Browsing Category

ରାଜ୍ୟ

ଷଷ୍ଠଶ୍ରେଣୀ ଛାତ୍ରୀ ପ୍ରତିଭାଙ୍କ କମାଲ୍, କଣ୍ଟେନମେଣ୍ଟ ଜୋନ୍ ପାଇଁ ପ୍ରସ୍ତୁତ କଲେ ଆପ୍

ଗଞ୍ଜାମ : ମହାମାରୀ କରୋନା ଯୋଗୁଁ ଚିନ୍ତାରେ ସାରା ବିଶ୍ୱ । ଏହାକୁ ରୋକିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ଚେଷ୍ଟା ଜାରି ରହିଛି । ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା ସଂକ୍ରମଣ ବ୍ୟାପୁଥିବା ସ୍ଥାନ ଵା କଣ୍ଟେନମେଣ୍ଟ ଜୋନକୁ ଚି଼ହ୍ନଟ ଲାଗି ଏକ ଆପ୍ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି…

ରାଜ୍ୟରେ ଗତ ୨୪ ଘଂଟାରେ କରୋନାରେ ୩୨ଜଣଙ୍କର ମୃତ୍ୟୁ,ମୃତ୍ୟୁ ସଂଖ୍ୟା ବଢି ୨୫୧୬ ହେଲା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାରେ ୩୨ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୨୫୧୬ ହୋଇ ଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ…

ସଟ୍ ଡାଉନ ରାତିରେ ଲୁଟେରା ସକ୍ରିୟ : ଭାଙ୍ଗିଲେ ଏଟିଏମ ମେସିନ୍

ଟାଙ୍ଗୀ : ଖୋରଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡାଘାଟ ଗଣେଶ ବଜାରରେ ସଟ୍ ଡାଉନ ଯୋଗୁଁ ଲୋକେ ଘରେ ରହୁଛନ୍ତି । ବଜାର ଘାଟ ଶୁନଶାନ । ଏହାର ସୁଯୋଗ ନେଇ ଗ୍ରାମାଞ୍ଚଳରେ ଲୁଟେରା ସକ୍ରିୟ ହୋଇଉଠିଛନ୍ତି । ଗତକାଲି ବିଳମ୍ବିତ ରାତିରେ କାନାଡା ବ୍ୟାଙ୍କ୍ର ଏଟିଏମ ମେସିନ୍କୁ ଲୁଟେରାମାନେ…

ପୁରୀ ସମୁଦ୍ର କୂଳେ ଜେଲିଫିସ୍ ମଡ଼କ

ପୁରୀ : ଆଜି ପୁରୀ ସମୁଦ୍ର କୂଳେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି । କୁଢ଼ କୁଢ଼ ମୃତ ଜେଲିଫିସ୍ ଦିଗବାରିଣୀ ସମୁଦ୍ର କୂଳ ନିକଟରେ ଲାଗିଥିବା ଦେଖିବାକୁ ମିଳିଛି । ଗତ ଦୁଇ ଦିନ ତଳେ ପେଣ୍ଠକଟା ସମୁଦ୍ର କୂଳେ ହଜାର ହଜାର ସଂଖ୍ୟାରେ ଡିସ୍କୋ କୋକଲି ମାଛ ମରି ପଡିଥିବା ଦେଖିବାକୁ ମିଳିଥିଲା ।…

ରାଜ୍ୟରେ ଗୋଟିଏ ଦିନରେ ୧୧୦୫୯ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୩୪୪୧

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୧୦୫୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୩୪୪୧ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୫୮୯୬୧୦ ରୋଗୀ ସୁସ୍ଥ…

ରଥଖଳା ହାଲଚାଲ : ଯନ୍ତାପଟ୍ଟାରେ ଦାଗ ଦିଆଗଲା

ପୁରୀ : ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ୩ ରଥ ନିର୍ମାଣ ରଥଖଳାରେ ଆଗେଇ ଚାଲିଛି । ଆଜି ଅଷ୍ଟମ ଦିନରେ ଚକରେ ଅର, ପଇ ବାଡେଇବା ପାଇଁ ଯନ୍ତାପଟା ଆବଶ୍ୟକ । ଜନ୍ତାପଟ୍ଟା ମାପ ଅନୁସାରେ କଟାଯାଇଛି । ସେଥିରେ ଦାଗ ଦିଆଯାଇଛି । ବିନ୍ଧ ପାଇଁ ଚିହ୍ନ ଦିଆଯାଇଛି । ରଥଖଳାରେ ଆଜି ୧୧୧ଜଣ ସେବାୟତ…

ବାତ୍ୟା ପୂର୍ବରୁ ଏସ୍ଆର୍ସିଙ୍କ ପ୍ରସ୍ତୁତି ସମୀକ୍ଷା ବୈଠକ, ଲୋକଙ୍କୁ ଥଇଥାନ ପାଇଁ ୭୬୫ଟି କେନ୍ଦ୍ର ପ୍ରସ୍ତୁତ,…

ଭଦ୍ରକ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଅବପାତର ରୂପ ନେଇ ସାରିଛି । ଯାହା ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ଯାହାକୁ ନେଇ ଭଦ୍ରକ ଜିଲ୍ଳାରେ କିଭଳି ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ରହିଛି ସେ ନେଇ ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନର ଏସ୍ଆର୍ସି ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ…

ବାତ୍ୟାପାଇଁ ଜଳ ସମ୍ପଦ ବିଭାଗ ଅଧିକାରୀମାନଙ୍କ ଛୁଟି ବାତିଲ୍

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ୟାସ୍ ପାଇଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି । କେହି ହେଡ୍ କ୍ୱାର୍ଟର୍ସ ଛାଡ଼ି ଯାଇପାରିବେ ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲାକୁ…

ପାଣିପାଗ ବିଭାଗର ପୂର୍ବାନୁମାନ : ବାତ୍ୟା ୟସ୍ ୨୬ ତାରିଖରେ ପାରାଦୀପ ସାଗରଦ୍ୱୀପ ମଝିରେ କରିପାରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର: ଅବପାତର ରୂପ ନେଇଛି ଲଘୁଚାପ । ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି । ଆସନ୍ତାକାଲି ସୁଦ୍ଧା ବାତ୍ୟାରେ ପରିଣତ ହେବ ୟସ୍ । ଏହା ୨୪ ତାରିଖ ଅର୍ଥାତ୍ ଆସନ୍ତାକାଲି ବାତ୍ୟାର ରୂପ ନେବା ପରେ ‘ୟସ୍’ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ଅତି ତୀବ୍ର…

ଖାକିରେ ଦାଗ : ୪ ଅଭିୟୁକ୍ତ ଗିରଫ

ରାୟଗଡା : ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଗୁଡାରି ଥାନା ଅନ୍ତର୍ଗତ ଗୁମୁଡା ନିକଟରେ ଗଂଞ୍ଜେଇ ଚୋରା ଚାଲାଣ ସଂମ୍ପୃକ୍ତି ନେଇ ହରଡଘଣାରେ ତିନି ହୋମଗାର୍ଡ । ଅର୍ଥ ଲୋଭରେ ଗଂଞ୍ଜେଇ ଗାଡିକୁ ପାସ୍ କରିବା ପଡିଲା ମହାଙ୍ଗା । ତିନି ହୋମଗାର୍ଡ ସମେତ ଜଣେ ଅଭିଯୁକ୍ତକୁ ଗିରଫ କରିଛି…