Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡ଼ିଶାର ତିନୋଟି ମେଡ଼ିକାଲ କଲେଜରେ ହେବ ଭିତ୍ତିଭୂମି ସୁଧାର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଦେଶର ୭୩ଟି ସରକାରୀ ମେଡ଼ିକାଲ କଲେଜ/ପ୍ରତିଷ୍ଠାନର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯାଇଛି। ତେବେ ଏହି ଯୋଜନାରେ ନୂତନ ସରକାରୀ ମେଡ଼ିକାଲ କଲେଜ/ପ୍ରତିଷ୍ଠାନ ଖୋଲାଯିବାର ବ୍ୟବସ୍ଥା ନାହିଁ। ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା…
ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ପରେ ପୋଡ଼ାଯାଇଥିବା ସନ୍ଦେହ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମ ନିକଟ ମା ରତନେଇ ପାହାଡ଼ରେ ଆଜି ସକାଳେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଂଚି ମହିଳାଙ୍କ ଅଧା ପୋଡ଼ା ଶବକୁ ଜବତ କରିବା ସହ ଏହାକୁ…
ଦିନକୁ ୭,୩୦୦ ଆରଟିପିସିଆର ଟେଷ୍ଟ କରାଯିବ: ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ୭,୩୦୦ ଆରଟିପିସିଆର ଟେଷ୍ଟ କରିବାକୁ ଧାର୍ଯ୍ୟ କରାଯାଇଛି । ଏହାଛଡା ସ୍ଥିତିର ତଦାରଖ କରିବାକୁ ବିଭାଗୀୟ ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ କୁମାର ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।
ସେ…
ରାଜ୍ୟରେ ଜଙ୍ଗଲ ନିଆଁ ଆୟତ : ଟାସ୍କ ଫୋର୍ସ
ଭୁବନେଶ୍ୱର: ରାଜ୍ୟର ବନାଗ୍ନି ସମସ୍ୟ ସମ୍ପୂର୍ଣ୍ଣ ଆୟତାଧିନ ଅଛି ବୋଲି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷରେ ରାଜ୍ୟକୁ ଆସିଥିବା କେନ୍ଦ୍ରୀୟ ଦଳ, ସେମାନଙ୍କର କ୍ଷେତ୍ର ପରିଦର୍ଶନ ସମାପ୍ତ କରିସାରିଛନ୍ତି । ଆଜି ସରକାରଙ୍କ ସହ ଏ ବାବଦରେ ଆଲୋଚନା କରିବେ ।…
ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ : ବ୍ୟାଙ୍କିଂ ସେବା ପ୍ରଭାବିତ
ଗଞ୍ଜାମ: ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ଆଜି ସାରା ଦେଶରେ ଦୁଇଦିନିଆ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଆରମ୍ଭ ହୋଇଛି । ବ୍ୟାଙ୍କ କର୍ମଚାରୀଙ୍କ ଏହି କାର୍ଯ୍ୟାବନ୍ଦ ଆନ୍ଦୋଳନ ଯୋଗୁଁ ବ୍ୟାଙ୍କିଂ ସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି । ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏ୦ହାର ପ୍ରଭାବ ପରିଲକ୍ଷିତ…
