Browsing Category

ରାଜ୍ୟ

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଅସୁସ୍ଥ, କୋଲକତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

କୋଲକାତା: ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅସୁସ୍ଥ ହୋଇଥିବା ଜଣାଯାଇଛି। ସେ ହୃଦଘାତର ଶିକାର ହୋଇଥିବା ସୂଚନା ମିଳିଛି । ଅସୁସ୍ଥ ହେବା ପରେ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଶନିବାର…

କୋଭିଡ଼ ଟୀକାକରଣ ପାଇଁ ପ୍ରସ୍ତୁତି ଅଭ୍ୟାସ

ଖୋର୍ଦ୍ଧା : କୋଭିଡ଼ ଟୀକା କରଣ ପୂର୍ବରୁ ଟୀକାର ଡ଼୍ରାଏରନ ବା ପ୍ରସ୍ତୁତି ପୂର୍ବ ଅଭ୍ୟାସ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସନତ କୁମାର ମହାନ୍ତି କୋଭିଡ଼ ଟୀକାକରଣ ପ୍ରସ୍ତୁତ ଅଭ୍ୟାସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ…

ତ୍ରାଲ୍ ବସ୍ ଷ୍ଟାଣ୍ଡରେ ଗ୍ରେନେଡ୍ ଆକ୍ରମଣ, ୮ ଆହତ; ୩ ଦିନରେ ତୃତୀୟ ଗ୍ରେନେଡ୍ ଆକ୍ରମଣ

ଶ୍ରୀନଗର: ଦକ୍ଷିଣ କାଶ୍ମୀର ଜିଲ୍ଲା ପୁଲୱାମାର ଆଭାଣ୍ଟିପୋରାର ତ୍ରାଲ୍ ବସ୍ ଷ୍ଟାଣ୍ଡରେ ଆତଙ୍କବାଦୀମାନେ ଗ୍ରେନେଡ୍ ଫିଙ୍ଗିଥିଲେ । ଏହି ଆକ୍ରମଣରେ ୮ ଜଣ ଆହତ ହୋଇଛନ୍ତି । ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ। ଗତ ତିନି ଦିନ ମଧ୍ୟରେ ଘାଟିରେ ଏହା ହେଉଛି…

ଆସନ୍ତା କାଲି ଖୋଲିବ ମା’ ସମଲେଶ୍ବରୀଙ୍କ ମନ୍ଦିର

ସମ୍ବଲପୁର: କୋଭିଡ୍ କଟକଣା ମଧ୍ୟରେ ଧିରେ ଧିରେ ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବାରେ ଲାଗିଛି । ଆସନ୍ତା କାଲି ଖୋଲୁଛି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର । ମା’ ସମଲେଇଙ୍କ ଦର୍ଶନ ପାଇଁ ନିର୍ଘଣ୍ଟ ହୋଇଛି ସମୟ । ଏଥି ଅନୁଯାୟୀ ଦୁଇଟି ପର୍ଯ୍ୟାୟରେ ମନ୍ଦିରରେ…

ଚୀନ୍ ର ପ୍ରତ୍ୟେକ ପଦକ୍ଷେପ ଉପରେ ତୀକ୍ଷ୍ଣ ନଜର ରଖିବ ଭାରତ, ପେଂଗୋଙ୍ଗ ହ୍ରଦରେ ପାଟ୍ରୋଲିଂ ପାଇଁ ସେନା ଉଚ୍ଚ କ୍ଷମତା…

ନୂଆଦିଲ୍ଲୀ: ଚୀନ୍‌ର ଚାଲବାଜିକୁ ମୁକାବିଲା କରିବା ପାଇଁ ଭାରତୀୟ ସେନା ୧୨ ଟି ଉଚ୍ଚ କ୍ଷମତା ସମ୍ପନ୍ନ ଡଙ୍ଗା କିଣିଛି । ଏହି ଡଙ୍ଗାଗୁଡ଼ିକର ବିତରଣ ମେ ୨୦୨୧ ରୁ ଆରମ୍ଭ ହେବ | ଏହି ଡଙ୍ଗା ଗୁଡ଼ିକୁ ଭାରତୀୟ ସେନା ଇଞ୍ଜିନିୟର୍ସ ପରିଚାଳନା କରିବେ । ନିକଟରେ ଚୀନ୍ ସହ ଚାଲିଥିବା ତିକ୍ତତା…

