Browsing Category

ରାଜ୍ୟ

କାମ କରୁଥିବା ବେଳେ ଶ୍ରମିକର ମୃତ୍ୟୁ

ସାଲେପୁର: ସାଲେପୁର ଘଟଣା ଘଟିଛି କଟକ ଜିଲ୍ଲା କିଶନ ନଗର ଥାନା ଅଂଚଳର ହରିପୁର ଗାଁରେ । ହରିପୁର ଗାଁର ବାବୁ ପୃଷ୍ଟି ଘରେ ଦୁଇ ଜଣ ଶ୍ରମିକ ଘର କାମ କରୁଥିଲେ। ଦୁଇ ଜଣ ଶ୍ରମିକ ହେଲେ ନେମାଳ ଥାନା ଅନ୍ତର୍ଗତ ବଳରାମ ପୁର ଗାଁର ଟନିଆ ଦାସ ଓ ବଟ ବେହେରା । କାମ କରୁଥିବା ସମୟରେ ସ୍ଲାପଟି ଖସି…

ଅନିଶ୍ଚିତତାରେ ପିପିଲି ଉପନିର୍ବାଚନ

ପିପିଲି: ପିପିଲି ବିଧାନସଭା ଉପନିର୍ବାଚନର ତାରିଖ ଘୋଷଣାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଏହାକୁ ନେଇ ରାଜନେତାମାନେ ଚିନ୍ତାରେ ରହିଛନ୍ତି । ଆଶାୟୀମାନଙ୍କର ମଧ୍ୟ ସମାନ ଅବସ୍ଥା । କିଏ ପ୍ରାର୍ଥୀ ହେବ ତାହାର ସୁରାକ ମିଳୁନଥିବାରୁ କେତେକ ଆଶାୟୀ ଖୁଲମଖୁଲା ନିର୍ବାଚନମଣ୍ଡଳୀରେ ବୁଲି…

ବଢ଼ୁଛି କରୋନାର ଦ୍ୱିତୀୟ ଲହର ଭୟ

ନୂଆଦିଲ୍ଲୀ: ପୁଣିଥରେ କରୋନା ସଂକ୍ରମଣ ଦିନକୁଦିନ ଯେପରି କାୟା ମେଲାଉଛି,ଦ୍ୱିତୀୟ ଲହରର ଭୟ ସେତିକି ବଢ଼ିବାରେ ଲାଗିଛି । ଦିନକରେ ଦେଶରେ ୨୫ ହଜାର ୩୨୦ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ମାର୍ଚ୍ଚ ୧୩ରେ ୨୪ ହଜାର ୮୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ମାର୍ଚ୍ଚ ୧୨ରେ ଏହି ସଂଖ୍ୟା…

ମୁଖ୍ୟମନ୍ତ୍ରୀଙ୍କ କରୋନା ସଚେତନତା ବାର୍ତ୍ତା: ସତର୍କ ରହିଲେ ହେବନି ଲକ୍ଡାଉନ

ଭୁବନେଶ୍ୱର: ରାଜ୍ୟରେ କରୋନ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଏବେ ବିପଦ ଟଳିନାହିଁ । ଏଥିପାଇଁ ଆମ ସମସ୍ତଙ୍କୁ ସତର୍କ ହେବାକୁ ପଡ଼ିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ସମସ୍ତଙ୍କ…

ବିଶ୍ୱର ବୃହତ ଟିକାକରଣ ଅଭିଯାନରେ ଭାରତରେ ପ୍ରାୟ ୩ କୋଟି ଟିକା ପ୍ରଦାନ କରାଗଲାଣି

ନୂଆଦିଲ୍ଲୀ: ଭାରତରେ ବିଶ୍ୱର ବୃହତ ଟିକାକରଣ ଅଭିଯାନ ଚାଲିଛି । ଦେଶରେ ପ୍ରାୟ ୩ କୋଟି ଡୋଜ୍ ଟିକା ଦିଆଗଲାଣି । ଆଜି ସକାଳ ୭ଟା ସୁଦ୍ଧ ମିଳିଥିବା ତଥ୍ୟ ଅନୁଯାୟୀ, ୫,୧୦,୪୦୦ ସେସନରେ ମୋଟ ୨,୯୭,୩୮,୪୦୯ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ଅଛି ୭୩,୪୭,୮୯୫ ଏଚସିଡବ୍ଲୁ (ପ୍ରଥମ…

