର୍ଟରେ ଆବେଦନ ଦାଖଲ କରିବ ସହର ତଳି ମିଳିତ କ୍ରିୟାନୁଷ୍ଠାନ କମିଟି
ଗଞ୍ଜାମ : ଦୀର୍ଘ ଦିନର ଦାବୀ, ଆନ୍ଦୋଳନ, ପଚାଂୟତ ମିଶ୍ରଣର ଇଚ୍ଛା ସଂକଳ୍ପ ପତ୍ର ଏବଂ ସର୍ବୋପରି ଉଚ୍ଚ ନ୍ୟାୟାଳୟଙ୍କ ପରାମର୍ଶ ସତ୍ୱେ ସହର ସନ୍ନିକଟ ଅଂଚଳ ଏବଂ ପାର୍ଶ୍ୱବର୍ତୀ ପଚାଂୟତ…
କେନ୍ଦ୍ର ସରକାରଙ୍କ ଅହେତୁକ ରନ୍ଧନଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ମାଲକାନଗିରି ଠାରେ ବିଜେଡିର ଗଣ ଧାରଣା ଓ ବିକ୍ଷୋଭ
ମାଲକାନଗିରି : କେନ୍ଦ୍ର ସରକାରଙ୍କ ଅହେତୁକ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ମାଲକାନଗିରି ବ୍ଲକ ଠାରେ ବିଜୁ ମହିଳା, ବିଜୁ ଯୁବ ଏବଂ ବିଜୁ ଛାତ୍ର ଜନତା ଦଳର ଆହ୍ବାନ କ୍ରମେ ଗଣ ଧାରଣ ଓ ବିକ୍ଷବ ପ୍ରଦର୍ଶନ ଅନୁଷ୍ଠିତ ହୋଇ ଯାଇଛି ।
ଏହି ପରିପ୍ରେକ୍ଷୀରେ…
ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ : ୮୩୯ କୋଟି ୧୫ ଲକ୍ଷ ଟଙ୍କାର ୨୭୪ଟି ପ୍ରକଳ୍ପର ଉଦଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ
କନ୍ଧମାଳ : କନ୍ଧମାଳରେ ୮୩୯ କୋଟି ୧୫ ଲକ୍ଷ ଟଙ୍କାର ୨୭୪ ଟି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାରେ ବିଜୁ…
ସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ ଭୋଟର ତାଲିକା ସଂଶୋଧନ ନିମନ୍ତେ ବୁଲିଲା ସଚେତନତା ରଥ
ପୁରୀ : ଭାରତୀୟ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଧେଶାନାମା ଅନୁଯାୟୀ, ଜିଲ୍ଲାରେ ସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ- ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜାରି ରହିଛି । ଆସନ୍ତା ଜାନୁୟାରୀ ପହିଲା ପର୍ଯ୍ୟନ୍ତ ୧୮ ବର୍ଷ ବୟସ ହେଉଥିବ ସେମାନେ ନୂତନ ଭୋଟର ଭାବେ ନାମ…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ କୋଇକୋଣ୍ଡାଠାରେ ବିଜେଡ଼ିର ସାଙ୍ଗଠନିକ ବୈଠକ
ମାଲକାନଗିରି : ମାଲକାନଗିରି ନିର୍ବାଚନ ମଣ୍ଡଳୀ କାଲିମେଳା ବ୍ଲକ ଅନ୍ତର୍ଗତ ଜୋନ ୧ ମହାରାଜ ପାଲ୍ଲୀ ପଞ୍ଚାୟତ କୋଇକୋଣ୍ଡାଠାରେ ଏମ୍ ପିଭି ୮୧ ଠାରେ ଦ୍ବିତୀୟ ପଞ୍ଚାୟତ ସ୍ତରୀୟ ଆଲୋଚନା ବୈଠକ ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ବୈଠକ ମହାରାଜ ପାଲି ପଞ୍ଚାୟତର ସମସ୍ତ…