Browsing Category

ରାଜ୍ୟ

ରାତି ୧୦ରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ : ନିୟମ ମାନି ଦୀପ ଜାଳି ପାରିବେ ଭକ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ଜାଗରରେ ଭକ୍ତ ଜାଳିପାରିବେ ଦୀପ । କୋଭିଡ୍ ଗାଇଲାଇନ୍ ମାନି ମନ୍ଦିର ବେଢ଼ା ଭିତରେ ଭକ୍ତ ମାନେ ଦୀପ ଜାଳିପାରିବେ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସନତ୍ କୁମାର ମହାନ୍ତି ସୂଚନା ଦେଇଛନ୍ତି । ଅପରପକ୍ଷରେ ବୁଧବାର ସକାଳୁ ପ୍ରଭୁ…

ବିକାଶ ପଥରେ ନୂଆପଡ଼ା

ନୂଆପଡ଼ା ବିକାଶରେ ଯୋଡି ହୋଇଛି ନୂଆ ଅଧ୍ୟାୟ । ଜିଲ୍ଲାରେ ମୁଖ୍ୟ ତିନୋଟି ସମସ୍ୟା ପିଇବା ପାଣି, ଜଳ ସେଚନ ଓ ଯୋଗାଯୋଗର ସମାଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିଇବା ପାଣି,ଜଳସେଚନଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ…

କୋଭିଡ଼୍ କଟକଣାରେ ବୁଢ଼ୀ ଠାକୁରାଣୀ ଯାତ୍ରା ପାଳନ ନେଇ ମିଳିଲା ପ୍ରଶାସନିକ ଅନୁମତି

ଗଞ୍ଜାମ: ଓଡ଼ିଶା ପ୍ରସିଦ୍ଧ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ପ୍ରତି ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । କୋଭିଡ଼୍ କଟକଣାକୁ ନେଇ ଚଳିତ ବର୍ଷ ଏହି ଯାତ୍ରା ପାଇଁ ପ୍ରଶାସନ ଅନୁମତି ମିଳିବା ନେଇ ଅନିଶ୍ଚିତତା ଲାଗି ରହିଥିଲା । ତେବେ ଆଜି ବ୍ରହ୍ମପୁର ମହାନଗର ନିଗମ…

ବନ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ରାଜ୍ୟର ଜଙ୍ଗଲ ଗୁଡିକରେ ନିଆଁ ଲାଗିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ କ୍ଷେତ୍ରୀୟ ବନ କର୍ମଚାରୀଙ୍କ ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ଡ. ମୋନା ଶର୍ମା ପିସିସିଏଫ…

ଏପ୍ରିଲରୁ ରବିବାର ସ୍କୁଲ ବନ୍ଦ – ମନ୍ତ୍ରୀ ସମୀର ରଂଜନ ଦାଶ

ଭୁବନେଶ୍ୱର: ଆସନ୍ତା ଏପ୍ରିଲରୁ ସ୍କୁଲ୍‌ରେ ରିଭିଜନ କ୍ଲାସ୍ ଚାଲିବ, ହେଲେ ରବିବାର କ୍ଲାସ୍ ହେବନି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପିଲା ମାନଙ୍କର କୋର୍ସ ଶେଷ ହୋଇ ଆସିଲାଣି । ତେଣୁ ନିୟମିତ କ୍ଲାସ୍‌ର ଆବଶ୍ୟକତା ନାହିଁ ।…

୨୦୨୨ ସୁଦ୍ଧା ନୂଆପଡାର ସବୁ ପରିବାରକୁ ୧୦୦ ପ୍ରତିଶତ ପାଇପପାଣି ଯୋଗାଇ ଦିଆଯିବ – ମୁଖ୍ୟମନ୍ତ୍ରୀ

