Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଜିଠୁ ବିନା କୋଭିଡ୍ ରିପୋର୍ଟରେ ଜଗା ଦର୍ଶନ
ମନ୍ଦିର ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ
ଦିବ୍ୟାଙ୍ଗ-ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ସୁରକ୍ଷା ଦାୟିତ୍ୱରେ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ
ପୁରୀ: ଆସନ୍ତା କାଲିଠାରୁ ଭକ୍ତ ବିନା କୋଭିଡ଼୍ ରିପୋର୍ଟରେ ନିର୍ବିଘ୍ନରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ…
ଏହା ଲୋକତନ୍ତ୍ରର ବିଜୟ : ଆମେରିକାରେ ବାଇଡେନ୍ ଯୁଗ ଆରମ୍ଭ
ୱାଶିଂଟନ୍: ଆମେରିକା ଇତିହାସରେ ଯୋଡି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ । ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋ ବାଇଡେନ । ଆମେରିକା ଇତିହାସରେ ସବୁଠାରୁ ବୟସ୍କ ରାଷ୍ଟ୍ରପତି ଭାବରେ ବାଇଡେନ୍ ଶପଥ ନେଇଛନ୍ତି । ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ୍ ଆମେରିକାର ପ୍ରଥମ କୃଷ୍ଣକାୟ ଓ…
ଜାନୁଆରୀ ୨୨ ରେ ତେଜପୁର ବିଶ୍ୱବିଦ୍ୟାଳୟର ୧୮ ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୨୨, ୨୦୨୧ ରେ ଆସାମସ୍ଥିତ ତେଜପୁର ବିଶ୍ୱବିଦ୍ୟାଳୟର 1୧୮ ତମ ସମାବର୍ତ୍ତନ ସମାରୋହକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବେ । ଏହି ଅବସରରେ ଆସାମର ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର…
କୋଣାର୍କ ଏକ୍ସପ୍ରେସ ଆଂଶିକ ବାତିଲ ରହିବ
ଭୁବନେଶ୍ୱର: ଆସନ୍ତା ୨୨ ଓ ୨୩ ଜାନୁଆରୀ (ଶୁକ୍ରବାର ଏବଂ ଶନିବାର) ଦିନ ଭୁବନେଶ୍ୱରରୁ ଛାଡିବାକୁ ଥିବା ୦୧୦୨୦ ଭୁବନେଶ୍ୱର-ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ କୋଣାର୍କ ବିଶେଷ ଟ୍ରେନ ଭୁବନେଶ୍ୱରରୁ କଲ୍ୟାଣ ଷ୍ଟେସନ୍ ପର୍ଯ୍ୟନ୍ତ ଚାଲିବ ଏବଂ କଲ୍ୟାଣ ଷ୍ଟେସନ ଠାରୁ ମୁମ୍ବାଇ…
ସହକାରୀ ବନ ସଂରକ୍ଷକ ଓ ଫରେଷ୍ଟରଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର: ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବୁଧବାର ଦିନ ବାଲେଶ୍ୱର ବନ୍ୟପ୍ରାଣୀ ଡିଭିଜନ୍ ଅନ୍ତର୍ଗତ କୁଳଡିହା ବନ୍ୟପ୍ରାଣୀ ରେଂଜର ସହକାରୀ ବନ ସଂରକ୍ଷକ (ଏସିଏଫ୍) ଲକ୍ଷ୍ମଣ ପ୍ରଧାନ ଓ ସୁନ୍ଦିରଗଡ ବିଶ୍ରା ରେଂଜର ଫରେଷ୍ଟର ଭରତ କୁମାର ଘଡେଇଙ୍କୁ…
୨୬ରୁ ଆଦିବାସୀ ମେଳା
ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୬ରୁ ଭୁବନେଶ୍ୱର ୟୁନିଟ-୧ ପଡ଼ିଆରେ ଆରମ୍ଭ ହେବ ଆଦିବାସୀ ମେଳା । ଏହି ମେଳା ଫେବ୍ରୁଆରୀ ୯ ତାରିଖ ଯାଏ ଚାଲିବ । ଦୈନିକ ପୂର୍ବାହ୍ନ ୧୧ ଟାରୁ ସଂଧ୍ୟା ୭ଟା ଯାଏ ଚାଲିବ ମେଳା । କୋଭିଡ୍ ନିୟମ ମାନି ମେଳା ଆୟୋଜନ କରାଯିବାକୁ ନିଷ୍ପତି ହୋଇଛି ।…
ବୁଡ଼ାଗୁଡା ଧାନ ମାଣ୍ଡିରେ ଟ୍ରାଫିକ ଜାମ, ଯାତ୍ରୀ ଉତେଜନା
କଲ୍ୟାଣ ସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ଧାନ ମଣ୍ଡିଠାରେ ଟ୍ରାଫିକ ଜାମ ହୋଇଥିବାରୁ ଯାତ୍ରୀ ମାନଙ୍କୁ ଯିବା ଆସିବା ପାଇଁ ବାଧା ପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି । ବୁଡ଼ାଗୁଡା ଧାନ ମଣ୍ଡି ସୋମବାର ଓ ବୁଧବାର ହୋଇଥିବାରୁ ଆଜି ବୁଡ଼ାଗୁଡା ଠାରେ…
ଟଙ୍କା ଦେଲେ ପାଣି ମିଳିବ !