ଦେଶର ସମସ୍ତଙ୍କୁ ମାଗଣାରେ କରୋନା ଟିକା ଦିଆଯିବ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସାରା ଦେଶରେ ପ୍ରକାଶିତ କରୋନା ଟିକା ଡ୍ରାଏ ରନ୍ ଚାଲିବା ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କେବଳ ଦିଲ୍ଲୀ ନୁହେଁ ସମଗ୍ର ଦେଶ ଟିକା ମାଗଣାରେ ପାଇବ। ଟ୍ୱିଟ୍ କରି ସେ କହିଛନ୍ତି ଯେ ଟୀକାକରଣର ପ୍ରଥମ ପର୍ଯ୍ୟାୟରେ ୧ କୋଟି ସ୍ୱାସ୍ଥ୍ୟ…

ଆଇଆଇଏମ୍-ସମ୍ବଲପୁର ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ: ପ୍ରଧାନମନ୍ତ୍ରୀ କହିଛନ୍ତି- ଭାରତୀୟଙ୍କ ପ୍ରତିଭାରେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଓଡିଶାର ଆଇଆଇଏମ-ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଦ୍ୱାରା ପ୍ରକାଶିତ ବିବୃତ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର…

ପୁଣି ଭାରତ ଓ ବ୍ରିଟେନ ମଧ୍ୟରେ ଉଡ଼ିବ ବିମାନ

ନୂଆଦିଲ୍ଲୀ: ଜାନୁଆରି ୮ରୁ ସର୍ତ୍ତମୂଳକ ଭାବରେ ଭାରତରୁ ବ୍ରିଟେନକୁ ଚଳାଚଳ କରିବ ବିମାନ। ଇଂଲଣ୍ଡ୍‌ର ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍‌ ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଡିସେମ୍ବର ୩୧ ପର୍ୟ୍ୟନ୍ତ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଉଡ଼ାଣ ଉପରେ…

କାଲିଠାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା, ପ୍ରତ୍ୟହ ୧୫ରୁ ୧୭ ହଜାର ଭକ୍ତଙ୍କୁ ଅନୁମତି

ପୁରୀ: ଆସନ୍ତା ୩ ତାରିଖରୁ ଲାଗୁ ହେବ ମହାପ୍ରଭୁଙ୍କ ନୂଆ ଦର୍ଶନ ବ୍ୟବସ୍ଥା । ଦିନକୁ ୧୫ରୁ ୧୭ ହଜାର ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରି ପାରିବେ । ଏହା ପୂର୍ବରୁ ୫ ହଜାର ଭକ୍ତ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଅନୁମତି ରହିଥିଲା । ପୁଣି ଏହି ନିୟମରେ ପରିବର୍ତ୍ତନ କରାଯାଇଛି । କୋଭିଡ୍…

ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକାର ହେଲା

ରାୟଗଡା: ଦୀର୍ଘ ଦିନର ସମସ୍ୟା ନେଇ ବାରମ୍ବାର ଗଣମାଧ୍ୟମ ପ୍ରତିନିଧିମାନେ ଖବର ପ୍ରକାଶ କରିଥିଲେ । ଅଞ୍ଚଳର ସମସ୍ୟାକୁ ଖବର କାଗଜ ଏବଂ ସାମାଜିକ ଗଣମାଧ୍ୟମ ଦ୍ବାରା ସରକାରଙ୍କ ନଜରକୁ ଆଣିବାରେ ଓଡିଶା ଖବର ପ୍ରକାଶ କରିଥିଲା ।ଆଜି ଦୀର୍ଘଦିନର ଅପେକ୍ଷା ପରେ ମୁକୁନ୍ଦପୁର ଅଞ୍ଚଳରେ ଆରମ୍ଭ ହେଲା…