Browsing Category

ରାଜ୍ୟ

ମହାନଦୀବିହାରସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ : ସର୍ଟସର୍କିଟରୁ ଲାଗିଲା ନିଆଁ : ୫୦ ଲକ୍ଷରୁ…

କଟକ: କଟକ ମହାନଦୀବିହାରସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଗତକାଲି ବିଳମ୍ବିତ ରାତିରେ ସର୍ଟସର୍କିଟରୁ ନିଆଁ ଲାଗି ଦୁଇ ମହଲା ବିଶିଷ୍ଟ ଏହି କୋଠାରେ ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର କମ୍ପ୍ୟୁଟର, ଆସବାବପତ୍ର ଓ ବ୍ୟାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳିପୋଡ଼ି ଛାରଖାର୍…

ଗଞ୍ଜାମ ଜିଲ୍ଲାରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଗଜପତି ଜିଲ୍ଲାର ଚିନ୍ତା ବଢାଉଛି ଆନ୍ଧ୍ର

ଗଞ୍ଜାମ: କରୋନାର ଦ୍ୱିତୀୟ ପ୍ରବାହକୁ ନେଇ ପୁଣି ସବୁଠି ଚିନ୍ତା ବଢିଛି । କରୋନା ହଟସ୍ପଟରୁ ମୁକୁଳିଥିବା ଗଞ୍ଜାମ ଜିଲ୍ଲାରେ ଏବେ ପ୍ରତିଦିନ କରୋନା ପଜିଟିଭ୍ ଚିହ୍ନଟ ହେଉଥିବାରୁ ଲୋକଙ୍କ ମନରେ ଛନକା ପଶିଛି । ଅନ୍ୟପକ୍ଷରେ ରାଜ୍ୟରେ ଜିଲ୍ଲା ମାନଙ୍କରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି…

୧୭୫ କୋଟିର ପ୍ରକଳ୍ପକୁ ଅନୁମୋଦନ : ମୋ ସ୍କୁଲ୍ ଅଭିଯାନରେ ସାମିଲ ହେବ ଯୁକ୍ତ ୨ କଲେଜ !

ଭୁବନେଶ୍ୱର:‘ମୋ ସ୍କୁଲ୍ ଅଭିଯାନ’ର ୨୩ତମ କାର୍ଯ୍ୟକାରୀ ପରିଷଦ ବୈଠକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶାର ୨୮ଟି ଜିଲ୍ଲାର ମୋଟ ୧୭୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ…

ଜେଇଇ ମେନ୍‌ରେ କାବ୍ୟାଙ୍କ ରେକର୍ଡ

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍ଟିଏ)ଦ୍ୱାରା ପରି·ଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ)ମେନ୍ ରେ ଫଳ ବୁଧବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି । ପରୀକ୍ଷା ପାଇଁ ୬ ଲକ୍ଷ ୧୯ ହଜାର ୩୬୮ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବା ବେଳେ ପ୍ରାୟ ୫ଲକ୍ଷ ୯୦ହଜାର ପରୀକ୍ଷା ଦେଇଥିଲେ ।…

ୟୁନେସ୍କୋ ମହାନିର୍ଦ୍ଦେଶକ ଅଡ୍ରେ ଅଜୋଲେଙ୍କ ସହିତ ବୈଠକରେ ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଏବଂ ୟୁନେସ୍କୋ ମହାନିର୍ଦ୍ଦେଶକ ଅଡ୍ରେ ଅଜୋଲେଙ୍କ ମଧ୍ୟରେ ଏକ ଭର୍ଚୁଆଲ ବୈଠକ ଆଜି ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି। ସେମାନେ ଆପୋସ ଗୁରୁତ୍ବ ବହନ କରୁଥିବା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ।…

ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା: ସତର୍କ ରହିବାକୁ ପରାମର୍ଶ, ଦିନକରେ ୨୧୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୨୧୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୪୬୦କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୩୬୩୩୭ ରୋଗୀ ସୁସ୍ଥ ହୋଇ…

ଏବେଠୁ ଜଳିଲାଣି : ୪୦ ଡିଗ୍ରୀ ଉପରେ ରାଜ୍ୟର ୯ ସହର

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ପାରଦ । ପ୍ରଚଣ୍ଡ ଖରା ଯୋଗୁଁ ତନ୍ଦୁରିଭାଟି ହୋଇଛି ରାଜ୍ୟର ୨୩ ସହର । ଖରା କାରଣରୁ ଲୋକେ ଏବେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି । ଘରୁ ବାହାରିବା ସମୟରେ ହାତରେ ଛତା ଏବଂ ପାଣି ସାଙ୍ଗରେ ନେଇ ବାହାରୁଛନ୍ତି । ତେବେ ଯଦି ଦେଖିବା ଆସନ୍ତା ୩ ଦିନ…

କଳିଙ୍ଗ ଷ୍ଟୁଡିଓ ପାଇଁ ୨୦୦ କୋଟି

-ନବୀକରଣ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ -ବିଶ୍ୱସ୍ତରୀୟ ଷ୍ଟୁଡିଓ ଭାବେ ଗଢ଼ିତୋଳିବାକୁ ଯୋଜନା -ଅଧିକ ନିଯୁକ୍ତି ସୃଷ୍ଟି ଉପରେ ସରକାରଙ୍କ ଗୁରୁତ୍ୱ ଭୁବନେଶ୍ୱର :ନୂଆ ରୂପରେ ସଜେଇ ହେବ କଳିଙ୍ଗ ଷ୍ଟୁଡିଓ । ପୁନରୁଦ୍ଧାର ହେବ କଳିଙ୍ଗ ଷ୍ଟୁଡିଓ । କଳିଙ୍ଗ ଷ୍ଟୁଡିଓକୁ…

ଭାରତରେ ବ୍ୟବସାୟିକ କୋଇଲା ଖଣିର ଦ୍ୱିତୀୟ ପର୍ଯ୍ୟାୟ ନିଲାମ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଦେଶରେ ବ୍ୟବସାୟିକ କୋଇଲାଖଣି ଗୁଡିକର ଦ୍ୱିତୀୟ ପର୍ଯ୍ୟାୟ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ଓଡିଶା ସମେତ ୬ଟି ରାଜ୍ୟର ୬୭ଟି କୋଇଲା ଖଣି ନିଲାମ ହେବ । ଏହି ଖଣି ଗୁଡିକ ମଧ୍ୟରୁ ୨୩ଟି ସିଏସ(ଏସ.ପି.) ଓ ୪୪ଟି ଏମ.ଡି.ଆର. ଆଇନ ଅଧୀନରେ ରହିଛି । କୋଇଲା ମନ୍ତ୍ରଣାଳୟ…

ଆଜି ଭାରତ ବନ୍ଦ

ଭୁବନେଶ୍ୱର: ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବାତିଲ କରିବା ପାଇଁ ଆସନ୍ତାକାଲି (ଶୁକ୍ରବାର) ୧୨ ଘଂଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଶୁକ୍ରବାର ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚକାଜାମ୍ କରିବାକୁ…