Browsing Category

ରାଜନୀତି

ପୌରନିର୍ବାଚନ କଣ ? କେଉଁଠି ଓ କେବେ ଆରମ୍ଭ ହେବ ? କିଏ କରିବ ବାଜିମାତ ?

ପୌରନିର୍ବାଚନ କଣ ? କେଉଁଠି ଓ କେବେ ଆରମ୍ଭ ହେବ ? କିଏ କରିବ ବାଜିମାତ ? ଡୁମାଣୀ ଟିଭି,୧୮/୩ : ଏହି ପୌରନିର୍ବାଚନ ପୌରାଞ୍ଚଳର ଲୋକମାନେ ସିଧାସଳଖ ଭାବେନିଜ ଲୋକ ପ୍ରତିନିଧି ବାଛିଥାନ୍ତି । ମହାନଗର ନିଗମ ,ପୌରପାଳିକା,ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ସହରାଞ୍ଚଳରେ ପରିଷଦ ଗଠନ ହୋଇଥାଏ

ରାଜନୀତି ଛାଡି କମେଣ୍ଟ୍ରି କରିବେ କି ସିଦ୍ଧୁ…!

ରାଜନୀତି ଛାଡି କମେଣ୍ଟ୍ରି କରିବେ କି ସିଦ୍ଧୁ…! ଡୁମାଣୀ ଟିଭି ,୧୭/୩ : ପଞ୍ଜାବରେ କଂଗ୍ରେସର ପରାଜୟ ପରେ ନବଜୋତ ସିଂ ସିଦ୍ଧୁ ମଙ୍ଗଳବାର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଏବେ ଅନୁମାନ କରାଯାଉଛି ଯେ ସିଦ୍ଧୁ ପୁଣିଥରେ କମେଡି ଶୋ କିମ୍ବା ସ୍ପୋର୍ଟସ୍ କମେଣ୍ଟ୍ରିକୁ

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗୱନ୍ତ ମାନ୍‌

ଡୁମାଣୀ ଟିଭି ୧୬/୩ : ପଞ୍ଜାବରେ ପ୍ରଥମ ଥର ପାଇଁ ଆମ୍ ଆଦମୀ ପାର୍ଟିର ସରକାର ଗଠନ ହୋଇଛି । ଏହି କ୍ରମରେ ଆପ୍ ନେତା ତଥା ଘୋରୀ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ବିଜୟୀ ହୋଇଥିବା ଭଗୱନ୍ତ ମାନ୍ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପଞ୍ଜାବ ରାଜ୍ୟପାଳ ବନବାରୀ ଲାଲ ପୁରୋହିତ…

ପଂଚାୟତ ପରେ ପୌର ନିର୍ବାଚନ ପ୍ରସ୍ତୁତି

ଭୁବନେଶ୍ୱର : ପଂଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାକୁ ଇଭିଏମ ମେସିନ ପଠାଯାଇଛି । ଗତକାଲି ମଧ୍ୟ ୫ଟି ଜିଲ୍ଲାକୁ ଯାଇଛି ଇଭିଏମ ।ରାଜ୍ୟର ୧୦୫ ପୌରାଂଚଳରେ…

ଜେନେରାଲ ବିପିନ ରାବତ ଓ ଅନ୍ୟ ସେନା ଅଧିକାରୀଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ପାରିତ

-ଦିବଙ୍ଗତ ଆତ୍ମାଙ୍କ ସମ୍ମାନରେ ପ୍ରଥମାର୍ଧରେ ହେଲା ନାହିଁ କୌଣସି କାମ ଭୁୁବନେଶ୍ୱର : ଡିସେମ୍ବର – ସିଡିଏସ ଜେନେରାଲ ବିପିନ ରାବତ, ତାଙ୍କର ସ୍ତ୍ରୀ ମଧୁଲିକା ତଥା ସେନାର ୧୧ ଜଣ ଅଧିକାରୀଙ୍କ ହେଲିକେପ୍ଟର ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ବିୟୋଗ ହୋଇଥିବାକୁ ଏହାକୁ ନେଇ ଓଡିଶା…

ମମିତା ମାମଲାରେ ବିଧାନସଭା ଘେରାଉ କଲା ବିଜେପି ଯୁବମୋର୍ଚ୍ଚା

ଭୁବନେଶ୍ୱର : ବହୁଚର୍ଚ୍ଚିତ ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ବିଜେପି ଯୁବ ମୋର୍ଚା ପକ୍ଷରୁ ଗୁରୁବାର ଦିନ ବିଧାନସଭା ଘେରାଉ କରା ଯାଇଛି । ବିଜେପି ଯୁବ ମୋର୍ଚା ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଏବଂ ଘଟଣାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା…

ଶିଶୁ ଅଧିକାର ସୁରକ୍ଷା ପାଇଁ ବିଧାୟକମାନଙ୍କୁ “ଚାର୍ଟର ଅଫ୍ ଡିମାଣ୍ଡସ୍” ଉପସ୍ଥାପନ : ଶିଶୁ ସମସ୍ୟା…

ଭୁବନେଶ୍ୱର : ୟୁନିସେଫ ମାଧ୍ୟମରେ ଶିଶୁ ପ୍ରତିନିଧି ମଣ୍ଡଳୀ ଓଡ଼ିଶା ବିଧାନସଭା ସଦସ୍ୟ ମାନଙ୍କୁ ଏକ “ଚାର୍ଟର ଅଫ୍ ଡିମାଣ୍ଡସ୍” ପ୍ରଦାନ କରିଛନ୍ତି । ଭୁବନେଶ୍ୱର ଠାରେ ୟୁନିସେଫ୍ ଦ୍ୱାରା ଆୟୋଜିତ ଏବଂ ଗ୍ଲୋବାଲ ପଲିସି ରିସର୍ଚ୍ଚ ଫାଉଣ୍ଡେସନ ଦ୍ୱାରା ସଙ୍ଗଠିତ ଏହି ପାରସ୍ପରିକ କଥାବାର୍ତାରେ…

ମମିତା ମାମଲାରେ ସପ୍ତମ ଦିନରେ ବି ବିଧାନସଭା ଅଚଳ

ଭୁବନେଶ୍ୱର : ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଦାବିରେ ଆଜି ସପ୍ତମ ଦିନରେ ବି ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ମାନେ ଏହି ମାମଲାରେ ହଟ୍ଟଗୋଳ କରିଥିଲେ । ବାଚସ୍ପତି ବାରମ୍ବାର…

ମମିତା ମାମଲାରେ ପଂଚମ ଦିନରେ ବି ବିଧାନସଭା ଅଚଳ

-ମାତ୍ର ତିନି ମିନିଟ ଚାଲି ପାରିଲା ପ୍ରଥମାର୍ଧ ବୈଠକ ଭୁବନେଶ୍ୱର : ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଦାବି କରି ଆଜି ପଂଚମ ଦିନରେ ବି ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ମାନେ ଏହି…

ମମିତା ମେହେର ମାମଲାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ : ଚାଲି ପାରିଲା ନାହିଁ ପ୍ରଶ୍ନକାଳ

ଭୁବନେଶ୍ୱର : ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ମମିତା ମେହେର ହତ୍ୟା ମାମଲାରେ ଗୃହ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହଟ୍ଟଗୋଳ କାରଣରୁ ବିଧାନସଭାରେ ପ୍ରଶ୍ନକାଳ ଚାଲି ପାରି ନାହିଁ । ବାଚସ୍ପତି…