Browsing Category

ରାଜ୍ୟ

ସୀମାନ୍ତରେ ଡ଼ିଆରଜି ଯବାନଙ୍କ ଗଳାକାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାରେ ମାଓବାଦୀ ମାନେ ଜଣେ ଡ଼ିଆରଜି ଯବାନଙ୍କୁ ଅପହରଣ କରିନେଇ ଗଳାକାଟି ହତ୍ୟା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସୁକୁମା ଜିଲ୍ଲା ଦରନାପାଲ ଥାନା ଅନ୍ତର୍ଗତ ପେଟା ଗାଁର ଡ଼ିଆରଜି ଯବାନ ବେଟି ଭୀମା ଗତକାଲି…

୩ ରାଜ୍ୟର ପୋଲିସ ବ୍ୟାରିକଡ଼ ଭାଙ୍ଗି ଖସି ପଳାଇବାକୁ ଉଦ୍ୟମ କରୁଥିବା ସ୍କୋପ୍ରିଓ ଗାଡିକୁ ଧରିଲା ଛତିଶଗଡ଼ ପୋଲିସ

ମାଲକାନଗିରି : କରୋନା ସଂକ୍ରମଣ ଯୋଗୁଁ ଲକଡାଉନ ଘୋଷଣା କରାଯାଇଥିବାବେଳେ ଆନ୍ଧ୍ର, ଓଡିଶା, ଛତିଶଗଡ଼ ୩ ରାଜ୍ୟର ସୀମାକୁ ସିଲ କରାଯାଇଛି । ଏପରି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜଣେ ଯୁବକ ସ୍କୋପ୍ରିଓ ଗାଡ଼ିରେ ୩ ରାଜ୍ୟର ପୋଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରି ୩ ରାଜ୍ୟର ପୋଲିସ…

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି

ପୁରୀ : ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ଶ୍ରୀମୁଖ ଶୃଙ୍ଗାର ଅର୍ଥାତ୍ ବନକଲାଗି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ପରେ ଏହି ଗୁପ୍ତ ସେବା ଆରମ୍ଭ ହେବ । ଏଥିପାଇଁ ଗର୍ଭଗୃହର ଦ୍ୱାର ପ୍ରାୟ ୪ ଘଂଟା ବନ୍ଦ ରହିବ । ଦତ ମହାପାତ୍ର ସେବକମାନେ ଶ୍ରୀଜୀଉଙ୍କ ଏହି ଗୁପ୍ତ ନୀତି ସମାପନ…

ଚିନ୍ତା ପ୍ରକଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ : ଟ୍ରିପଲ୍ ମ୍ୟୁଟାଣ୍ଟ ବିଶ୍ୱ ପାଇଁ ବିପଦ

ନୂଆଦିଲ୍ଲୀ : ବିଶ୍ୱର ଜନବହୁଳ ରାଷ୍ଟ୍ରଗୁଡିକରେ କରୋନା ସଂକ୍ରମଣ ଉଦ୍ବେଗଜନକ ସ୍ଥିତିରେ ଥିବାବେଳେ ଭାରତରେ ଦିନକୁ ଦିନ ଏହା ନିୟନ୍ତ୍ରଣ ବାହାରକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଭାରତ ପାଇଁ “ଟୁଗେଦର ଫର ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଛି । ବିଶ୍ୱ…

୨୪ ଘଂଟାରେ ସାରା ରାଜ୍ୟରେ ବର୍ଷିବ , ୧୫ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିିଂ

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ । ଏହା ପ୍ରଭାବରେ ମଙ୍ଗଳବାର ଦିନ ରାଜଧାନୀ ଭୁବନେଶ୍ୱର , କଟକ ସମେତ ବାଲେଶ୍ୱର ,ଯାଜପୁର, ଢେଙ୍କାନାଳ, ପୁରୀ , ଜଗତସିଂହପୁର ଆଦି ବିଭିନ୍ନ ଜିଲ୍ଲାରେ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହିବାର ଦେଖାଦେଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ…

ବରିଷ୍ଟ ନାଗରିକଙ୍କୁ ସାହାଯ୍ୟ କଲା ପୁରୀ ପୋଲିସ

-୧୦ ବରିଷ୍ଟ ନାଗରିକ ଙ୍କୁ ପୋଲିସ ସାହାଯ୍ୟ ପୁରୀ : ଆଜି ଦଶ ଜଣ ବରିଷ୍ଟ ନାଗରିକଙ୍କୁ ପୁରୀ ପୋଲିସ ଘରେ ପହଁଚି ସାହାଯ୍ୟ ଓ ସହଯୋଗ କରିଛି । ଯେଉଁ ମାନଙ୍କ ଘରେ ସାଁବାଳକ ବ୍ୟକ୍ତି ନ ଥିବେ ସେହି ବରିଷ୍ଟ ନାଗରିକ ମାନଙ୍କୁ ପୋଲିସ ସାହାଯ୍ୟ କରିବ । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ହେଲ୍ପ…

ଛତିଶଗଡରେ କରୋନାରେ ୧୦ ମାଓବାଦୀଙ୍କ ମୃତ୍ୟୁ,୪୦୦ରୁ ଅଧିକ ଆକ୍ରାନ୍ତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା ଓ ବିଜାପୁର ଜିଲ୍ଲା ସୀମାନ୍ତରେ ଗତ ୨୦ ଦିନ ତଳେ ମାଓ ସଂଗଠନ ଏକ ବୈଠକ କରିଥିଲା । ଏଥିରେ ଆନ୍ଧ୍ର, ତେଲେଗାନା, ଓଡିଶା ଓ ଛତିଶଗଡ଼ ରାଜ୍ୟରୁ ପ୍ରାୟ ୫ ଶହ ରୁ ଅଧିକ ମାଓବାଦୀ ଯୋଗଦେଇଥିଲେ । ଏହି ବୈଠକ ପରେ ବହୁ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୩,୨୯,୯୪୨ ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୩,୨୯,୯୪୨ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୩,୮୭୬ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା : ୨,୨୯,୯୨,୫୧୭ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…

ରାଜ୍ୟରେ ଗୋଟିଏ ଦିନରେ ୯୭୯୩ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୪୬୬୬

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୯୭୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୪୬୬୬କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୪୫୭୫୬୯ ରୋଗୀ ସୁସ୍ଥ ହୋଇ…

ବିଡିପୁର ଗ୍ରାମ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ବିଡିପୁର ପଚାଂୟତ ଅନ୍ତର୍ଗତ ବିଡିପୁର ଗ୍ରାମରେ କରୋନା ମହାମାରୀରେ ୬ ଜଣଙ୍କ ମୃତ୍ୟୁ ଘଟିବା ସହ ସଂକ୍ରମଣ ବଢିବାରେ ଲାଗିଛି । ଫଳରେ ସଂକ୍ରମଣ ଚେନ୍ କୁ ଭାଙ୍ଗିବା ପାଇଁ ବ୍ଲକ୍ ପ୍ରଶାସନ ଓ ପଚାଂୟତ ପକ୍ଷରୁ ଗ୍ରାମକୁ ଆଜି ଠାରୁ ଆସନ୍ତା ୧୬…