କୋଲନରା: ସମସ୍ତେ ଜାଣନ୍ତି ପିଇବା ପାଣି ପାଇଁ ସମସ୍ତଙ୍କ ମୌଳିକ ଅଧିକାର ଅଛି । ପ୍ରତ୍ୟେକ ଗାଁ ଗାଁ ରେ ରାଜ୍ୟ ସରକାର ଲୋକଙ୍କ ସୁବିଧା ପାଇଁ ପାନୀୟ ଜଳଯୋଗାଣ ବିଭାଗ ଦ୍ଵାରା ପିଇବା ପାଣିର ବ୍ୟବସ୍ଥା କରିଛନ୍ତି । କିନ୍ତୁ କେତେକ ସ୍ଥାନରେ ଲୋକମାନେ ପିଇବା ପାଣି ପାଇଁ ଅସୁବିଧା ସମ୍ମୁଖୀନ…
ନବଜାତ କନ୍ୟା ସନ୍ତାନର ମୃତ ଶରୀର ଉଦ୍ଧାର
ବୁଗୁଡା: ବୁଗୁଡା ଥାନା ଅନ୍ତର୍ଗତ ଖୋଳଖାଳି ଗ୍ରାମଦେଇ ଯାଇଥିବା ବାଘୁଆ କେନାଲର ସାଇଫନରେ ଏକ ନବଜାତ କନ୍ୟା ସନ୍ତାନର ମୃତ ଶରୀର ପଡିଥିବା ଦେଖିବାକୁ ମିଳିଛି । ଜାନୁଆରୀ ୨୦ ତାରିଖ ଦିନ ଏହି ଅଭାବନୀୟ ଘଟଣା ଦେଖିବାକୁ ପାଇ ଗ୍ରାମବାସୀ ବୁଗୁଡା ପୋଲିସ ଥାନାକୁ ଖବର ଦେଇଥିଲେ। ଖବର ପାଇ…
ଖୁସି ଚାରି ଟେବୁଲ ଟ୍ରଷ୍ଟର ସହଯୋଗରେ ଦୁଇ ଦିବ୍ୟଙ୍ଗ ଭଉଣୀକୁ ମିଳିଲା ସହଯୋଗ
ଗୋଳାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବଲ୍ଲକ ଅନ୍ତର୍ଗତର ରେଙ୍ଗସାପାଲି ଗ୍ରାମର ଦୁଇ ଦିବ୍ୟଙ୍ଗ ଦୁଇ ଭଉଣୀ କିଆମଣି ଟୋଲଟିଆ(୨୪) ଓ ରୁକ୍ମିଣୀ ଟୋଲଟିଆ (୨୨) ଙ୍କୁ କେବଳ ୫ କେଜି ଲେଖାଏଁ ଚାଉଳ ଓ ଭତ୍ତା ମିଳୁଥିଲା । ଅନ୍ୟ କୌଣସି ଭତ୍ତାର ଲାଭ ନେଉଁଥିବା ବେଳେ ଚାଲ ଛପର ଘରେ ତାଙ୍କ…