କରୋନା ବିପଦ ଏବେ ବି ଟଳି ନାହିଁ, ସତର୍କ ରହିବା ଜରୁରୀ – ନବୀନ ପଟ୍ଟନାୟକ

ଭୁୁବନେଶ୍ୱର: କରୋନା ବିପଦ ଏବେ ମଧ୍ୟ ଟଳି ନାହିଁ । ତେଣୁ ରାଜ୍ୟବାସୀ ଏହାକୁ ନେଇ ସତର୍କ ରହିବା ଓ କରୋନା ଗାଇଡଲାଇନକ କଡା କଡି ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଦେଇଥିବା ବାର୍ତାରେ କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟବାସୀଙ୍କ ସହଯୋଗରେ…

ଶାସକ-ବିରୋଧୀ ମୁହାଁମୁହିଁ: ବିଧାନସଭା ଅଚଳ

ଭୁବନେଶ୍ୱର: ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ । ଗୃହରେ ଅସ୍ୱାଭାବିକ ସ୍ଥିତି । ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମାପ୍ରାର୍ଥନା ଦାବିରେ ବିଜେଡି ଅଡି ବସିଥିବା ବେଳେ ପଞ୍ଜିକୃତ ସମସ୍ତ ଚାଷୀଙ୍କଠାରୁ ସରକାର ଧାନ କିଣିବା ଜିଦ୍ ଧରି ବସିଥିଲେ…

ଧାନ ମଣ୍ଡିରେ ଲକ୍ଷାଧିକ ଟଙ୍କା ଅନିୟମିତତା ଘଟଣା : ଚୌଧୁରୀ ଟିକରପଡ଼ା ସେବା ସମବାୟ ସମିତି ସମ୍ପାଦକ ନିଲମ୍ବିତ : ଡ଼ାଟା…

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଚୌଧୁରୀ ଟିକରପଡ଼ା ସେବା ସମବାୟ ସମିତିର ସମ୍ପାଦକ ଓ ଡାଟା ଏଂଟ୍ରି ଅପରେଟର ଧାନ ମଣ୍ଡିର ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ…

ଟ୍ରକ୍ ରେ ଲିଫ୍ଟ ଦେଇ ମହିଳାଙ୍କୁ ଗଣଦୁଷ୍କର୍ମ : ତିନି ଦିନ ଧରି ପାଶବିକ ନିର୍ଯାତନା ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ଥାନା ଅନ୍ତର୍ଗତ ଭଦ୍ରାସାହି ଗ୍ରାମରେ ମହିଳାଙ୍କୁ ଗଣଦୁଷ୍କର୍ମ ଭଳି ସଙ୍ଗିନ ମାମଲା ସାମ୍ନାକୁ ଆସିଛି । ମହିଳାଙ୍କୁ ଟ୍ରକ୍ ରେ ଲିଫ୍ଟ ଦେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ବଡ଼ବିଲ ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ,…

ପ୍ରତିଭା ଷ୍ଟୁଡିଓରେ ଦୃଷ୍ଟିହୀନ ସଙ୍ଗୀତଜ୍ଞ ଶ୍ୟାମ ଚାଚାଙ୍କ ରେକର୍ଡିଙ୍ଗ ହେଲା ପ୍ରଥମ ଗୀତ

ସାଲେପୁର:କିଶନନଗର ଥାନା ପ୍ରହରାଜପୁର ଗ୍ରାମର ଦୃଷ୍ଟି ହିନ ସଂଙ୍ଗୀତଜ୍ଞ ଅବଦୁଲ ସମଦ ନିଜାମି ଓରଫ୍ ଶ୍ୟାମ ଚାଚାଙ୍କର ପ୍ରଥମ ଗୀତ ରେକର୍ଡିଂଙ୍ଗ କଟକ ସ୍ଥିତ ପ୍ରତିଭା ଷ୍ଟୁଡିଓରେ ସମ୍ପନ୍ନ ହୋଇଛି । ବିଶିଷ୍ଟ ଓଲିଉଡ ନାୟିକା ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସଙ୍ଗଠନର ତତ୍ତ୍ୱାବଧାନରେ ଏବଂ…