ଅପରାହ୍ନ ୪ଟା ଯାଏଁ ମୁଲତବୀ
-ଶାସକ , ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ଅଚଳ
ଭୁବନେଶ୍ୱର: ଉଭୟ ଶାସକ ଓ ବିରୋଧୀ ଦଳର ପ୍ରବଳ ହଟ୍ଟଗୋଳ ଯୋଗୁଁ ସୋମବାର ଦିନ ବିଧାନସଭାର ପ୍ରଥମାର୍ଦ୍ଧ ବୈଠକର କୌଣସି କାର୍ଯ୍ୟକ୍ରମ ହୋଇପାରିନଥିଲା । ଅଚଳାବସ୍ଥା ଦୂର ପାଇଁ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ବାରମ୍ବାର ମୁଲତବୀ…
ପୂର୍ବ ଶତୃତାରୁ ଗୁଳିମାଡ଼ : ଜଣେ ଆହତ, ୫ ଅଟକ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଖଜୁରିଆ ଗ୍ରାମରେ ଗତକାଲି ସଂନ୍ଧ୍ୟାରେ ଘଟିଯାଇଛି ଗୁଳିକାଣ୍ଡ । ଦୁର୍ବୃତଙ୍କ ଗୁଳିମାଡ଼ରେ ସେହି ଗ୍ରାମର ଗୌରହରି ପ୍ରଧାନ ଓରଫ ହିନ ଗୁରୁତର ଆହତ ହୋଇଛନ୍ତି । ୫ ଜଣ ଦୁର୍ବୃତ ଗୁଳିକାଣ୍ଡରେ ସାମିଲ୍ ଥିବା ସୂଚନା ମିଳିଛି…
ଜଖମ ଗୋଡରେ ଦିଦିଙ୍କ ୫କିମି ରୋଡ୍ ଶୋ’ : ଘାଇଲା ବାଘୁଣୀ ବେଶୀ ଭୟଙ୍କର
କୋଲକାତା : ନନ୍ଦୀଗ୍ରାମରେ ର୍ୟାଲି ବେଳେ ଆହତ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ପ୍ରଚାର ମଇଦାନକୁ ଫେରିଛନ୍ତି । ରବିବାର ପଶ୍ଚିମବଙ୍ଗର ଦକ୍ଷିଣ କୋଲକାତାରେ ହ୍ୱିଲ ଚେୟାରରେ ବସି ରୋଡ ଶୋ’ କରିଛନ୍ତି ଦିଦି । ନନ୍ଦୀଗ୍ରାମ ର୍ୟାଲିରେ ହୋଇଥିବା ଦୁର୍ଘଟଣାରେ…
ପୁନର୍ବାସ ଯୋଜନା: ପିଲାଙ୍କ ପାଠପଢା ଖର୍ଚ୍ଚ ପାଇଁ ସ୍କଲାରସିପ
ଭୁବନେଶ୍ୱର: କୁଷ୍ଠରୋଗରୁ ମୁକ୍ତି ପାଇଥିବା ଲୋକଙ୍କର ପୁନର୍ବାସ ପାଇଁ ରାଜ୍ୟ ସରକାରଙ୍କ ନିଆରା ପ୍ରୟାସ । ସମ୍ମାନ ସହ ସମାଜରେ ବଞ୍ଚିବା ପାଇଁ ଆରମ୍ଭ କଲେ ନୂଆ ଯୋଜନା । ଆତ୍ମନିର୍ଭରଶୀଳ କରାଇବା ସହ ପିଲାଙ୍କ ପାଠପଢା ଖର୍ଚ୍ଚ ପାଇଁ ସ୍କଲାରସିପ୍ର ବ୍ୟବସ୍ଥା କଲେ ରାଜ୍ୟ ସରକାର । ଭାରତରେ…
ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା: ମହିଳା ଥାନା ଖୋଜିବ କଙ୍କାଳ କାହାର
ଭୁବନେଶ୍ୱର: ଯାଆଁଳା ଫାଣ୍ଡି ପରିସରରୁ ମିଳିଥିବା କଙ୍କାଳର କାହାଣୀକୁ ନେଇ ଯେତିକି ରହସ୍ୟ ରହିଛି,ତାଠୁ ଅଧିକ ପୋଲିସର ଖାମଖିଆଲି ମନୋଭାବକୁ ପ୍ରକାଶ କରୁଛି । କାରଣ ୬ ମାସ ପୂର୍ବରୁ ମୃତ୍ୟୁ ହୋଇଥିବା ଜଣେ ମହିଳାଙ୍କ ମୃତଦେହ କଙ୍କାଳ ରୁପରେ ସାମ୍ନାକୁ ଆସିବ ଏବଂ କଙ୍କାଳ ମିଳିବାର ପ୍ରାୟ…