-ଲୋଅର ଇନ୍ଦ୍ର ପ୍ରକଳ୍ପ ସ୍ଥଳରେ ଏକ ସାଇଂସ ପାର୍କ ଓ ସଂଗ୍ରହାଳୟ ହେବ ଭୁବନେଶ୍ୱର: ୨୦୨୨ ସୁଦ୍ଧା ନୂଆପଡା ର ସବୁ ପରିବାରକୁ ୧୦୦ ପ୍ରତିଶତ ପାଇପପାଣି ଯୋଗାଇ ଦିଆଯିବ । ଏଥିପାଇଁ ୭୦୦ କୋଟି ଟଙ୍କାର ୨୦୫ ଟି ପାଇପ ୱାଟର ସପ୍ଲାଏ ପ୍ରକଳ୍ପ ଓ ଗୋଟିଏ ମେଗା ପାଇପ ୱାଟର ସପ୍ଲାୟ ପ୍ରକଳ୍ପର…

ନୂଆପଡ଼ା ତିଖାଲିରେ ପହଂଚି ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱକର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ନୂଆପଡା ଜିଲ୍ଲାରେ ପହଂଚିଛନ୍ତି । । ପ୍ରଥମେ ଗୌତମା ଏୟାରଷ୍ଟ୍ରିପରେ ପହଂଚିବା ପରେ ସେଠାରୁ ନୂଆପଡ଼ା ତିଖାଲିରେ ପହଂଚି ବହୁ ପ୍ରତିକ୍ଷିତ ଲୋୟର ଇନ୍ଦ୍ର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ସେ ତିଖାଲି ଡ୍ୟାମ ସାଇଡ଼ରେ ପହଂଚି…

ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଛାତ୍ରୀଙ୍କ ମୃତ୍ୟୁ, ଜିଲ୍ଲାପାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ପରିବାର…

ମାଲକାନଗିରି: ମାଲକାନଗିରି ସଦର ମହକୁମା ସ୍ଥିତ ଭାମ୍ବେ କଲୋନୀରେ ରହୁଥିବା ସହଦେବ ନାଗଙ୍କ ଝିଅ ଏଲିସା ନାଗ (୯)କୁ ମୁଟିଗୁଡା ପ୍ରାଥମିକ ବିଦ୍ୟାଳୟରେ ୩ୟ ଶ୍ରେଣୀରେ ପାଠ ପଢୁଥିବା ବେଳେ କଟକ ସରକାରୀ ବଡ ମେଡିକାଲରେ ତାର ଡାହାଣ ହାତ ଅସ୍ତ୍ରୋପଚାର କରାଯାଇଥିଲା । କଟକରେ ଡାକ୍ତର ୮…

୭ ଘଂଟିଆ ମୟୂରଭଞ୍ଜ ବନ୍ଦକୁ ମିଳିଲା ଅଭୁତପୂର୍ବ ଜନ ସମର୍ଥନ

ବାରିପଦା: ଶିମିଳିପାଳରେ ଲାଗିଥିବା ନିଆଁକୁ ତୁରନ୍ତ ଲିଭାଯିବା ଏବଂ କାର୍ଯ୍ୟରେ ଅବହେଳା କରିଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ ଯଜ୍ଞଦତ ପତିଙ୍କ ସହିତ ବରିଷ୍ଠ ଅଧିକାରୀ ମାନଙ୍କୁ ଚାକିରୀରୁ ବହିଷ୍କାର ଓ ଶିମିଳିପାଳର ହୃତ ଗୌରବର ପୁନରୁଦ୍ଧାର ଦାବିରେ ଭଞ୍ଜ ସେନା ପକ୍ଷରୁ…

କୋଭିଡ଼ ପ୍ରତିଷେଧକ ଟିକାର ନିରାପତା ଓ କାର୍ଯ୍ୟକାରୀତା

ନୂଆଦିଲ୍ଲୀ: ଔଷଧ ଓ ପ୍ରସାଧନ ଆଇନ, ୧୯୪୦ ଅଧୀନରେ ନୂତନ ଔଷଧ ଓ କ୍ଲିନିକାଲ ପରୀକ୍ଷଣ ନିୟମ (ଏନଡି ଏଣ୍ଡ ସିଟିରୁଲ୍ସ, ୨୦୧୯) ଅନୁସାରେ ଏବଂ ଦେଶରେ କୋଭିଡ଼ ମହାମାରୀ ବ୍ୟାପିଥିବା କାରଣରୁ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂସ୍ଥା (ସିଡିଏସସିଓ) ପ୍ରସଙ୍ଗ…