Browsing Category

ରାଜ୍ୟ

କାଲିମେଳା ତହସିଲରେ ଜମି ଦୁର୍ନୀତିରେ ସମ୍ପୃକ୍ତ ୨ କର୍ମଚାରୀ ନିଲମ୍ବିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ତହସିଲରେ ଗତ ସେପ୍ଟେମ୍ବର ମାସରେ ସହରର ୧୮ ଜଣ ଲୋକଙ୍କୁ ଜାଲିଆତି କରିଜମି ପଟ୍ଟା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଏହାର ଖୋଳତାଡ ଆରମ୍ଭ ହୋଇଥିଲା । ତଦନ୍ତ ପରେ ଜିଲ୍ଲାପାଳ ଜଣେ ରାଜସ୍ବ ନିରୀକ୍ଷକ ସୁରେଶ…

ମହିଳା ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି: ଆଜି ମାଓ କାର୍ଯ୍ୟ କଳାପରେ ଅତିଷ୍ଠ ହୋଇ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ ଙ୍କ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛି । ଉକ୍ତ ମାଓବାଦୀ ର ନାମ ଲାଛି ଖରା ଓରଫ ଗୀତା, ତା ଘର ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ସ୍ଥିତ ଯୋଡମ୍ବ ଥାନା…

ପ୍ରତି ଜିଲ୍ଲାରେ କ୍ରିକେଟ୍-ଫୁଟବଲ୍ ଟୁର୍ଣ୍ଣାମେଣ୍ଟ କରିବ ବିଜେଡ଼ି: ମୟୂରଭଞ୍ଜରୁ ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ରାଜ୍ୟରେ କ୍ରମାଗତ ବଢି ଚାଲିଛି । ହେଲେ ବିଭିନ୍ନ ସର୍ଭେ ରିପୋର୍ଟ କହୁଛି,ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁଗାମୀଙ୍କ ସଂଖ୍ୟା ମଧ୍ୟ କମ ନୁହେଁ । ବିଶେଷ କରି ଯୁବକ ଓ ଛାତ୍ରଗୋଷ୍ଠୀ ବିଜେପି ଆଡ଼କୁ ଢଳୁଥବା…

ନେତାଜୀ ଜୟନ୍ତୀରେ ମୁହାଁମୁହିଁ ମୋଦୀ-ମମତା

କୋଲକାତା: ପରାକ୍ରମ ଦିବସରେ ନିଜ ନିଜର ପରାକ୍ରମ ଦେଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗୋଟିଏ ମଞ୍ଚରେ ବସିଲେ,ଏକାଠି ବୁଲିଲେ । ହେଲେ ପରାକ୍ରମ ଦିବସ ଆଢୁଆଳରେ ନିଜ ନିଜର ପରାକ୍ରମ ଦେଖାଇବାକୁ ଭୂଲିନଥିଲେ । ଜାତୀୟସ୍ତରରେ ହେଉଥିବା…

କୋଲକାତା ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ

ନେତାଜୀ ହେଉଛନ୍ତି ଭାରତର ଶକ୍ତି ଓ ପ୍ରେରଣା: ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତା ଠାରେ ଆୟୋଜିତ ନେତାତୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମବାର୍ଷିକୀରେ ଯୋଗ ଦେଇଥିଲେ । କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ପାଳନ ହେଉଥିବା ‘ପରାକ୍ରମ…

୨୦୨୧-୨୨ କେନ୍ଦ୍ର ବଜେଟ୍ରା ଚୂଡାନ୍ତ ପ୍ରସ୍ତୁତି ପ୍ରକ୍ରିୟା ହାଲୱା ସମାରୋହରୁ ଆରମ୍ଭ

ନୂଆଦିଲ୍ଲୀ: ୨୦୨୧-୨୨ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍‍ ପ୍ରସ୍ତୁତିର ଚୂଡାନ୍ତ ପକ୍ରିୟାକୁ ଚିହ୍ନିତ କରୁଥିବା ହାଲୱା ସମାରୋହ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ରାପକ ମନ୍ତ୍ରୀ ଶ୍ରମତୀ ନିର୍ମଳା ସୀଥାରମଣଙ୍କ ଉପସ୍ଥିତିରେ ନର୍ଥ ବ୍ଲକରେ ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ବଜେଟ୍‍ ପ୍ରସ୍ତୁତିର…

ଆସାମର ଶିବସାଗର ଠାରେ ଆବଣ୍ଟନ ପ୍ରମାଣପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ଭିତ୍ତିଭୂମି ବିକାଶ ଯୋଗୁଁ ଆତ୍ମନିର୍ଭର ଭାରତର ପ୍ରମୁଖ କେନ୍ଦ୍ର ଭାବେ ଉଭା ହେବ ଆସାମ – ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମର ଶିବସାଗର ଠାରେ ଭୂମିହୀନ ଆଦିବାସୀମାନଙ୍କୁ ଜମି ଆବଣ୍ଟନ ପ୍ରମାଣପତ୍ର ବଣ୍ଟନ କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ…

କରୋନାରେ ବିଶ୍ୱବ୍ୟାପୀ ୯.୯୨ କୋଟି ଲୋକ ଆକ୍ରାନ୍ତ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨୧ ଲକ୍ଷ ୨୮ ହଜାର ୩୭୧ ପହଂଚିଥିବା ବେଳେ ୯ କୋଟି ୯୨ ଲକ୍ଷ ୭୭ ହଜାର ୮୧୦ ଲୋକ ସଂକ୍ରମିତ ହୋଇସାରିଛନ୍ତି । କରୋନା ସଂକ୍ରମିତ ୭ କୋଟି ୧୨ ଲକ୍ଷ ୯୪ ହଜାର ୫୧ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୮ ଲକ୍ଷ ୫୫ ହଜାର ୩୮୮ ଜଣ ଲୋକ…

ଗ୍ରାହକଙ୍କୁ ବାସି ଖାଦ୍ୟ ବିକ୍ରୀ ଅଭିଯୋଗ : ଖୋର୍ଦ୍ଧାର ବିଭିନ୍ନ ହୋଟେଲ ଓ ଜଳଖିଆ ଦୋକାନରେ ଚଢ଼ଉ

ଖୋର୍ଦ୍ଧା: ଗ୍ରାହକଙ୍କୁ ବାସି ଖାଦ୍ୟ ବିକ୍ରୀ କରିବା ଅଭିଯୋଗରେ ଖୋର୍ଦ୍ଧାର ବିଭିନ୍ନ ହୋଟେଲ ଓ ଜଳଖିଆ ଦୋକାନ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ବିକ୍ରୀ ହେଉଥିବା ଦୋକାନରେ ଚଢ଼ଉ ହୋଇଛି । ଖୋର୍ଦ୍ଧା ପୌର ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ଖାଦ୍ୟ ନିରାପତା ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ଉ…

ଏସଟିଏଫର ଚଢ଼ଉ : ଦୁଇ କ୍ୱିଂଟାଲରୁ ଉର୍ଦ୍ଧ୍ୱ ନକଲି ଜର୍ଦ୍ଦା ଜବତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ନକଲି ଜର୍ଦ୍ଦା କାରବାର ଧରାପଡିଛି । ଚଢ଼ଉ ବେଳେ ସେଠାରୁ ଦୁଇ କ୍ୱିଂଟାଲରୁ ଅଧିକ ନକଲି ଜର୍ଦ୍ଦା ଜବତ କରିଛି ଏସଟିଏଫ । ବସଷ୍ଟାଣ୍ଡ ଏବଂ ଗ୍ୟାରେଜ୍ ବଜାରରେ ନକଲି ଜର୍ଦ୍ଦା କାରବାର ଚାଲିଥିବା ଖବର ପାଇ ଏସଟିଏଫ ପକ୍ଷରୁ ସେଠାରେ ଚଢ଼ଉ କରାଯାଇଥିଲା ।…